ସାଂଘାଇରେ ସାଂଘାତିକ ସ୍ଥିତି: ୭୦% ସଂକ୍ରମିତ
ନୂଆଦିଲ୍ଲୀ: ଚୀନ୍ରେ କରୋନା ସଂକ୍ରମଣ ଅତି ଭୟଙ୍କର ଭାବେ ମାଡ଼ି ଚାଲିଛି। ଚୀନ୍ ସରକାର ଏନେଇ କୌଣସି ତଥ୍ୟ ଦେଉନାହାନ୍ତି। କିନ୍ତୁ ଚୀନ୍ର ଶୀର୍ଷ ଡାକ୍ତରମାନେ ଚୀନ୍ରେ ସଂକ୍ରମଣ ବୃଦ୍ଧି ସଂକ୍ରାନ୍ତରେ ଦେଇଥିବା ସୂଚନା ଅନୁଯାୟୀ ସାଂଘାଇରେ ସାଂଘାତିକ ସ୍ଥିତି ଉପୁଜିଛି। ସାଂଘାଇର ଏକ ଶୀର୍ଷ ହସ୍ପିଟାଲର ଜଣେ ବରିଷ୍ଠ ଡାକ୍ତର କହିଛନ୍ତି, ସାଂଘାଇ ଜନସଂଖ୍ୟାର ପ୍ରାୟ ୭୦ ପ୍ରତିଶତ କରୋନା ସଂକ୍ରମିତ ହୋଇ ସାରିଛନ୍ତି। ସାଂଘାଇ କୋଭିଡ୍ ବିଶେଷଜ୍ଞ ଉପଦେଷ୍ଟା କମିଟିର ସଦସ୍ୟ ଏବଂ ରୁଜିନ […]









