ବିବାହର ୯ବର୍ଷ ପରେ ଅଲଗା ହେଲେ ଲୋକପ୍ରିୟ ଯୋଡି ଆମିର ଅଲି- ସଞ୍ଜିଦା ଶେଖ, ଏବେ ମା’କୁ ମିଳିଲା ଝିଅର କଷ୍ଟଡି
ନୂଆଦିଲ୍ଳୀ ୦୭। ୦୧ : ପ୍ରଥମେ ହେଲା ପ୍ରେମ ପରେ ବିବାହ, ଆଉ ଏବେ ବିଚ୍ଛେଦ । ସେ ଆଉ କେହି ନୁହେଁ ଟେଲି ଜଗତର ଲୋକପ୍ରିୟ ଯୋଡ଼ି ସଞ୍ଜିଦା ଶେଖ ଏବଂ ଆମିର ଅଲି। ଗୋଟେ ସମୟରେ ଦର୍ଶକଙ୍କ ଭଲପାଇବା ପାଉଥିବା ଏହି ଯୋଡ଼ି ଏବେ ଅଲଗା ହୋଇଯାଇଛନ୍ତି। କେବଳ ସେତିକି ନୁହେଁ ଝିଅ ଆୟରାଙ୍କ କଷ୍ଟଡି ସଞ୍ଜିଦାଙ୍କୁ ମିଳିଥିବା ମଧ୍ୟ କୁହାଯାଉଛି। କିଛି ବର୍ଷ ଧରି ପରସ୍ପରକୁ ଡେଟ୍ କରିବା ପରେ ଆମିର-ସଞ୍ଜିଦା ୨୦୧୨ରେ […]