ମହିଳାକର୍ମୀଙ୍କ ମୁକ୍ତି ପାଇଁ ଟୁଇଟ୍ କରିବା ପଡ଼ିଲା ମହଙ୍ଗା; ସାଉଦିଆରବରେ ଯୁବତୀଙ୍କୁ ୩୪ କାରାଦଣ୍ଡ
ନୂଆଦିଲ୍ଲୀ ୧୭/୦୯: ସାଉଦିଆରବର ଜଣେ ମହିଳାଙ୍କୁ ୩୪ ବର୍ଷ କାରାଦଣ୍ଡ ଘୋଷଣା କରାଯାଇଛି। ୩୪ ବର୍ଷ କାରାଦଣ୍ଡ ପରେ ପୁଣି ୩୪ ବର୍ଷ ପାଇଁ ବିଭିନ୍ନ ଜାଗାକୁ ଯିବାଆସିବାରେ ମଧ୍ୟ ପ୍ରତିବନ୍ଧକ ଲାଗିଛି। ଏପରି ଦଣ୍ଡ ଘୋଷଣା କରାଯାଇଥିବା ମହିଳାଙ୍କ ପରିଚୟ ସଲମା-ଅଲ-ସେହେବାବ ବୋଲି ଜଣାପଡ଼ିଛି। ସେ ସେଠାକାର ଜେଲ୍ରେ ବନ୍ଦିଥିବା ମହିଳା କର୍ମୀ ଲୋଜେନ୍-ଲୋଲ୍-ହଥଲୋଲଙ୍କ ମୁକ୍ତି ପାଇଁ ସ୍ୱର ଉଠାଇବା ସହିତ ତାଙ୍କ ଟୁଇଟର ଆକାଉଣ୍ଚରୁ ମହିଳାଙ୍କ ଅଧିକାରକୁ ନେଇ ଅନେକ ଟୁଇଟ୍ ଓ ରିଟୁଇଟ୍ […]