ପୁଅର ଶବ ଗାଁକୁ ନ ଆଣିବାରୁ ମା’ ବାସନ୍ଦ: ମାସେ ହେଲା ଦୁଇପୁଅ ସହ ଗଛମୂଳେ
ଆନନ୍ଦପୁର: ଭେଣ୍ଡିଆ ପୁଅର ମୃତ୍ୟୁପରେ ପାଖରେ ଟଙ୍କା ନଥିବାରୁ ଶବକୁ ଘରକୁ ଆଣିପାରିଲେ ନାହିଁ ବିଧବା ମା’ । କଟକ ମହାନଗର ନିଗମ କର୍ତ୍ତୃପକ୍ଷ ଶବଦାହ କଲେ। ପୁଅର ଶବ ଗାଁକୁ ଆଣି ଶେଷକୃତ୍ୟ ନକରିବାରୁ ଗ୍ରାମବାସୀ ମହିଳାଙ୍କୁ ସାମାଜିକ ବାସନ୍ଦ କରିଛନ୍ତି। ଫଳରେ, ସେ ନିଜ ଘରକୁ ଯାଇନପାରି ଦୁଇଛୁଆଙ୍କୁ ଧରି ହାଡ଼ଭଙ୍ଗା ଶୀତରେ ଏକ ଗଛମୂଳେ ଦିନ କାଟୁଛନ୍ତି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ୍ କୋଳିମାଟି ପଞ୍ଚାୟତର […]









