ବିଧାୟକ ପ୍ରକାଶ ମାଝୀଙ୍କୁ ଗିରଫ ଦାବି, କୁଶ ପୁତ୍ତଳିକା ଦାହ କଲା ବିଜେପି
ଉମରକୋଟ: ନବରଂଗପୁର ଜିଲ୍ଲା ଝରିଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀଙ୍କ ନାଁରେ ଗତକ।ଲି ରାଜଧାନୀ ଭୁବନେଶ୍ୱର ଠାରେ ଜଣେ ମହିଳା ଖଣ୍ଡଗିରି ଥାନାରେ ଏତଲା ଦେବାପରେ ବିଜେପି ଅଧିକ ସକ୍ରିୟ ହେଇଛି। ଆଜି ଉମରକୋଟ ବିଜେପି ବିଧାୟକ ନିତ୍ୟାନନ୍ଦ ଗଣ୍ଡଙ୍କ ନେତୃତ୍ବରେ କର୍ମୀ ଓ ନେତାମାନେ ଦଳୀୟ କାର୍ଯ୍ୟାଳୟରୁ ବାହାରି ବ୍ଲକ୍ କାର୍ଯ୍ୟାଳୟ ସାମନାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ବିଧାୟକ ପ୍ରକାଶ ମାଝୀଙ୍କ କୁଶ ପୁତ୍ତଳିକା ଦାହ କରିଛି। ଏଥି ସହ ବିଧାୟକ ପ୍ରକାଶ ଚନ୍ଦ୍ର […]