ଧରାପଡିଲେ ୩ ବାଇକ୍ ଚୋର, ୨ଟି ଚୋରା ବାଇକ୍ ଉଦ୍ଧାର
ବଡବିଲ ୨୩।୮: ବଡ଼ବିଲ ପୋଲିସ ହାତରେ ଧରାପଡିଲେ ବାଇକ୍ ଚୋର । ୩ ଜଣ ବାଇକ୍ ଚୋରଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୨ଟି ବାଇକ୍ ଉଦ୍ଧାର କରିଛି ବଡବିଲ ପୋଲିସ । ଗିରଫ ୩ ଜଣ ହେଲେ ଭଞ୍ଜ କଲୋନୀର ଓମ୍ ମହାକୁଡ଼, ପ୍ରଦୀପ ମହାନ୍ତ ଓ ଆଶିଷ କୁଲୁ । ପିଏଚଡି, କାଳନ୍ଦୀ ସାହିରୁ ଗୋଟିଏ ଏବଂ କାରାଖେଣ୍ଡରା ଅଞ୍ଚଳରୁ ଗୋଟିଏ ବାଇକ୍ ଚୋରି ହୋଇଥିବା ନେଇ ବଡ଼ବିଲ ଥାନାରେ ଅଭିଯୋଗ ହୋଇଥିଲା […]