କରୋନାକୁ ହରାଇଲେ ନୋରା, ଆସିଲା ନେଗେଟିଭ୍ ରିପୋର୍ଟ କହିଲେ- ସମସ୍ତଙ୍କର ପ୍ରାର୍ଥନା ପାଇଁ ବହୁତ ଧନ୍ୟବାଦ
ନୂଆଦିଲ୍ଳୀ ୦୮।୦୧ : ବଲିଉଡ ସୁନ୍ଦରୀ ଗ୍ଲାମରସ୍ ତଥା ଡ୍ୟାନ୍ସିଂ କୁଇନ୍ ନୋରା ଫତେହି ନିକଟରେ କରୋନା ସଂକ୍ରମିତ ଥିଲେ । କିନ୍ତୁ ଏବେ ସେ ପ୍ରଶଂସକଙ୍କ ପାଇଁ ଖୁସି ଖବର। ନୋରା କରୋନାଙ୍କୁ ହରାଇଛନ୍ତି। ଏବେ ତାଙ୍କର ରିପୋର୍ଟ ନେଗେଟିଭ୍ ଆସିଛି। ଏନେଇ ସେ ପ୍ରଶଂସକଙ୍କୁ ଏହି ଖୁସି ଖବର ସେୟାର କରି କହିଛନ୍ତି କି, ସେ ଏବେ ଭଲ ଅଛନ୍ତି, ଏବଂ ନିଜର ଷ୍ଟ୍ରେନ୍ଥ ଓ ଏନର୍ଜୀ ଧିରେ ଧିରେ ଫେରାଇବାକୁ ଲାଗିଛନ୍ତି। ନୋରା […]