ଖେଳ ରାଜ୍ୟ

ଚେସ୍ ଅଲମ୍ପିଆଡ : ଭାରତୀୟ ଦଳରେ ଓଡିଆ ଝିଅ ପଦ୍ମିନୀ ରାଉତ

ଭୁବନେଶ୍ୱର,୦୩/୦୫: ଜୁଲାଇ ୨୮ ତାରିଖରୁ ଚେନ୍ନାଇରେ ଆରମ୍ଭ ହେବାକୁ ଯାଉଛି ୪୪ତମ ଚେସ୍‌ ଅଲିମ୍ପିଆଡ୍‌ । ସର୍ବଭାରତୀୟ ଚେସ୍‌ ଫେଡେରେସନ୍‌ (ଏଆଇସିଏଫ୍‌) ପକ୍ଷରୁ ସୋମବାର ୨୦ ଜଣିଆ ଖେଳାଳି ତାଲିକା ପ୍ରକାଶ କରାଯାଇଛି । ପୁରୁଷ ଦଳରେ ୧୦ ଏବଂ ମହିଳା ଦଳରେ ୧୦ ଜଣ ସାମିଲ ରହିଛନ୍ତି । ଓଡ଼ିଶାରୁ ଏକ ମାତ୍ର ପ୍ରତିଯୋଗୀ ଭାବେ ପଦ୍ମିନୀ ରାଉତ ମହିଳା ଦଳରେ ସାମିଲ ହୋଇଛନ୍ତି । ମର୍ଯ୍ୟାଦାଜନକ ଚେସ୍‌ ଅଲିମ୍ପିଆଡ୍‌ ଜୁଲାଇ ୨୮ରୁ ଆରମ୍ଭ ହୋଇ […]

ଅପରାଧ ଖେଳ ଦେଶ ବିଦେଶ

ବାରମ୍ବାର ଓ୍ୱାଇଡ୍ ଦେଉଥିଲେ ଅମ୍ପାୟାର, ରାଗିଗଲେ ସଞ୍ଜୁ ସାମସନ : ଦର୍ଶକ କହିଲେ…

ନୂଆଦିଲ୍ଲୀ,୦୨/୦୫: ଆଇପିଏଲରେ ସୋମବାର ମୁହାଁମୁହିଁ ହୋଇଥିଲେ କୋଲକାତା ନାଇଟ ରାଇଡର୍ସ ଓ ରାଜସ୍ଥାନ ରୟାଲ୍ସ । ଏହି ମୁକାବିଲାକୁ କୋଲକାତା ୭ ଓ୍ୱିକେଟରେ ଜିତି ନେଇଥିଲା । ତେବେ ମ୍ୟାଚ୍ ଶେଷ ବେଳକୁ ପଡିଆରେ ବିବାଦର ସୂତ୍ରପାତ ହୋଇଥିଲା । ରାଜସ୍ଥାନ ଅଧିନାୟକ ସଞ୍ଜୁ ସାମସନ ଅମ୍ପାୟାରଙ୍କ ନିଷ୍ପତ୍ତିକୁ ବିରୋଧ କରି ବାରମ୍ବାର ଅଭିଯୋଗ କରିଥିଲେ । ସୂଚନାନୁସାରେ, କୋଲକାତା ବ୍ୟାଟିଂ ବେଳେ ଅମ୍ପାୟାର ୩ ଥର ଓ୍ୱାଇଡ୍ ଦେଇଥିଲେ । ଯାହା ଦେଖି ସଞ୍ଜୁ ରାଗି […]

ଖେଳ ଦେଶ ବିଦେଶ

ନିଜକୁ ଦେଇଥିବା ଶପଥ ପୂରଣ କଲେ ରିଙ୍କୁ ସିଂ : ମ୍ୟାଚ୍ ପୂର୍ବରୁ ହାତରେ ଲେଖିଥିଲେ…

ନୂଆଦିଲ୍ଲୀ,୦୩/୦୫: ବିଜୟ ଧାରାକୁ ଫେରିଛି କୋଲକାତା ନାଇଟ ରାଇଡର୍ସ । ସୋମବାର ଖେଳାଯାଇଥିବା ମୁକାବିଲାରେ ଦଳ ରାଜସ୍ଥାନ ରୟାଲ୍ସକୁ ୭ ଓ୍ୱିକେଟରେ ମାତ୍ ଦେଇଥିଲା । ଏହି ବିଜୟ ସହ କେକେଆର ପଞ୍ଜାବ କିଙ୍ଗସକୁ ପଏଣ୍ଟ ଟେବୁଲରେ ପଛରେ ପକାଇ ୭ ନମ୍ବର ସ୍ଥାନରେ ପହଁଚିଛି । କୋଲକାତା ନାଇଟ ରାଇଡର୍ସ ବିଜୟର ହିରୋ ଥିଲେ ରିଙ୍କୁ ସିଂ । ସେ ୨୩ ବଲରୁ ୪୨ ରନ୍ କରିଥିଲେ । ଏହି ଇନିଂସରେ ସେ ୬ ଚଉକା […]

ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ

ପ୍ରେମିକା କହିଲା- ମୋତେ ବାହା ହଅ, ନହେଲେ ଆତ୍ମହତ୍ୟା କରିବି : ଚନ୍ଦ୍ରଶେଖରପୁର ଥାନାରେ ହାଇଡ୍ରାମା

ଭୁବନେଶ୍ୱର ୦୩।୦୫: ବନ୍ଧୁତାରୁ ପ୍ରେମ, ତା’ପରେ ନିବିଡ଼ ସମ୍ପର୍କ। ଉଭୟ ନିଷ୍ପତ୍ତି ନେଇଥିଲେ ବିବାହ କରିବେ । ବଡ଼ କଥା ପ୍ରେମିକଙ୍କ ବୟସ ୨୦ ବର୍ଷ ହୋଇଥିବାବେଳେ ପ୍ରେମିକାଙ୍କ ବୟସ ୨୮ । ଏବେ ପ୍ରେମିକ ବିବାହ ପାଇଁ ରାଜି ନହେବାରୁ ଥାନାରେ ବିଷ ଖାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ପ୍ରେମିକା । ଏଭଳି ଘଟଣା ଘଟିଛି ଚନ୍ଦ୍ରଶେଖରପୁର ଥାନାରେ । ସୂଚନା ଅନୁଯାୟୀ, ନୀଳାଦ୍ରି ବିହାରର ଏକ ବସ୍ତିରେ ରହୁଥିବା ସମ୍ପୃକ୍ତ ଯୁବତୀ ଓ ଇନ୍‌ଫୋସିଟି […]

ଅପରାଧ ରାଜ୍ୟ

ଶିବରାମଙ୍କୁ ମାରିଲା କିଏ ? ଘର ସାମ୍ନାରେ ହୋଇଛି ନିର୍ମମ ହତ୍ୟା

ଅନୁଗୁଳ ୦୩।୦୫ : ଅନୁଗୁଳ ବଳରାମପ୍ରସାଦରେ ଅଭାବନୀୟ ଘଟଣା । ଘର ସାମ୍ନାରେ ଜଣଙ୍କୁ ନିର୍ମମ ହତ୍ୟା ।କେହି ଦୁର୍ବୃତ୍ତ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଥିବା ସୂଚନା । ମୃତକ ବଳରାମ ପ୍ରସାଦର ଶିବରାମ ସାହୁ ବୋଲି ଜଣାପଡିଛି । ଏବେ ଯାଏଁ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ଖବର ଅନୁଯାୟୀ, ଶିବାରାମ ସାହୁ ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସରପଞ୍ଚ ପ୍ରାର୍ଥୀ ଭାବେ ପ୍ରତିନ୍ଦ୍ୱନ୍ଦିତା କରି ପରାସ୍ତ ହୋଇଛନ୍ତି । ପୂର୍ବରୁ ସେ […]

ଅପରାଧ ରାଜ୍ୟ

୮ ଦେଶୀ ବନ୍ଧୁକ ସହ ବିସ୍ଫୋରକ ସାମଗ୍ରୀ ଜବତ, ୪ ଗିରଫ

କଣ୍ଟାବାଞ୍ଜି, ୦୩/୦୫: ମୁରିବାହାଲ ପୋଲିସ ଦ୍ୱାରା କରଳାପିଟା ଗ୍ରାମରୁ ୮ ଦେଶୀ ବନ୍ଧୁକ ସହ ବିସ୍ପୋରକ ସାମଗ୍ରୀ ଜବତ କରାଯାଇଛି । ବେଆଇନ ଭାବେ ବନ୍ଧୁକ ଏବଂ ବିସ୍ପୋରକ ସାମଗ୍ରୀ ଘରେ ରଖିଥିବା ଅଭିଯୋଗରେ ଗାଁର ୪ ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ୪ ଜଣ ହେଲେ କରଲପିଟା ଗାଁର ଧରଣୀ ଚନ୍ଦନ, ପୁରନ୍ଦର ଧରୁଆ, ଦେବାରଚନ୍ଦ ଧରୁଆ, ସାଧୁ ଧରୁଆ । ମୁରିବାହାଲ ଅଞ୍ଚଳରେ ଦୀର୍ଘ ବର୍ଷ ହେଲା ବରାହା ଶିକାରୀ ମାନେ […]

ଅପରାଧ ରାଜ୍ୟ

ସୈତାନ ସ୍ୱାମୀ ! ସ୍ତ୍ରୀକୁ ବାଡିରେ ପିଟି ପିଟି ମାରିଦେଲା

ସୋର ୦୩।୦୫ : ମଦ୍ୟପ ସ୍ଵାମୀର ଉନ୍ନତ୍ତକାଣ୍ଡ। ସ୍ତ୍ରୀକୁ ବାଡ଼ିରେ ପିଟି ପିଟି ହତ୍ୟା କଲା ସ୍ୱାମୀ। ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା କଇଁସି ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଅଭିଯୁକ୍ତ ସ୍ୱାମୀ ରାମ ମୁର୍ମୁକୁ ଥାନାରେ ଅଟକ ରଖିଛି ପୋଲିସ । ଖବର ଅନୁଯାୟୀ, ସ୍ୱାମୀ ରାମ ମୁର୍ମୁ ଅଧିକାଂଶ ସମୟ ମଦ ପିଇ ଘରକୁ ଆସିଥାନ୍ତି । ଯାହାକୁ ବିରୋଧ କରିଥାନ୍ତି ସ୍ତ୍ରୀ ଦେଉଲା ମୁର୍ମୁ । ହେଲେ ବିଳମ୍ବିତ ରାତିରେ ସ୍ୱାମୀ […]

ଅପରାଧ ରାଜ୍ୟ

ମାଳତୀପାଟ ପୁର ବସଷ୍ଟାଣ୍ଡରୁ ୧୨ ଲକ୍ଷ ଟଙ୍କାର ସୁନା ଜବତ, ସ୍ୱାମୀ-ସ୍ତ୍ରୀ ଗିରଫ

ପୁରୀ, ୦୩/୦୫: ପୁରୀ ମାଳତୀପାଟ ପୁର ବସଷ୍ଟାଣ୍ଡରୁ ସୁନା ଜବତ କରିଛି ପୋଲିସ୍‌ । ସୁନା ଚୋରି ଅଭିଯୋଗରେ ସଦର ଥାନା ପୋଲିସ ସ୍ୱାମୀ-ସ୍ତ୍ରୀଙ୍କୁ ଗିରଫ କରିଛି। ଜବତ ସୁନାର ମୁଲ୍ୟ ୧୨ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି ।‌ ଗିରଫ ଅଭିଯୁକ୍ତଙ୍କ ଠାରୁ ପୋଲିସ ନଗଦ ୪୮ ହଜାର ଟଙ୍କା ସହ ଗୋଟିଏ ମୋବାଇଲ ଫୋନ ଜବତ କରିଛି । ଗିରଫ ଦମ୍ପତି ହେଉଛନ୍ତି ଖୋର୍ଦ୍ଧା ଜିଲ୍ଲା ଅରଗୁଳ ଅଞ୍ଚଳର ରବିନ୍ଦ୍ରନାଥ ବାରିକ। ପୁରୀ […]

ଅପରାଧ ରାଜ୍ୟ

୧୬ ନଂ ଜାତୀୟ ରାଜପଥରେ ଦୁର୍ଘଟଣା, ଅଟୋ ସହ ମୁହାଁମୁହିଁ ଧକ୍କା ହେଲା ବାଇକ୍‌, ଆରୋହୀ ମୃତ

ଯାଜପୁର, ୦୩।୦୫: ଯାଜପୁର ପାଣିକୋଇଲି ଥାନା ୧୬ ନଂ ଜାତୀୟ ରାଜପଥ ସିଂଗଡା ଓଭରବ୍ରିଜ ଉପରେ ଅଟୋ ସହିତ ବାଇକ ମୁହାଁମୁହିଁ ଧକ୍କା ହୋଇଥିବା ଜଣାପଡ଼ିଛି । ଏହି ଦୁର୍ଘଟଣାରେ ବାଇକ ଅରୋହୀଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ନାମ ସୌଭାଗ୍ୟ ନାୟକ । ଏଥିରେ ଜଣେ ଗୁରୁତର ହୋଇଥିବା ବେଳେ ଅନ୍ୟଜଣେ ସାମାନ୍ୟ ଆହତ ହୋଇ ଯାଜପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଗୁରୁତର ହେଲେ ଅଟୋ ଚାଳକ ବାଲିପାଟଣା ଗ୍ରାମର ଶ୍ରୀକାନ୍ତ […]

ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ

କନିକା ନାଳରେ ଏମ୍‌ସିଏଲ୍‌ର କଳା ଜହର, ସଫେଇ ନାମକୁ ମା

ସୁନ୍ଦରଗଡ଼: ହେମଗିର ବ୍ଲକ୍‌ କନିକା ଗ୍ରାମର ଖଲିଆବାହାଲ ଓ ଝୁପୁଡ଼ିପଡ଼ା ପାଇଁ ଏକଦା ବରଦାନ ପାଲଟିଥିବା ଚିରସ୍ରୋତା କନିକା ନାଳ(ଯୋର) ମହାନଦୀ ଖୋଲାମୁହଁ କୋଇଲା ଖଣି (ଏମ୍‌ସିଏଲ୍‌) ଯୋଗୁ ଅଭିଶାପ ପାଲଟିଛି। ଏମ୍‌ସିଏଲ୍‌ କୋଇଲା ସାଇଡିଂର ସବୁ କୋଇଲା ଗୁଣ୍ଡ ଓ ମଇଳା ପାଣି ସିଧା ନାଳରେ ଛାଡ଼ିବା ଦ୍ବାରା କନିକା ନାଳରେ ଭରିଯାଇଛି କଳା ଜହର। ଲୋକେ ଏଥିରେ ସ୍ନାନ କରିବା ତ ଦୂରର କଥା, ଶୌଚ ପାଇଁ ବି ନାକ ଟେକିବାକୁ ବାଧ୍ୟ ହେଉଛନ୍ତି। […]