ଅପରାଧ ରାଜ୍ୟ

ଗଛରେ ଝୁଲୁଛି ଯୁବତୀଙ୍କ ମୃତଦେହ, ଭିଣୋଇ ଘରେ ରହି ପଢୁଥିଲେ ପାଠ

ପାଟଣା ୦୨।୦୫ : ଗଛରେ ଝୁଲୁଛି ଯୁବତୀଙ୍କ ମୃତଦେହ । କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ବେଗନାପଶି ଗାଁରେ ଦେଖିବାକୁ ମିଳିଛି ଏପରି କିଛି ଚିତ୍ର । ମୃତକ କରଞ୍ଜିଆ ଗାଁରେ ମାଳତୀ ମୁଣ୍ଡା ବୋଲି ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ, କରଞ୍ଜିଆ ଗାଁର ମାଳତୀ ମୁଣ୍ଡା ବିନିଦା ଗାଁରେ ଥିବା ନିଜ ଭିଣୋଇ ଘର ରହୁଥିଲେ । ସେଠାରୁ ହିଁ ସେ ଉଦୟପୁର କଲେଜରେ ପାଠ […]

ଅପରାଧ ରାଜନୀତି ରାଜ୍ୟ

ରାଇସମିଲରେ ମାଛ ମଡ଼କ, ଟନ ଟନ ମାଛକୁ ମାଟିରେ ପୋତିଲେ ଘେରି ମାଲିକ

ପାରାଦୀପ ୦୨/୦୫: ପାରାଦୀପ ରାଇସମିଲରେ ମାଛ ମଡ଼କ । ଟନ ଟନ ମାଛକୁ ମାଟିରେ ପୋତିଲେ ଘେରି ମାଲିକ । ପୂର୍ବରୁ ରାଜନୈତିକ ଶତ୍ରୁତାକୁ ନେଇ ଜଣେ ନିର୍ଦ୍ଧିଷ୍ଟ ବ୍ୟକ୍ତି ବିଷ ପକାଇଦେବା କାରଣରୁ ଟନ ଟନ ମାଛ ମାରି ଦେଇଥିବା ନେଇ ଅଭିଯୋଗ ଆଣିଲେ ଘେରି ମାଲିକ ପ୍ରଭାକର ଲେଙ୍କା । ଯାହାକୁ ନେଇ ପାରାଦୀପରେ ମାଛ ମଡ଼କ ହୋଇଥିବା ଚର୍ଚ୍ଚା ହେଉଥିବା ବେଳେ ଘେରି ମାଲିକ ଆଣିଥିବା ସଙ୍ଗୀନ ଅଭିଯୋଗକୁ ନେଇ ପରିସ୍ଥିତି ଭିନ୍ନ […]

ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ

ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ମହିଳାଙ୍କୁ ଦୁର୍ବ୍ୟବହାର, ପୁରୁଷ ଜେଟିପିଙ୍କ ନାଁରେ ଆସିଲା ଅଭିଯୋଗ

ପୁରୀ ୦୨।୦୫ : ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ମହିଳାଙ୍କୁ ଦୁର୍ବ୍ୟବହାର। ଜଣେ ପୁରୁଷ ଜେଟିପି ମହିଳାଙ୍କୁ ଦୁର୍ବ୍ୟବହାର କରୁଥିବା ଦେଖିବାକୁ ମିଳିଛି। ତେବେ ଜଣେ ପୁରୁଷ ସୁରକ୍ଷା କର୍ମୀ ମହିଳାଙ୍କୁ ଏଭଳି ଦୁର୍ବ୍ୟବହାର କରିବା କେତେ ଦୂର ଠିକ୍ ସେନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଖବର ଅନୁଯାୟୀ, ମହିଳାଜଣକ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରୁଥିବା ବେଳେ ସେଠାରେ ସୁରକ୍ଷା ଦାୟିତ୍ବରେ ଥିବା ଜଣେ ଜେଟିପି ତାଙ୍କୁ ମନ୍ଦିର ଭିତରକୁ ଛାଡିନଥିଲେ। କେବଳ ସେତିକି ନୁହେଁ ମହିଳାଙ୍କୁ […]

ଅପରାଧ ରାଜ୍ୟ

ସ୍କୁଟିକୁ ପିଟିଲା ସିମେଣ୍ଟ ବୋଝେଇ ଟ୍ରକ, ଚାଲିଗଲା ଆରୋହୀଙ୍କ ଜୀବନ

କାମାକ୍ଷାନଗର ୦୨।୦୫: ସ୍କୁଟିକୁ ପିଟିଲା ସିମେଣ୍ଟ ବୋଝେଇ ଟ୍ରକ । ଚାଲିଗଲା ସ୍କୁଟି ଆରୋହୀଙ୍କ ଜୀବନ । ଢ଼େଙ୍କାନାଳ ଜିଲ୍ଲା କମାକ୍ଷାନଗର ଥାନା ରେକୁଳା- ମହୁଲପାଳ ରାମିଆଳ ସେତୁରେ ଘଟିଛି ଏହି ଦୁର୍ଘଟଣା । ମୃତକ ମହୁଲପାଳ ଗାଁର ଧିରେନ ପଟ୍ଟନାୟକ ବୋଲି ଜଣାପଡିଛି। ଦୁର୍ଘଟଣାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି। ପୋଲସ ପହଞ୍ଚି ଘଟଣାସ୍ଥଳରେ ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ଖବର ଅନୁଯାୟୀ, ସ୍କୁଟି ଚାଳକ ଧିରେନ ପଟ୍ଟନାୟକ ହାଟରୁ ପରିବା […]

ଅପରାଧ ରାଜ୍ୟ

ଜନ୍ମଦାତା ସାଜିଲା ସୈତାନ, ୩ ଛୁଆଙ୍କୁ କୂଅକୁ ଫିଙ୍ଗି କଲା ହତ୍ୟା

ସୁନ୍ଦରଗଡ଼ ୦୧।୦୫ : ଜନ୍ମଦାତା ସାଜିଲା ସୈତାନ । ନିଜ ଜନ୍ମକଲା ଛୁଆଙ୍କୁ କୂଅରେ ଫିଙ୍ଗିଦେଲା ବାପା । ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଥାନା କୁଲା ଗାଁରେ ଏଭଳି ଅଭାବନୀୟ ଘଟଣା ଘଟଣା । ଖବର ଅନୁଯାୟୀ, ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ କୌଣସି ନା କୌଣସି କାରଣରୁ ଝଗଡ଼ା ଲାଗିରହିଥିଲା । ପ୍ରତିଦିନ ଘରେ ମଧ୍ୟରେ ଅଶାନ୍ତିର ବାତାବରଣ ରହିଥିଲା । ଯାହାର କୁପରିଣତି ଏବେ ଦେଖାଦେଇଛି । ମଦ ପିଇ ଆସି ସ୍ତ୍ରୀଙ୍କ ସହିତ […]

ଅପରାଧ ରାଜ୍ୟ

ନିୟମ ନମାନିବାରୁ ଦଣ୍ଡ, ମୁର୍ଗା ପନିସ୍‌ମେଣ୍ଟ ଦେଲା ପୋଲିସ୍‌

ନୂଆଦିଲ୍ଲୀ ୦୧।୦୫: ପିଲାଦିନେ ସ୍କୁଲ୍‌ରେ ମୁର୍ଗା ପନିସ୍‌ମେଣ୍ଟ ମିଲୁଥିଲା। କିଛି ଭୁଲ୍‌ କଲେ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଆଣ୍ଠୁ ଭିତରେ ହାତ ପୁରାଇ କାନ ଧରି ବୁଲାଉଥିଲେ। ପିଲାଦିନେ ପ୍ରାୟ ଲୋକଙ୍କର ଏହି ଦଣ୍ଡର ଅନୁଭୂତି ଥିବ। କିନ୍ତୁ ବଡ ହେବା ପରେ ବି ଏମିତି ଦଣ୍ଡ ପ୍ରାୟ ମିଳିନଥାଏ। ଏ ଦଣ୍ଡ ପିଲାମାନଙ୍କ ପାଇଁ। କିନ୍ତୁ ନିୟନ ଉଲ୍ଲଙ୍ଘନ କରିବରୁ ଏବେ ବି ଏମିତି କିଛି ଦଣ୍ଡ ଦେଇଛି ପୋଲିସ୍‌। ଲୋକଙ୍କୁ କାନ ଧରାଇ ଗଛ […]

ଅପରାଧ ରାଜ୍ୟ

କିଏ କହୁଛି ସତ ? ପରିବାର ଲୋକ କହିଲେ ହାଜତ ମୃତ୍ୟୁ, ଶ୍ରମିକ ନେତା କହୁଛନ୍ତି ଦୁର୍ଘଟଣା

ଜଗତସିଂହପୁର ୦୧।୦୫ : ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ। ମୃତ ଯୁବକ ହେଲେ ବୃନ୍ଦାବନ କଲୋନୀର ପ୍ରହ୍ଲାଦ ଗେଡିଙ୍କ ପୁଅ ମନୋରଞ୍ଜନ ଗେଡି। ଜଗତସିଂହପୁର ଜିଲ୍ଲା ପାରାଦୀପ ବୃନ୍ଦାବନ କଲୋନୀର ଘଟଣା । ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ଶନିବାର ସନ୍ଧ୍ୟାରେ ଅଠରବାଙ୍କୀ ନିକଟରୁ ସ୍ଥାନୀୟ ଅଭୟଚାନ୍ଦ ପୁର ଥାନା ପୋଲିସ ମନୋରଞ୍ଜନଙ୍କୁ କୌଣସି ଏକ ଅଭିଯୋଗରେ ଗିରଫ କରି ଥାନାକୁ ଆଣିଥିଲା । ପୋଲିସ ପୁଅକୁ ହାଜତରେ ପିଟି ପିଟି ମାରି ଦେଇ ଥିବାର ମୃତକଙ୍କ ତାଙ୍କ […]

ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ

ସିକ୍ୟୁରିଟି ଗାର୍ଡଙ୍କ ରକ୍ତଜୁଡୁ ବୁଡୁ ମୃତଦେହ ଠାବ, କାନ ଓ ମୁହଁରେ ଲାଗିଛି ଆଘାତ

ଭୁବନେଶ୍ୱର ୦୧।୦୫: ରାଜଧାନୀ ଭୁବନେଶ୍ବରରେ ସିକ୍ୟୁରିଟି ଗାର୍ଡଙ୍କୁ ହତ୍ୟା ସନ୍ଦେହ। ଭୁବନେଶ୍ୱର ଅଶୋକ ନଗର ଅଞ୍ଚଳରୁ ଏକ ନିର୍ମାଣାଧୀନ କୋଠାରୁ ସିକ୍ୟୁରିଟି ଗାର୍ଡଙ୍କ ରକ୍ତ ଜୁଡୁବୁଡ଼ୁ ମୃତଦେହ ଉଦ୍ଧାର କରାଯାଇଛି। ଘଟଣା ସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ଏବଂ କ୍ୟାପିଟାଲ ଥାନା ପୋଲିସ ଛାନଭିନ୍ ଆରମ୍ଭ କରିଛି । ତେବେ ମୃତ ସିକ୍ୟୁରିଟି ଗାର୍ଡଙ୍କ ଘର ଯାଜପୁର ଜିଲ୍ଲା ଛଚିନାରେ ବୋଲି ଜଣାପଡିଛି । ସେ ମାସେ ହେଲା ଅଶୋକ ନଗରର ଏହି ନିର୍ମାଣାଧୀନ କୋଠାରେ ସିକ୍ୟୁରିଟି ଗାର୍ଡ […]

ଅପରାଧ ରାଜ୍ୟ

ରକ୍ତକୁ ଚିହ୍ନିଲାନି ପୁଅ, ବାପା-ମାଆଙ୍କୁ ମାଡ ମାରି ଘରୁ ତଡି ଦେଲା

ଭୁବନ ୦୧।୦୫: ରକ୍ତକୁ ଚିହ୍ନିଲାନି ପୁଅ। ବାପା, ମାଆଙ୍କୁ ମାଡ ମାରି ଘରୁ ତଡି ଦେଲା। ପୁଅର ଗୁଣି ଗାରେଡିକୁ ବିରୋଧ କରିବାରୁ ବୃଦ୍ଧା ବାପା ମାଆଙ୍କୁ ମାଡ ମାରି ଘରୁ ତଡି ଦେଲା ପୁଅ। ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ବାରୁଆଁ ( ଖ) ଗାଁରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଖବର ଅନୁଯାୟୀ, ପୁଅ ଘରେ ଗୁଣି ଗାରେଡି କରି ପୂଜାର୍ଚ୍ଚନା କରୁଥିବାରୁ ବୃଦ୍ଧ ବାପା ମାଆ ବିରୋଧ କରିଥିଲେ। ଏଥିରେ ପୁଅ […]

ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ

ମୋବାଇଲ୍‌ ଫାଟି ମହିଳା ଗୁରୁତର, ମେଡିକାଲରେ ଭର୍ତ୍ତି

ଆନନ୍ଦପୁର ୦୧।୦୫ : ମୋବାଇଲ୍‌ ଫାଟି ମହିଳା ଗୁରୁତର । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଥାନା ଓସ୍ତପୁରା ଗାଁର ଘଟଣା । ଗୁରୁତର କାରମି ମାରାଣ୍ଡି ମହିଳାଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରିଛନ୍ତି ପରିବାରଲୋକେ । ଖବର ଅନୁଯାୟୀ, କାରମି ଆଜି ନିଜ ଘରେ କାମରେ ବ୍ୟସ୍ତ ଥିଲେ । ଏହି ସମୟରେ ତାଙ୍କର ଜଣେ ସଂପର୍କୀୟରଙ୍କୁ ଫୋନ କରିବା ପାଇଁ ମୋବାଇଲ୍‌ ଆଣିବାକୁ ଯାଇଥିଲେ । ଠିକ୍‌ ଏହି ସମୟରେ […]