କ୍ୟାନସର୍ ପୀଡିତ ଶିଶୁକୁ ଖାସ୍ ଉପହାର ଦେଲେ ସାମସନ୍, ନେଟିଜେନ୍ସ କରୁଛନ୍ତି ପ୍ରଶଂସା
ନୂଆଦିଲ୍ଲୀ, ୨୩|୦୮: ଭାରତ କେଏଲ ରାହୁଲଙ୍କ ନେତୃତ୍ୱରେ ଜିମ୍ବାଓ୍ୱେକୁ ଦିନିକିଆ ସିରିଜରେ ୩-୦ରେ ପରାସ୍ତ କରିଛି । ଏହାମଧ୍ୟରେ ଭାରତୀୟ ଓ୍ୱିକେଟ୍ କିପର ବ୍ୟାଟର ସଞ୍ଜୁ ସାମସନ ନିଜର ଏକ କାମ ପାଇଁ ସମସ୍ତଙ୍କ ହୃଦୟ ଜିତିଛନ୍ତି । ରିପୋର୍ଟ ଅନୁସାରେ, ସିରିଜର ଦ୍ୱିତୀୟ ଦିନିକିଆକୁ ଜିମ୍ବାଓ୍ୱେ କ୍ରିକେଟ୍ ବୋର୍ଡ କ୍ୟାନସର ପୀଡିତଙ୍କ ପାଇଁ ସମର୍ପିତ କରିଥିଲା । ଜିମ୍ବାଓ୍ୱେ ବୋର୍ଡ କହିଥିଲା ଯେ, ସେ କିଡଜ୍ କ୍ୟାନ୍ ଜିମ୍ବାଓ୍ୱେକୁ ସମର୍ଥନ କରୁଛି । ଏହି ପରିପ୍ରେକ୍ଷୀରେ […]