ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଜୟନ୍ତୀ ଉତ୍ସବ: ରାଜନୀତିରେ ସେ ଥିଲେ ଚାଣକ୍ୟ
ଭୁବନେଶ୍ବର: ଜାନକୀ ବଲ୍ଲଭ ପଟ୍ଟନାୟକ ଜଣେ ବିଚକ୍ଷଣ ରାଜନେତା, ସୁସାହିତ୍ୟିକ, ସଂସ୍କୃତ ପଣ୍ଡିତ ଥିଲେ। ସହନଶୀଳତା, ଆତ୍ମବିଶ୍ବାସ ଓ କର୍ତ୍ତବ୍ୟନିଷ୍ଠା ଭଳି ଗୁଣ ତାଙ୍କ ପାଖରେ ଭରପୂର ରହିଥିଲା। ତାଙ୍କ ଶାସନ କାଳରେ ରାଜ୍ୟରେ ଶିକ୍ଷା, ସ୍ବାସ୍ଥ୍ୟ, ଗରିବ କଲ୍ୟାଣ ଯୋଜନା, ଜଳସେଚନ, କୃଷକଙ୍କୁ ଋଣ, କୃଷି ଯନ୍ତ୍ରପାତି, ବିଦ୍ୟୁତ୍ ଉତ୍ପାଦନ, ଶକ୍ତି କ୍ଷେତ୍ରରେ ସଂସ୍କାର ଓ ସମବାୟ କ୍ଷେତ୍ର ଅଧିକ ଶକ୍ତିଶାଳୀ ହୋଇପାରିଥିଲା। ମହିଳାଙ୍କ ବିକାଶ ପାଇଁ ସେ ନିରନ୍ତର ଉଦ୍ୟମ କରିଥିଲେ। ରାଜନୀତିରେ ସେ […]









