ଅପରାଧ ରାଜ୍ୟ

ଧରାପଡ଼ିଲା ଲୁଟେରା ଗ୍ୟାଙ୍ଗ: ୪ ଅଭିଯୁକ୍ତଙ୍କଠାରୁ ଜବତ ହେଲା ୧୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର

କଟକ: ବିଡ଼ାନସି ଚହଟା ଲେନ ସିରିଜ ଲୁଟ ଘଟଣାରେ ଗିରଫ ହେଲେ ୪ ଅଭିଯୁକ୍ତ। ସେମାନଙ୍କଠାରୁ ଜବତ ହେଲା ୧୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର। ଦୀର୍ଘ ଦିନ ଧରି ପୁଲିସ ସହ ଛକାପଞ୍ଝା ଖେଳିବା ପରେ ଆଜି ଏହି ଗ୍ୟାଙ୍ଗକୁ ଧରିଛି କଟକ କମିସନରେଟ ପୁଲିସ। ଗତ ମାର୍ଚ୍ଚ ମାସ ୯ ତାରିଖରେ ଘଟିଥିଲା ଏହି ଘଟଣା। ଏହି ଗ୍ୟାଙ୍ଗ ଚହଟା ଲେନର ଏକାସଙ୍ଗରେ ତିନିଟି ଘରୁ କଳା କନା ବୁଲାଇଥିଲେ । ଘରେ କେହି […]

ଅପରାଧ ରାଜ୍ୟ

ମୁରାରୀ ତନ୍ତୀ ଗୁଳିକାଣ୍ଡ : ମାଷ୍ଟରମାଇଣ୍ଡ୍ ସମେତ ୪ ଗିରଫ

ସୁନ୍ଦରଗଡ଼ : ମାତ୍ର ୩ ଦିନ ମଧ୍ୟରେ ସୁନ୍ଦରଗଡ଼ର ବହୁଚର୍ଚ୍ଚିତ ମୁରାରୀ ତନ୍ତୀ ଗୁଳିକାଣ୍ଡର ପର୍ଦ୍ଦାଫାସ କରିଛି ପୁଲିସ। ମହନ୍ତିଆପଡାର ଜମି ବେପାରୀ ମୁରାରୀ ତନ୍ତୀଙ୍କୁ ଗୁଳି କରି ହତ୍ୟା କରିବା ଅଭିଯୋଗରେ ମାଷ୍ଟର ମାଇଣ୍ଡ ସମେତ ୪ ଜଣଙ୍କୁ ଗିରଫ କରିଛି ସୁନ୍ଦରଗଡ଼ ପୁଲିସ । ସେମାନେ ହେଲେ ମାଷ୍ଟର ମାଇଣ୍ଡ ବସନ୍ତ ପାଣ୍ଡବ, ଯଶୋବନ୍ତ ପାଣ୍ଡବ ଓରଫ୍ ଜିତୁ ଓ ୨ ସହଯୋଗୀ ଦେବାଶିଷ ତନ୍ତୀ, ପ୍ରଶାନ୍ତ ପାଣ୍ଡବ। ଦେବାଶିଷକୁ ଛାଡି ସମସ୍ତେ ଭାଇ […]

ଅପରାଧ ରାଜ୍ୟ

ଡିଭାଇଡରରେ ପିଟି ହେଲା ବାଇକ୍: ଦୁଇ ମୃତ, ଜଣେ ଗୁରୁତର

ବାଲେଶ୍ୱର: ବାଲେଶ୍ୱର ସହର ଉପକଣ୍ଠ ବାଲିଆ ଅଞ୍ଚଳର ଭୀମପୁରରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ତିନିଜଣ ଯୁବକ ଏକ ବାଇକରେ ରେମୁଣା ଗୋଲେଇରେ ଯାଉଥିବା ବେଳେ ଭୀମପୁରା ନିକଟରେ ରାସ୍ତାକଡ଼ ଡିଭାଇଡରକୁ ପିଟି ହୋଇ ଯାଇଥିଲେ। ଏଥିରେ ୩ଜଣ ଗୁରୁତର ଆହତ ହୋଇଥିବା ବେଳେ ସ୍ଥାନୀୟ ଲୋକେ ସେମାନକୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ଡାକ୍ତର ସେଠାରେ ଦୁଇଜଣଙ୍କୁ ମୃତ ଘୋଷଣା କରିଥିଲେ। […]

ଦେଶ ବିଦେଶ ମନୋରଞ୍ଜନ

ପାକିସ୍ତାନୀ ଅଭିନେତ୍ରୀଙ୍କ ସହ ରଣବୀରଙ୍କ ଫଟୋ ହୋଇଥିଲା ଭାଇରାଲ୍, ଅଭିନେତା କହିଥିଲେ ଏମିତି କଥା

ମୁମ୍ବାଇ ୨।୫: ଅଭିନେତା ରଣବୀର କପୁର ଗତ ମାସରେ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କୁ ବିବାହ କରିଛନ୍ତି । ଆଲିଆଙ୍କୁ ନିଜ ଜୀବନସାଥୀ କରିବା ଆଗରୁ ତାଙ୍କ ଜୀବନରେ ଅନେକ ଆସିଥିଲେ । ଏମିତିକି କିଛି ଜଣଙ୍କ ସାହ ତାଙ୍କ ଫଟୋ ମଧ୍ୟ ଭାଇରାଲ୍ ହୋଇଥିଲା । ସେମାନଙ୍କ ମଧ୍ୟରୁ ଜଣେ ଥିରେ ପାକିସ୍ତାନୀ ଅଭିନେତ୍ରୀ ମାହିରା ଖାନ୍ । ପାକିସ୍ତାନର ଜଣାଶୁଣା ଅଭିନେତ୍ରୀ ମାହିରା ଖାନ୍‌ଙ୍କ ଫ୍ୟାନ୍ ଏବଂ ଫଲୋୟର୍ସ ବହୁତ ଅଧିକ । ମାହିରା ବଲିଉଡ୍ […]

ଦେଶ ବିଦେଶ ମନୋରଞ୍ଜନ ରାଜନୀତି

ସିଏମ୍‌ ଯୋଗୀଙ୍କୁ ଭେଟିଲେ କଙ୍ଗନା, କହିଲେ- ନିଜକୁ ଭାଗ୍ୟବାନ ମନେ କରୁଛି…

ନୂଆଦିଲ୍ଳୀ ୦୨।୦୫: ବଲିଉଡ୍‌ର କଣ୍ଟ୍ରୋଭର୍ସି କୁଇନ୍‌ ଭାବରେ ବେଶ୍‌ ପରିଚିତ କଙ୍ଗନା ରଣାୱତ୍‌। ତାଙ୍କ ଫିଲ୍ମ ବ୍ୟତୀତ ଅଭିନେତ୍ରୀ ତାଙ୍କର ଅପୂର୍ବ ଶୈଳୀ ପାଇଁ ଖୁବ୍‌ ଜଣାଶୁଣା। ସେ ତାଙ୍କର ଆଗାମୀ ଫିଲ୍ମ ‘ଧାକଡ’ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି। ତାଙ୍କ ଚଳଚ୍ଚିତ୍ର ଅପେକ୍ଷା ତାଙ୍କ ବିବାଦୀୟ ମନ୍ତବ୍ୟ ପାଇଁ ଚର୍ଚ୍ଚାରେ ଥାନ୍ତି । ହେଲେ ନିକଟରେ କଙ୍ଗନା ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟିଛନ୍ତି। ଯାହା ସୋସିଆଲ୍‌ ମିଡିଆରେ ଅଭିନେତ୍ରୀ ଓ ସିଏମ ଯୋଗୀଙ୍କ ସହ ଫଟୋ […]

ଦେଶ ବିଦେଶ ମନୋରଞ୍ଜନ

ସଲମାନ୍‌ ଖାନ୍‌ଙ୍କ ବିବାହକୁ ନେଇ ପୁଣି ବଢିଲା ଚର୍ଚ୍ଚା, ଏହି ଅଭିନେତ୍ରୀଙ୍କ ସହ ଆସିଲେ ନଜର

ମୁମ୍ବାଇ ୨।୫: ଅଭିନେତା ସଲମାନ ଖାନ୍ ୫୬ ବର୍ଷ ବୟସରେ ବି ଅବିବାହିତ । ତାଙ୍କ ନାଁ ଅନେକ ଅଭିନେତ୍ରୀଙ୍କ ସହ ଯୋଡାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ସେ ଅବିବାହିତ ଅଛନ୍ତି । ପୁଣି ଥରେ ସଲମାନ୍‌ଙ୍କ ନାଁ ଆଉ ଜଣେ ଅଭିନେତ୍ରୀଙ୍କ ସହ ଯୋଡାଯାଉଛି । ତାହା ପୁଣି ଏକ ଭାଇରାଲ୍ ଭିଡିଓ ପାଇଁ । ଯେଉଁଥିରେ ତାଙ୍କୁ ଜଣେ ଅଭିନେତ୍ରୀଙ୍କ ସହ ଏକାଠି ଦେଖିବାକୁ ମିଳିଛି । ଅଭିନେତା ସଲମାନ୍‌ଙ୍କର ପିଲାଙ୍କ ପ୍ରତି ବେଶ୍ ଆଗ୍ରହ […]

ଦେଶ ବିଦେଶ ମନୋରଞ୍ଜନ ସ୍ପେଶାଲ ରିପୋର୍ଟ

Met Gala 2022 : ଧୁମପାନ ଏବଂ ପିଆଜ-ରସୁଣ ଖାଇବା ବ୍ୟାନ୍‌, ଇଭେଣ୍ଟରେ ସେଲିବ୍ରିଟିଙ୍କୁ ମାନିବାକୁ ପଡିଥାଏ ଏହି କଡା ନିୟମ

ନୂଆଦିଲ୍ଳୀ ୦୨।୦୫ : ଦୁନିଆ ସବୁଠାରୁ ବଡ ଫ୍ୟାଶନ ନାଇଟ୍‌ ଆଉଟ୍‌ ନାମରେ ବେଶ ଚର୍ଚ୍ଚିତ ମେଟ୍ ଗାଲା । ଏହି ଇଭେଣ୍ଟର ଆୟୋଜନ ଆଜି ଠାରୁ ଆରମ୍ଭ ହୋଇଯାଇଛି। ଅନେକ ବଡ ବଡ କଳାକାରମାନେ ଏହି ମେଟା ଗାଲା ୨୦୨୨ ପାଇଁ ସେମାନଙ୍କ ଉପସ୍ଥିତିକୁ ଅନୁଭବ କରନ୍ତି । ଚଳିତ ବର୍ଷ ଏହା ନ୍ୟୁୟର୍କରେ ହେଉଛି । ଏହାର ଥିମ୍‌ ରହିଛି ‘ଇନ୍ ଆମେରିକାରେ: ଏକ ଆନ୍ଥୋଲୋଜି ଅଫ୍ ଫ୍ୟାଶନ୍’ । କେବଳ ଡ୍ରେସ୍‌ ଥିମ୍‌ […]

ଦେଶ ବିଦେଶ ମନୋରଞ୍ଜନ

ହସ୍ପିଟାଲ୍‌ରେ ଭର୍ତ୍ତି ହେଲେ ଡିସ୍କୋ କିଙ୍ଗ, ପୁଅ ମିମୋହ ସେୟାର କଲେ ହେଲଥ୍‌ ଅପଡେଟ୍

ନୂଆଦିଲ୍ଳୀ ୦୨।୦୫ : ‘ଡିସ୍କୋ କିଙ୍ଗ’ ମିଥୁନ ଚକ୍ରବର୍ତ୍ତୀଙ୍କୁ ନେଇ ବଡ ଅପଡେଟ୍‌ ସାମ୍ନାକୁ ଆସିଛି । ଧର୍ମେନ୍ଦ୍ରଙ୍କ ପରେ ଏବେ ବଲିଉଡ ଭେଟେରାନ ଅଭିନେତା ମିଥୁନ୍‌ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ହଠାତ୍ ଖରାପ ହୋଇଛି। ଯାହାଫଳରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମିଥୁନ୍‌ଙ୍କ ସ୍ବାସ୍ଥ୍ୟକୁ ନେଇ ଅନେକ ଗୁଜବ ଉଠିଥିଲା। ଏନେଇ ତାଙ୍କ ପୁଅ ସୋସିଆଲ ମିଡିଆରେ ଗୁଜବ ଉପରେ ପୁନଃଚ୍ଛେଦ ପକାଇଛନ୍ତି । ତାଙ୍କ ସ୍ବାସ୍ଥ୍ୟକୁ ନେଇ ସୂଚନା ଦେଇଛନ୍ତି । ଗଣମାଧ୍ୟମ ରିପୋର୍ଟ […]

ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ

ଲୋକସଭା ବାଚସ୍ପତିଙ୍କ ନାଁରେ ଫେକ୍‌ ଆକାଉଣ୍ଟ, ଠକ ତିଆରି କରିଥିଲା ହ୍ବାଟସଆପ୍ ଆକାଉଣ୍ଟ

କଟକ ୦୨।୦୫ : ବାଚସ୍ପତିଙ୍କ ନାଁରେ ଫେକ୍‌ ଆକାଉଣ୍ଟ । ସିମ୍‌ ଜାଲିଆତି ଘଟଣାରେ ଏପରି ସାଙ୍ଘାତିକ ତଥ୍ୟ ସାମ୍ନାକୁ ଆସିଛି । ଲୋକସଭା ବାଚସ୍ପତି ଓମ୍‌ ବିର୍ଲାଙ୍କ ନାଁରେ ହୋଇଥିଲା ହ୍ବାଟସଆପ ଆକାଉଣ୍ଟ । ଓଡ଼ିଶା ସର୍କଲର ଏକ BSNL ନମ୍ବରକୁ ବ୍ୟବହାର କରିଥିଲେ ଠକ। ଖବର ଅନୁଯାୟୀ, ରବିବାର ଦିନ କ୍ରାଇମବ୍ରାଞ୍ଚ ସିମ୍‌ ଜାଲିଆତି କାର୍‌ବାର ନେଇ ଏକ ରାକେଟ୍‌କୁ ଠାବ କରିଥିଲା । ଏହି ଗ୍ୟାଙ୍ଗକୁ ଠାବ କରିବା ପରେ ଏବେ ସାଙ୍ଘାତିକ […]

ଅପରାଧ ରାଜ୍ୟ

ଯାଆଁଳା ସୁନା ବ୍ୟବସାୟୀଙ୍କୁ ଗୁଳି ମାଡ଼ ଘଟଣା, ଦୁଇ ଲୁଟେରାଙ୍କୁ ବାନ୍ଧିଲା ଜଙ୍କିଆ ପୋଲିସ

ଭୁବନେଶ୍ବର ୦୨।୦୫ : ଯାଆଁଳା ସୁନା ବ୍ୟବସାୟୀଙ୍କୁ ଗୁଳି ମାଡ଼ ଘଟଣାରେ ପୋଲିସର ଆକ୍ସନ । ଦୁଇ ଲୁଟେରାଙ୍କୁ ଗିରଫ କଲା ଜଙ୍କିଆ ଥାନା ପୋଲିସ । ଗିରଫ ଦୁଇ ଲୁଟେରାଙ୍କ ନାମ ତ୍ରିନାଥ ଓ ବିଦେଶୀ ବୋଲି ଜଣାପଡିଛି । ଦୁଇ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିବ କମିଶନରେଟ ପୋଲିସ । ଖବର ଅନୁଯାୟୀ, ଗତ ୨୫ ତାରିଖ ଦିନ ଯାଆଁଳା ସ୍ଥିତ ଏକ ସୁନା ଦୋକାନର ବ୍ୟବସାୟୀଙ୍କୁ ଗୁଳିମାଡ଼ କରିଥିଲେ ଦୁର୍ବୃତ୍ତ । ଏବେ ଜଙ୍କିଆ […]