ଅପରାଧ ରାଜ୍ୟ

ନାଳରୁ ଯୁବକଙ୍କ ମୃତଦେହ ଉଦ୍ଧାର, ଦୁର୍ଘଟଣା ନା’ ହତ୍ୟା ?

ଉଦଳା ୬।୮: ନାଳରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ନୁଦଡିହା ଫାଣ୍ଡି ନିକଟ ନାଳରୁ ମୃତଦେହ ଉଦ୍ଧାର ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି । ସୂଚନାଯୋଗ୍ୟ ଯେ, ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ନୁଦଡିହା ଫାଣ୍ଡି ନିକଟ ନାଳରେ ଶନିବାର ସକାଳେ ସ୍ଥାନୀୟ ଲୋକେ ମୃତଦେହ ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି […]

ଅପରାଧ ରାଜ୍ୟ

ଲୁଟ୍‌ ପାଇଁ ଫାଇନାନ୍ସ ଅଫିସରେ ପଶିଥିଲେ ଲୁଟେରା, ସାଇରନ୍‌ ବାଜିବାରୁ ଚମ୍ପଟ ମାରିଲା ଦୁର୍ବୃତ୍ତ

ଢେଙ୍କାନାଳ ୦୬।୦୮ : ଢେଙ୍କାନାଳ ମଣପୁରମ ଫାଇନାନ୍ସ ଅଫିସରେ ସଶସ୍ତ୍ର ଡକାୟତି ଉଦ୍ୟମ । ପିସ୍ତଲ ଓ ଭୁଜାଲି ଧରି ଲୁଟ୍‌ ପାଇଁ ପଶିଥିଲେ ତିନି ଜଣ ଦୁର୍ବୁତ୍ତ । କିନ୍ତୁ ସାଇରନ ବାଜିରୁ ବ୍ଲାକ ପଲସରରେ ଖସି ପଳାଇଲେ ଦୁର୍ବୁତ୍ତ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି । ଖବର ଅନୁଯାୟୀ, ଶନିବାର ସ୍ପଷ୍ଟ ଦିବାଲୋକରେ ଏକ ବ୍ଲାକ ପଲସରରେ ତିନି ଜଣ ଦୁର୍ବୃତ୍ତ ଆସି ଫାଇନାନ୍ସ ସଂସ୍ଥାରେ ପଶିଥିଲେ । ଢେଙ୍କାନାଳ […]

ଅପରାଧ ରାଜ୍ୟ

ପାରିବାରିକ କଳହର କରୁଣ ପରିଣତି : ବିବାହର ୫ ବର୍ଷ ପରେ ଝିଅକୁ ଛାଡି ଆତ୍ମହତ୍ୟା କଲେ ମା

ନିଶ୍ଚିନ୍ତକୋଇଲି ୬।୮: ପାରିବାରିକ କଳହର କରୁଣ ପରିଣତି । ବିବାହର ୫ ବର୍ଷ ପରେ ପାରିବାରିକ କଳହରୁ ୩ ବର୍ଷର ଝିଅକୁ ଛାଡି ଘର ଫ୍ୟାନ୍‌ରେ ଗାମୁଛା ବାନ୍ଧି ଆତ୍ମହତ୍ୟା କଲେ ମା’ । ଏଭଳି ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ନେମାଳ ଥାନା ନରେନ୍ଦ୍ରପୁର ଫାଣ୍ଡି ଅନ୍ତର୍ଗତ ତରତ ପଞ୍ଚାୟତ ବାମରା ଗାଁରେ। ଘର ଭିତରୁ ମହିଳାଙ୍କ ଝୁଲନ୍ତା ମୃତଦେହ ନେମାଳ ପୋଲିସ ଉଦ୍ଧାର କରିଛି । ମୃତ ମହିଳା ଜଣଙ୍କ ହେଲେ ବାମରା […]

ଅପରାଧ ରାଜ୍ୟ

ଚଢାଉ ପାଇଁ ଯାଇଥିବା ବେଳେ ଆକ୍ରମଣର ଶିକାର, ତହସିଲଦାରଙ୍କୁ ଗୋଡାଇ ଗୋଡାଇ ପିଟିଲେ ଆଦିବାସୀ

ସାନଖେମୁଣ୍ଡି ୬।୮: ତହସିଲଦାରଙ୍କୁ ଗୋଡାଇ ଗୋଡାଇ ପିଟିଲେ ଆଦିବାସୀ । ଗଞ୍ଜାମ ଜିଲ୍ଲା ପାତ୍ରପୁର ତହସିଲଦାର ଅମିତ କୁମାର ନାୟକଙ୍କୁ ଗାଁ ଲୋକେ ପିଟିଲେ । ଅବକାରୀ ବିଭାଗ କର୍ମଚାରୀଙ୍କୁ ମଧ୍ୟ ମାଡ ମାରିଥିବା ନେଇ ଅଭିଯୋଗ ହୋଇଛି । ଏହାସହ ୩ଟି ସରକାରୀ ଗାଡିକୁ ଅଟକ ରଖିଛନ୍ତି ଲୋକେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ମେଡିକାଲକୁ ପଠାଇଥିବା ସୂଚନା ମିଳିଛି । ସୂଚନାଯୋଗ୍ୟ ଯେ, ପାତ୍ରପୁର ବ୍ଲକର ଆଦିବାସୀ ଗାଁ ବୁଡିଘାଟିରେ […]

ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ

କେନ୍ଦୁଝର ଆସୁଥିଲା ଅଣ୍ଡା ବୋଝେଇ ଟ୍ରକ, ପଛରୁ ଧକ୍କା ଦେଲା ଆଉ ଏକ ଟ୍ରକ

ଦେବଗଡ଼ ୦୬।୦୮ : ଦେବଗଡ଼ ଏସ୍‌ପି ଅଫିସ ନିକଟରେ ସଡ଼କ ଦୁର୍ଘଟଣା । ଏକ ଅଣ୍ଡା ବୋଝେଇ ଟ୍ରକ ଏହି ଦୁର୍ଘଟଣାର ଶିକାର ହୋଇଛି । ଘଟଣାସ୍ଥଳରେ ଦେବଗଡ଼ ପୋଲିସ ପହଞ୍ଚି ଉଦ୍ଧାର ଆରମ୍ଭ କରିଛି । ଖବର ଅନୁଯାୟୀ, ଏକ ଟ୍ରକ ଅଣ୍ଡା ନେଇ କେନ୍ଦୁଝର ଅଭିମୁଖେ ଆସୁଥିଲେ । ଏହି ସମୟରେ ୪୯ ନମ୍ବର ଜାତୀୟ ରାଜପଥ ଦେବଗଡ଼ ଏସ୍‌ପି ଅଫିସ ନିକଟରେ ଟ୍ରକଟି ଦୁର୍ଘଟଣାର ଶିକାର ହୋଇଛି । ତେବେ ଏକ ବାର […]

ଅପରାଧ ରାଜ୍ୟ

ସଂରକ୍ଷିତ ଜଙ୍ଗଲରେ ବନ୍ୟଜନ୍ତୁ ଶିକାର ଅଭିଯୋଗରେ ୪ ଶିକାରୀ ଗିରଫ, ବନ୍ଧୁକ ଓ ମାଂସ ଜବତ

ଆଠଗଡ଼ ୬।୮: ନରସିଂହପୁର ନୂଆଗଡ଼ ସଂରକ୍ଷିତ ଜଙ୍ଗଲରେ ବନ୍ୟଜନ୍ତୁ ଶିକାର ଅଭିଯୋଗ । ବନ ବିଭାଗ ଦ୍ବାରା ନରସିଂହପୁର ଦେବଭୂମି ଅଞ୍ଚଳର ୪ ଜଣ ଶିକାରୀ ଗିରଫ । ଶିକାରୀଙ୍କ ଠାରୁ ଦେଶୀ ବନ୍ଧୁକ ଏବଂ ମାଂସ ଜବତ କରିଛି ବନ ବିଭାଗ । ଗିରଫ ଅଭିଯୁକ୍ତମାନେ ହେଲେ ନରସିଂହପୁର ଥାନା ଦେବଭୂମି ଅଞ୍ଚଳର କନ୍ଧ ଦେବଭୂମି ଗ୍ରାମର ବାମଦେବ ପ୍ରଧାନ, ଚାଉରୀନାଳୀ ଗ୍ରାମର ସୁବାସ ଗୁରୁ, ନିରଞ୍ଜନ ଆରୁକ ଏବଂ କଣ୍ଢାଳ ଗ୍ରାମର ଶଙ୍କର ପରିଡ଼ା […]

ଅପରାଧ ରାଜ୍ୟ

ସ୍କୁଟି ଉପରେ ଚଢିଗଲା ମାଲ୍ ବୋଝେଇ ଟ୍ରକ୍, ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲେ ଦୁଇ ଭଉଣୀ

ସାଲେପୁର ୬।୮: ସାଲେପୁର ଥାନା ଅନ୍ତର୍ଗତ କଟକ-ଚାନ୍ଦବାଲି ରାସ୍ତାର ନାଳିଆମୁହିଁ ଛକ ନିକଟରେ ଦୁର୍ଘଟଣା । ଶନିବାର ସକାଳ ପ୍ରାୟ ସାଢେ ୭ଟାରେ ଏକ ମାଲ୍ ବୋଝେଇ ବାର ଚକିଆ ଟ୍ରକ୍ ଏକ ସ୍କୁଟି ଉପରେ ଚଢ଼ିଯିବାରୁ ଦୁଇ ଭଉଣୀ ସୌଭାଗ୍ୟ ବଶତଃ ବର୍ତ୍ତି ଯାଇଥିବା ଦେଖିବାକୁ ମିଳିଛି । ସୂଚନାଯୋଗ୍ୟ ଯେ, କଟକରୁ କେନ୍ଦ୍ରାପଡ଼ା ଅଭିମୁଖେ ଯାଉଥିବା ଏକ ମାଲ୍ ବୋଝେଇ ବାର ଚକିଆ ଟ୍ରକ୍ ସ୍କୁଟି ଉପରେ ଚଢ଼ି ଯାଇଥିଲା । ଅପରପକ୍ଷେ କେନ୍ଦ୍ରାପଡ଼ା […]

ଅପରାଧ ରାଜ୍ୟ

ମଝିଗାଁ ୱାର୍ଡ଼ରେ ନବବଧୂର ମୃତ୍ୟୁ, ଯୌତୁକ ପାଇଁ ଝିଅକୁ ମାରିଦେଇଥିବା କହିଲେ ବାପଘର

ଚାନ୍ଦବାଲି ୦୬/୦୮: ଚାନ୍ଦବାଲି ଥାନା ଅଧିନ ଏନ ଏ ସି ମଝିଗାଁ ୱାର୍ଡ଼ରେ ଏକ ବଧୂହତ୍ୟା ଅଭିଯୋଗ ହୋଇଛି । ବାଂଶଡ଼ା ଥାନା ଅଧିନ ଚରଦିଆ ଗାଁର ବିଦ୍ୟାଧର ମହାଳିକଙ୍କ ଝିଅ ପୁଷ୍ପାଞ୍ଜଳୀ ମହାଳିକ ମଝିଗାଁ ୱାର୍ଡ଼ରେ ବିଜୟ ମହାଳିକଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ । ଯୌତୁକ ଓ ପାରିବାରିକ କଳହ ପାଇଁ ଝିଅ ପୁଷ୍ପାଞ୍ଜଳୀଙ୍କୁ ମାରିଦେଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ମୃତ ପୁଷ୍ପାଞ୍ଜଳୀଙ୍କ ବାପା ବିଦ୍ୟାଧର ମହାଳିକ । ତେବେ ଖବର ପାଇ ଚାନ୍ଦବାଲି […]

ଅପରାଧ ରାଜ୍ୟ

ଖଜୁରିଆରୁ ଧରାପିଡଲେ ବନ୍ୟ ଜନ୍ତୁ ଶିକାରୀ, ସମ୍ୱର ସିଙ୍ଘ ସହ ଅସ୍ତ୍ରଶସ୍ତ୍ର ଓ ମୋଟର ସାଇକେଲ ଜବତ

ବରଗଡ ୦୬/୦୮: ବନ୍ୟ ଜନ୍ତୁ ଶିକାରୀଙ୍କୁ ଗିରଫ କଲା ବନ ବିଭାଗ । ଗତକାଲି ବରଗଡ଼ ଜିଲ୍ଲା ଖଜୁରିଆ ଅଞ୍ଚଳରୁ VHF ମାଧ୍ୟମରେ ଖବର ପାଇ ବନବିଭାଗର ୧୮ ଜଣିଆ ପେଟ୍ରୋଲିଂ ଟିମ ହୀରାକୁଦ ୱାଇଲଡ଼ ଲାଇଫ ଡିଭିଜନ ଅଧୀନରେ ଥିବା ଡେଵରିଗଡ଼ ସେଂଛୁରୀ ଅଞ୍ଚଳ ଭିତରେ ଥିବା ଉଷା କୋଠି ନିକଟରୁ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାର ସକ୍ଷମ ହୋଇଛି । ଅଭିଯୁକ୍ତ ମାନେ ହେଲେ ସୁଶୀଲ ବାଗ, ହୃଷିକେଶ ପ୍ରଧାନ, ପଞ୍ଚାନନ ପ୍ରଧାନ, […]

ମନୋରଞ୍ଜନ ରାଜ୍ୟ

‘ଦ୍ରୌପଦୀ’ ସାଜିବେ ପ୍ରକୃତି, ଇନଷ୍ଟାରେ ସେୟାର କଲେ ପୋଷ୍ଟର

ମୁମ୍ବାଇ ୦୬।୦୮: ଆଉ ଏକ ମହାଭାରତ ହେବ କି ନାହିଁ ଜଣାନାହିଁ । କିନ୍ତୁ ପରଦାରେ ଦ୍ରୌପଦୀଙ୍କ ଚରିତ୍ର ନେଇ ଆସୁଛନ୍ତି ପ୍ରକୃତି ମିଶ୍ର । ନିକଟରେ ପ୍ରକୃତି ନିଜ ବ୍ୟକ୍ତିଗତ କାରଣ ପାଇଁ ଖୁବ ଚର୍ଚ୍ଚାରେ ଥିଲେ । ତେବେ ଏହି ଚଳଚ୍ଚିତ୍ରରେ ଶୀର୍ଷକ ‘ଦ୍ରୌପଦୀ’ ଥିବା ବେଳେ ମୁଖ୍ୟ ଚରିତ୍ରରେ ପ୍ରକୃତି ଅଭିନୟ କରୁଛନ୍ତି । ଯାହାର ପ୍ରଥମ ପୋଷ୍ଟର ଶୁକ୍ରବାର ଦିନ ମୁକ୍ତିଲାଭ କରିଛି । ପ୍ରକୃତି ମିଶ୍ର ନିଜ ସୋସିଆଲ୍‌ ମିଡିଆ […]