ଦେଶ ବିଦେଶ ମନୋରଞ୍ଜନ

ବକ୍ସ ଅଫିସ୍‌ରେ ପୁଣି ଧମାଲ୍ କରିବ ସାଉଥ୍ ମୁଭି, ବ୍ୟାକ୍ ଟୁ ବ୍ୟାକ୍ ଆସୁଛି ଦମ୍‌ଦାର ଫିଲ୍ମ

ନୂଆଦିଲ୍ଳୀ ୦୫।୦୫ : ବର୍ତ୍ତମାନ ବକ୍ସ ଅଫିସରେ ରାଜ୍‌ କରୁଛି ସାଉଥ ମୁଭି । ଚାରିଆଡ଼େ ଗୋଟିଏ କଥା । କଣ ହେଇଛି ସାଉଥ୍ ଫିଲ୍ମର । କି ଆକ୍ସନ ଓ କି ଗୀତ । ବଲିଉଡ୍ ମୁଭି ଅପେକ୍ଷା ହଲ୍‌ରେ ଏବେ ସାଉଥ୍ ଫିଲ୍ମର ଚାଲିଛି ଦବଦବା। ଫ୍ୟାନ୍ସକୁ ମତୁଆଲା କରୁଛି ସାଉଥ ହିରୋଙ୍କ ଲୁକ୍‌ ଓ ଷ୍ଟାଇଲ୍‌ । ଅଞ୍ଚଳ କି ରାଜ୍ୟରେ ନୁହେଁ ପୂରା ଦେଶରେ ସୁପରହିଟ୍ ହେଉଛି ସାଉଥ ଫିଲ୍ମ । […]

ଅପରାଧ ଦେଶ ବିଦେଶ

ୟୁକ୍ରେନ୍‌ ପୂର୍ବରେ ବଢିଲା ଋଷ୍ ସୈନ୍ୟଙ୍କ ଆକ୍ରମଣ : ଡୋନବାସରେ ୨୧ ନାଗରିକଙ୍କ ମୃତ୍ୟୁ, ବିଦେଶୀ ଅସ୍ତ୍ରଶସ୍ତ୍ର ସପ୍ଲାଏ ଚେନ୍‌କୁ ଟାର୍ଗେଟ୍

ମସ୍କୋ ୫।୫: ଋଷ୍ ସେନା ୟୁକ୍ରେନ୍‌ର ପଶ୍ଚିମ ଭାଗରେ ବିଦେଶୀ ଅସ୍ତ୍ରଶସ୍ତ୍ର ଯୋଗାଣ ଚେନ୍‌କୁ ଟାର୍ଗେଟ୍ କରି ଆକ୍ରମଣ କରିଛି । ଋଷ୍ ସେନା ଦେଶର ପୂର୍ବ ଭାଗରେ ମଧ୍ୟ ଆକ୍ରମଣକୁ ବଢାଇ ଦେଇଛନ୍ତି । ଏ ଭିତରେ ୟୁରୋପୀୟ ସଂଘ ଯୁଦ୍ଧ ପାଇଁ ଋଷ୍‌କୁ ଦଣ୍ଡିତ କରିବା ଉଦ୍ଦେଶ୍ୟରେ ତେଲ ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଇବାକୁ ପ୍ରସ୍ତାବ ରଖିଛି । ଋଷ୍ ସେନା ବୁଧବାର ଦିନ କହିଛି ଯେ ୟୁକ୍ରେନ୍‌ରେ ୫ଟି ରେଲଓ୍ବେ ଷ୍ଟେସନରେ ବିଦ୍ୟୁତ […]

ଅପରାଧ ରାଜ୍ୟ

କଲିକତାରୁ ଆସୁଛି ଭେଜାଲ ମାଲ୍, ଓଡିଶା ମେଲିଛି ବଜାର : ନକଲି ଷ୍ଟିକର ଓ ଠିପିରେ ଚାଲିଥିଲା କାରବାର

ସମ୍ବଲପୁର ୦୫।୦୫ : ସମ୍ବଲପୁର ଅବକାରୀ ବିଭାଗ ଦ୍ବାରା ବିପୁଳ ପରିମାଣର ନକଲି ବିଦେଶୀ ମଦ ଜବତ । ଝାରସୁଗୁଡା, ସମ୍ବଲପୁର ଓ ବରଗଡରେ ଚଢାଉ ହୋଇଥିବା ବେଳେ ୮୭୭୧୫ ଠିପି, ୮୬୨୩୩ ଇଏଲ୍ ବା ଷ୍ଟିକର, ୩୮ ଲିଟର ନକଲି ବିଦେଶୀ ମଦ ଜବତ କରିଛି ଅବକାରୀ ବିଭାଗ । ଏହାସହିତ ଘଟଣାରେ ୭ ଜଣ ଗିରଫ ହୋଇଛନ୍ତି । କୁଚିଆରୁ ମଦ କିଣୁଥିଲେ ସାବଧାନ । ନକଲି ବିଦେଶୀ ମଦ ଆପଣଙ୍କର ଜୀବନ ନେଇପାରେ […]

ଅପରାଧ ଦେଶ ବିଦେଶ

ଜଙ୍ଗଲରେ ବୁଲୁଥିଲେ ପର୍ଯ୍ୟଟକ ; ହଠାତ୍‌ ମାଡି ଆସିଲା ହାତୀ, ପଛକୁ ଗଡି ଚାଲିଲା ଗାଡ଼ି ଆଉ ତାପରେ …

ନୂଆଦିଲ୍ଲୀ ୦୫/୦୫ :ଗାଡ଼ିରେ ବସି ଜଙ୍ଗଲ ବୁଲିବା ପ୍ରାୟ ସମସ୍ତଙ୍କ ପସନ୍ଦ। କିନ୍ତୁ ବେଳେ ବେଳେ ମଣିଷମନାଙ୍କ ପାଇଁ ଅସୁବିଧାରେ ସମ୍ମୁଖୀନ ହୁଅନ୍ତି ବନ୍ୟଜନ୍ତୁମାନେ । ସେଥିପାଇଁ ଅନେକ ଥର ବନ୍ୟଜନ୍ତୁମାନେ ରାଗି ଯାଆନ୍ତି। ଆଉ ଆକ୍ରମଣ କରିବାକୁ ବି ପଛାନ୍ତି ନାହିଁ। ବେଳେବେଳେ ଏହା ଆମକୁ ମୃତ୍ୟୁମୁଖରେ ବି ପକାଇଥାଏ। ସୋସିଆଲ ମିଡିଆରେ ସେମିତି ଅନେକ ଭିଡିଓ ଆପଣ ଦେଖିଥିବେ। ଏବେ ବି ସେମିତି ଏକ ଭିଡିଓ ହେଉଛି ଭାଇରାଲ୍‌। ଏହି ଭିଡିଓରେ ଦେଖିବାକୁ ମିଳିଛି […]

ଅପରାଧ ରାଜ୍ୟ

ବେଆଇନ ବାଲି ଉତ୍ତୋଳନ ବେଳେ ଚଢାଉ, ୪ ଜେସିବି-୧୬ ଡମ୍ପର ଜବତ

ଜଳେଶ୍ୱର ୦୫।୦୫ : ବେଆଇନ ବାଲି ଉତ୍ତୋଳନ ବେଳେ ଚଢାଉ । ୪ ଜେସିବି ମେସିନ, ୧୬ ଡମ୍ପର ସହିତ ଗୋଟିଏ ଟ୍ରାକ୍ଟର ଜବତ । ଘଟଣାସ୍ଥଳରେ ଗାଡି ଡ୍ରାଇଭରମାନେ ଫେରାର ମାରିବାରେ ସକ୍ଷମ ହୋଇଛନ୍ତି । ଖବର ଅନୁଯାୟୀ, ବୁଧବାର ବିଳମ୍ବିତ ରାତିରେ ରାଜସ୍ବ ବିଭାଗ ପକ୍ଷରୁ ବସ୍ତା ତହସିଲ ଅଧିନରେ ଥିବା ରାଜଘାଟ ବେଣାପୂରା ୨ ବାଲି ଖାଦାନ ଉପରେ ଚଢାଉ କରାଯାଇଛି । ଚଢାଉରେ ବସ୍ତା ତହସିଲଦାରଙ୍କ ସହ ଏକ ପ୍ଲାଟୁନ ପୋଲିସ […]

ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ

ଛତିଶଗଡ଼ରେ ଅଘଟଣ: ଜେସିବି ଟାୟାର ଫାଟି ଦୁଇ ମୃତ

ରାୟପୁର: ଜେସିବି ଟାୟାର ଫାଟି ଦୁଇ ମୃତ। ଏପରି ଅଭାବନୀୟ ଖବର ଆସିଛି ଛତିଶଗଡର ରାଜଧାନୀ ରାୟପୁରରୁ। କାୟପୁରର ଉଦ୍ୟୋଗିକ କ୍ଷେତ୍ର ସିଲତାରା ଅଂଚଳରେ ଗୋଟିଏ କାରଖାନା ଭିତରେ ଜେସିବିର ଟାୟାରରେ ହାଓ୍ବା ଭରୁ ଥିଲେ ଦୁଇ କର୍ମଚାରୀ। ସେଇ ସମୟରେ ହଠାତ୍‌ ଟାୟାରଟି ଫାଟି ଯିବାକୁ ଦୁଇ ଶ୍ରମିକ ଖିନଭିନ୍‌ ହୋଇ ପଡିଥିଲେ। ଘଟଣା ସ୍ଥଳରେ ହିଁ ଦୁଇ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା।

ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ

ତୁ ହେଲୁନି ମୋର.. ମୁଁ ଛାଡୁଛି ଦୁନିଆ…

ସୋର ୦୫।୦୫: ତୁ କେବଳ ମୋର, ଯଦି ତୁ ହେଲୁନି ମୋର.. ଏ ଜୀବନ ଆଉ ମୁଁ କାଇଁ ରଖିବି। ରାତିରେ ଥିଲା ପ୍ରେମିକାର ବାହାଘର । ତାପର ଦିନ ସକାଳୁ ଉଠିଲା ପ୍ରେମିକର କୋକେଇ । ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ମାଣତ୍ରୀ ପଞ୍ଚାୟତ ଜହ୍ନିଆ ଗାଁରେ ଦେଖିବାକୁ ମିଳିଛି ଏପରି ଏକ ଘଟଣା । ଯାହା ଆପଣ ଶୁଣିଲେ ବି ତାଜୁବ୍‌ ହୋଇଯିବେ । ଖବର ଅନୁଯାୟୀ, ଜହ୍ନିଆ ଗାଁରେ ରତ୍ନାକର ମଳିକଙ୍କ ପୁଅ […]

ଅପରାଧ ରାଜ୍ୟ

ଭିଜିଲାନ୍ସ ପଞ୍ଝାରେ ପ୍ରାଣୀଧନ ନିରୀକ୍ଷକ, ଏକାସାଙ୍ଗେ ୯ଟି ସ୍ଥାନରେ ଚାଲିଛି ଚଢାଉ

ଭୁବନେଶ୍ୱର ୦୫।୦୫: ଭିଜିଲାନ୍ସ ପଞ୍ଝାରେ ପ୍ରାଣୀଧନ ନିରୀକ୍ଷକ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଳାରାହଙ୍ଗ ପ୍ରାଣୀଧନ ନିରୀକ୍ଷକ ଜଗନ୍ନାଥ ରାଉତଙ୍କ ଘରେ ଭିଜିଲାନ୍ସ ରେଡ୍ ହୋଇଛି। ଖୋର୍ଦ୍ଧା, କଟକ ଓ ଭୁବନେଶ୍ଵର ସମେତ ୯ଟି ସ୍ଥାନରେ ଏକକାଳୀନ ଚଢାଉ କରିଛି ଭିଜିଲାନ୍ସ। କଟକ ଭିଜିଲାନ୍ସ ସ୍ଵତନ୍ତ୍ର ଜଜଙ୍କ ୱାରେଣ୍ଟ ବଳରେ ଚଢାଉ ଜାରି ରହିଛି। ଖବର ଅନୁଯାୟୀ, ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଜଗନ୍ନାଥଙ୍କ ଭୁବନେଶ୍ଵର ରଘୁନାଥପୁର ସ୍ଥିତ ରୟଲ ଲଗୁନ ଆପାର୍ଟମେଣ୍ଟ, ରଘୁନାଥପୁରରେ ଥିବା […]

ଅପରାଧ ରାଜ୍ୟ

ମୃତ୍ୟୁ ହେଲା କେମିତି ? ରେଳ ଧାରଣାରେ ପଡିଛି ମୃତଦେହ

ଟାଙ୍ଗୀ ୦୫।୦୫: ରେଳ ଧାରଣାରୁ ମିଳିଲା ମହିଳାଙ୍କ ମୃତଦେହ । ଖୋର୍ଦ୍ଧା ରେଳ ଡିଭିଜନର କୁହୁଡ଼ି ରେଳ ଷ୍ଟେସନର ଅନତି ଦୂରରେ ପଡ଼ିଛି ମହିଳାଙ୍କର ଗଳିତ ମୃତଦେହ । ପାରିପାର୍ଶ୍ଵିକ ସ୍ଥିତିରୁ ଏହା ଟ୍ରେନ୍ ଦୁର୍ଘଟଣା ନୁହେଁ ବୋଲି ଅନୁମାନ କରାଯାଉଛି। ଖବର ଅନୁଯାୟୀ, ଖୋର୍ଦ୍ଧା ରେଳ ଡିଭିଜନର କୁହୁଡ଼ି ରେଳ ଷ୍ଟେସନର ଠାରୁ ଦୂରରେ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ମହିଳାଙ୍କ ମୃତଦେହଟି ପଚି ସଢି ନଷ୍ଟ ହେବାକୁ ବସିଲାଣି । ହେଲେ କୁହୁଡି […]

ଅପରାଧ ରାଜ୍ୟ

ପାଳଝଡ଼ି ଡବଲ୍ ମର୍ଡ଼ର ଘଟଣା: ୪ଖଣ୍ଡ ଭୋଟ ପାଇଁ ହତ୍ୟାକାଣ୍ଡ!

ବ୍ରହ୍ମପୁର : ଗତ ପଞ୍ଚାୟତ ନିର୍ବାଚନରେ ସ୍ତ୍ରୀକୁ ସରପଞ୍ଚ ପ୍ରାର୍ଥୀ କରି ୪୦ଲକ୍ଷ ଟଙ୍କା ଖର୍ଚ୍ଚ କଲେ। କିନ୍ତୁ ୪ଟି ଭୋଟରେ ସ୍ତ୍ରୀ ପରାଜୟବରଣ କଲେ। ପ୍ରତିଶୋଧ ପରାୟଣ ହୋଇ ଉଠିଥିଲେ ସ୍ବାମୀ। ଶେଷରେ ଗତ ୨୩ତାରିଖରେ ସେ ନିଜ ଯୋଜନାରେ ସଫଳ ହୋଇଥିଲେ। ଏଇ ହେଉଛି ଦିଗପହଣ୍ଡି ଥାନା ପାଳଝଡ଼ି ଗ୍ରାମରେ ହୋଇଥିବା ଡବଲ୍‌ ମର୍ଡର ଘଟଣା ପଛର କାହାଣୀ ବୋଲି ଆଜି ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ର ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ଏସ୍‌ପିଙ୍କ […]