ନିଖୋଜ ଶିଶୁ ଉଦ୍ଧାରରେ ଓଡ଼ିଶା ପଛୁଆ: ୭୦୧ ଶିଶୁଙ୍କ ପତ୍ତା ମିଳୁନି
ରାଉରକେଲା : ପ୍ରତିବର୍ଷ ଓଡ଼ିଶାର ହଜାର ହଜାର ଶିଶୁ ନିଖୋଜ ହେଉଛନ୍ତି। କେଉଁଠି ପରିବାର ସହ କଳି କରି ଘର ଛାଡ଼ୁଛନ୍ତି ତ କେଉଁଠି ଅନ୍ୟ ରାଜ୍ୟକୁ ଚାଲାଣ ହେଉଛନ୍ତି। ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ(ଏନ୍ସିଆର୍ବି) ରିପୋର୍ଟ ଅନୁସାରେ ଗତ ୬ ବର୍ଷରେ ରାଜ୍ୟର ୧୬ ହଜାର ୬୫୪ ଜଣ ଶିଶୁ ନିଖୋଜ ହୋଇଛନ୍ତି। ଏମାନଙ୍କୁ ଖୋଜିବା, ଟ୍ରାକ୍ କରିବା ଓ ଚିହ୍ନଟ କରି ସୁରକ୍ଷିତ ଉଦ୍ଧାର କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ସମୟରେ […]









