ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ

ମହାନଦୀ ଜଳ ବିବାଦ ମାମଲା, ଟ୍ରିବୁନାଲରେ ଓଡିଶାର ସତ୍ୟପାଠ ଦାଖଲ

ନୂଆଦିଲ୍ଲୀ ୦୧।୦୫: ମହାନଦୀ ଜଳ ବିବାଦ ମାମଲା । ମହାନଦୀ ଜଳ ବିବାଦ ଟ୍ରିବୁନାଲରେ ଓଡିଶାର ସତ୍ୟପାଠ ଦାଖଲ । ପ୍ରଥମ ସାକ୍ଷୀଙ୍କର ସତ୍ୟପାଠ ଦାଖଲ କଲା ଓଡିଶା । ୧୫୦ ପୃଷ୍ଠା ବିଶିଷ୍ଟ ସତ୍ୟପାଠରେ ରହିଛି ମହାନଦୀ ସମ୍ପର୍କିତ ତଥ୍ୟ । ଓଡିଶାର ପ୍ରଥମ ସାକ୍ଷୀ ହେଉଛନ୍ତି କୃଷି ବିଶେଷଜ୍ଞ ଡାକ୍ତର ଦୟାକର ନାୟକ । ଆସନ୍ତା ମେ ୧୪ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣୀ । ଟ୍ରିବ୍ୟୁନାଲର ଅଧ୍ୟକ୍ଷ ବିଚାରପତି ଏ. ଏମ୍‌. ଖାଠିଲକରଙ୍କ […]

ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ

ଘାଟିରେ ଓଲଟିଲା ଗାଡି, କାମ କରିବାକୁ ଯିବାବେଳେ ଘଟିଲା ଅଘଟଣ

କୋରାପୁଟ ୦୧।୦୫ : ଘାଟିରେ ମର୍ମନ୍ତୁଦ ଦୁର୍ଘଚଣା । ଭାରସାମ୍ୟ ହରାଇ ଓଲଟିଲା ପିକଅପ୍‌ ଭ୍ୟାନ୍‌ । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । କୋରାପୁଟ ଜିଲ୍ଲା ପଟାଙ୍ଗି ଥାନା ସିନ୍ଦେଇ ଘାଟିରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଖବର ଅନୁଯାୟୀ, ମାଳିପୁଟ ପଞ୍ଚାୟତର ସିନ୍ଦେଇ ଗାଁରୁ ୫ ଜଣ ଶ୍ରମିକ ଏକ ବୋଲରୋ ପିକଅପ୍ ଗାଡିରେ […]

ଅପରାଧ ରାଜନୀତି ରାଜ୍ୟ

ବନ୍ଧା ହେଲେ ଦେବଗଡ଼ ବିଧାୟକ, ତିଳେଇବଣି ବିଡିଓଙ୍କୁ ମାଡ଼ ପରେ ଆକ୍ସନ

ଦେବଗଡ ୦୧।୦୫ : ବିଧାୟକ ଗିରଫ । ତିଳେଇବଣି ବିଡିଓଙ୍କୁ ମାଡ଼ ଘଟଣା ଦେବଗଡ଼ ବିଧାୟକଙ୍କ ଗିରଫ କରିଛି ପୋଲିସ । ବିଧାୟକ ସୁବାଷ ଚନ୍ଦ୍ର ପାଣିଗ୍ରାହୀ ଭୁବନେଶ୍ବରରୁ ଗିରଫ କଲା ଦେବଗଡ ଆଦର୍ଶ ଥାନା ପୋଲିସ । ଗିରଫ ପରେ ବିଧାୟକଙ୍କୁ ଦେବଗଡ ଆଣୁଛି ପୋଲିସ । ଖବର ଅନୁଯାୟୀ, ଶନିବାର ଦିନ ଦେବଗଡ ଜିଲ୍ଲା ତିଲେଇବଣୀ ବ୍ଲକ ବିଡିଓଙ୍କୁ ଦେବଗଡ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ ମାଡପିଟ କରିଥିବା ଅଭିଯୋଗ ହୋଇଥିଲା । ତିଲେଇବଣୀ […]

ଅପରାଧ ରାଜ୍ୟ

ସିମ୍ କାର୍ଡ ଜାଲିଆତିର ପର୍ଦ୍ଦାଫାସ୍ : ନଗଦ ଟଙ୍କା ସହ ବିପୁଳ ପରିମାଣର ସିମ୍ ଜବତ, ୩ ଗିରଫ

କଟକ ୦୧।୦୫: ରାଜ୍ୟରେ ଚାଲିଥିବା ଏକ ମୋବାଇଲ ସିମ କାର୍ଡ ଜାଲିଆତି ମାମଲାର ପର୍ଦ୍ଦାଫାସ କରିଛି କ୍ରାଇମବ୍ରାଞ୍ଚ। ଏହି ମାମଲାରେ କ୍ରାଇମବ୍ରାଞ୍ଚ ବିପୁଳ ପରିମାଣର ସିମ କାର୍ଡକୁ ଜବତ କରିବା ସହ ତିନି ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରିଛି। ଏ ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ADG ସଂଜୀବ ପଣ୍ଡା । ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ମୋବାଇଲ ସିମ କାର୍ଡ ଜାଲିଆତି ନେଇ କ୍ରାଇମବ୍ରାଞ୍ଚ ନିକଟରେ ଗୁଇନ୍ଦା ସୂଚନା ମିଳିଥିଲା […]

ଅପରାଧ ରାଜ୍ୟ

ଦେଢଲକ୍ଷ ଯୌତୁକ ମିଳିଲାନି ବୋଲି ସ୍ୱାମୀର ବର୍ବରକାଣ୍ଡ, ସମ୍ପର୍କୀୟଙ୍କ ସହ ମିଶି ସ୍ତ୍ରୀକୁ କଲା ଦୁଷ୍କର୍ମ, ଭିଡିଓ ଉତ୍ତୋଳନ କରି ପ୍ଲାଟଫର୍ମରେ କଲା ଅପଲୋଡ

ରାଜସ୍ଥାନ ୩୦/୦୪ : ରାଜସ୍ଥାନ ଭରତପୁରର ସୀମା ଟପିଗଲା ବର୍ବରତା । ଯୌତୁକ ମିଳିଲାନି ବୋଲି ସ୍ୱାମୀ ଘଟାଇଛି ନାରକୀୟ କାଣ୍ଡ । ଜଣେ ବ୍ୟକ୍ତି ନିଜ ସ୍ତ୍ରୀ କରିଥିବା ନିର୍ଯାତନାର ସବୁ ସୀମା ପାର୍ଇ କରିଯାଇଛି । ଶ୍ୱଶୁର ଘର ଦେଢଲକ୍ଷ ଟଙ୍କା ଯୌତୁକ ଦେଲେନି ବୋଲି ସମ୍ପର୍କୀୟଙ୍କ ସହ ମିଶି ସାମୂହିକ ଦୁଷ୍କର୍ମ କରିଛି । ସେତିକିରେ ସରିନଥିଲା କଥା । ଏହି ଘଟଣାରେ ଭିଡିଓ କରି ସୋସିଆଲ ମିଡିଆରେ ଅପଲୋଡ କରିଦେଇଥିବା ଅଭିଯୋଗ […]

ଅପରାଧ ରାଜ୍ୟ

ବେଆଇନ ଗୋରୁ ଚାଲାଣ ହେଉଥିଲା, ମାଡିବସିଲା ପୋଲିସ: ୩୦ ରୁ ଅଧିକ ଗୋରୁ ସହ ୫ ପିକ୍ଅପ୍ ଭ୍ୟାନ ଜବତ

ଆନନ୍ଦପୁର ୩୦/୦୪ : ବେଆଇନ ଗୋରୁ ଚାଲାଣ ବେଳେ ୩୦ରୁ ଉର୍ଦ୍ଧ୍ୱ ଗୋରୁ ଏବଂ ୫ ପିକ୍ଅପ ଭ୍ୟାନ ଜବତ ସହ ୧୧ ଗୋରୁ ବେପାରୀ ଅଟକ । ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ । ଯଶୀପୁରକୁ ବେଆଇନ ଗୋରୁ ଚାଲାଣ ହେଉଥିବା ଖବର ପାଇ ରାମଚନ୍ଦ୍ରପୁର ଥାନାରେ ନୂତନ ଭାବେ ନିଯୁକ୍ତ ହୋଇଥିବା ଆଇପିଏସ୍ ଅଫିସର ୟସ ପ୍ରତାପ ସିମଲ ହସନପୁର ଟୋଲଗେଟ ନିକଟରେ ଚଢ଼ାଉ କରିଥିଲେ । ଅନେକ […]

ଅପରାଧ ରାଜ୍ୟ

ନିଆଁ ଲାଗି ଜଳିଗଲା ଦୁଇ ବଖରା ଘର, ପୋଡି ପାଉଁଶ ହୋଇଗଲା ଅନେକ ଆସବାବପତ୍ର

ପାଟଣା ୩୦।୦୪ : ନିଆଁ ଲାଗି ଜଳିଗଲା ଦୁଇ ବଖରା ଘର । ଜଳିପୋଡି ପାଉଁଶ ହୋଇଗଲା ଆସବାବପତ୍ର । କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଖାଜିରାପଟ ପଞ୍ଚାୟଚ ରାମଚନ୍ଦ୍ରପୁର ଗାଁରେ ଘଟିଛି ଏହି ଘଟଣା । ଖବର ଅନୁଯାୟୀ, ରାମଚନ୍ଦ୍ରପୁର ଗାଁରେ ମାନଗୋବିନ୍ଦ ମହାନ୍ତିଙ୍କ ଘରେ ହଠାତ୍‌ ନିଆଁ ଲାଗିଯାଇଥିଲା । ଯାହାଫଳରେ ଘରେ ଥିବା ଆସବାବପତ୍ର ସମେତ ଟିଭି, ଫ୍ରିଜ, ସୋଫା ସେଟ୍‌, ଜଳିପୋଡି ପାଉଁଶ ହୋଇଯାଇଛି । ଏପିରିକି ଅନେକ କାଗଜପତ୍ର ମଧ୍ୟ […]

ଖେଳ ଦେଶ ବିଦେଶ

ସନ୍ଧ୍ୟାରେ ରୟାଲ୍ସ ବନାମ ଟାଇଟନ୍ସ : ବିଜୟଧାରାକୁ ଫେରିବା ଲକ୍ଷ୍ୟରେ ଟିମ୍ ହାର୍ଦ୍ଦିକ

ମୁମ୍ବାଇ,୧୪/୦୪: ଆଇପିଏଲ୍‌ର ୨୪ତମ ଲିଗ୍‌ ମ୍ୟାଚ୍‌ରେ ମୁହାଁମୁହିଁ ହେବେ ରାଜସ୍ଥାନ ରୟାଲ୍ସ ଓ ଗୁଜରାଟ ଟାଇଟନ୍ସ । ସିଜନ ଆରମ୍ଭରୁ ଉଭୟ ଦଳର ପ୍ରଦର୍ଶନ ଆକର୍ଷଣୀୟ ରହିଛି । ରୟାଲ୍ସ ଦଳ ୪ମ୍ୟାଚ୍‌ରୁ ୩ ବିଜୟ ସହ ମୋଟ୍‌ ୬ ପଏଣ୍ଟ ହାସଲ କରିଛି । ପଏଣ୍ଟ ତାଲିକାରେ ରାଜସ୍ଥାନ ରୟାଲ୍ସ ଶୀର୍ଷରେ ରହିଛି । ଟାଇଟନ୍ସ ୪ଟି ମ୍ୟାଚ୍‌ ଖେଳି ୩ ବିଜୟ ସହ ୬ ପଏଣ୍ଟ ହାସଲ କରିଛି । ଟାଇଟନ୍ସ ଚତୁର୍ଥ ସ୍ଥାନରେ […]

ଖେଳ ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ରିକଜୋଭିକ୍‌ ଓପନ ଚେସ ଚାମ୍ପିଅନ ପ୍ରଜ୍ଞାନନ୍ଦା : ଗ୍ରାଣ୍ଡ ମାଷ୍ଟର ଡି ଗୁକେଶଙ୍କୁ ଦେଲେ ମାତ୍

ନୂଆଦିଲ୍ଲୀ,୧୪/୦୪: ଆଇସଲ୍ୟାଣ୍ଡର ରିକଜୋଭିକରେ ଅନୁଷ୍ଠିତ ରିକଜୋଭିକ୍‌ ଓପନ ଚେସ ଟୁର୍ଣ୍ଣାମେଣ୍ଟରେ ଭାରତର ଚର୍ଚ୍ଚିତ ଯୁବ ଗ୍ରାଣ୍ଡମାଷ୍ଟର ଆର ପ୍ରଜ୍ଞାନନ୍ଦା ଚାମ୍ପିଅନ୍‌ ଆଖ୍ୟା ଅର୍ଜନ କରିଛନ୍ତି । ୯ରାଉଣ୍ଡ ବିଶିଷ୍ଟ ଏହି ଟୁର୍ଣ୍ଣାମେଣ୍ଟରେ ପ୍ରଜ୍ଞାନନ୍ଦା ମୋଟ୍‌ ୭.୫ ପଏଣ୍ଟ ହାସଲ କରିଥିଲେ । ଚୂଡ଼ାନ୍ତ ରାଉଣ୍ଡରେ ସେ ଗ୍ରାଣ୍ଡ ମାଷ୍ଟର ଡି ଗୁକେଶଙ୍କୁ ପରାସ୍ତ କରିଥିଲେ । ପ୍ରଜ୍ଞାନନ୍ଦାଙ୍କୁ ହରାଇବା ପ୍ରତିପକ୍ଷ ଖେଳାଳିଙ୍କ ପକ୍ଷରେ ଅସମ୍ଭବ ସାବ୍ୟସ୍ତ ହୋଇଥିଲା । ସେ ମୋଟ୍‌ ୬ଟି ମ୍ୟାଚ୍‌ ଜିତିଥିଲେ ଓ […]

ଖେଳ ଦେଶ ବିଦେଶ

ବ୍ୟାନ୍‌ ହେବେ କି ରୋହିତ ଶର୍ମା ? ଆଉ ଗୋଟିଏ ଭୁଲ୍‌ ପଡିପାରେ ମହଙ୍ଗା

ମୁମ୍ୱାଇ ୧୪/୦୪: ଆଇପିଏଲ୍ ୨୦୨୨ରେ ଏପର୍ଯ୍ୟନ୍ତ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଏକ ନିରାଶାଜନକ ପ୍ରଦର୍ଶନ ଦେଇଛି । ଯାହାକି ଫ୍ୟାନ୍ସ ମହଲରେ ବେଶ୍ ନିରାଶା ଭାବ ସୃଷ୍ଟି କରିଛି । ସିଜନ ୧୫ରେ ୫ ଟି ମ୍ୟାଚ୍ ଖେଳିଥିବା MI, ଏଯାଏଁ ଗୋଟିଏ ହେଲେ ବିଜୟ ପାଇନି । ବୁଧବାର ମ୍ୟାଚ୍‌ରେ ପଞ୍ଜାବ କିଙ୍ଗ୍ସଙ୍କ ହାତରେ ଦଳ ୧୨ ରନ୍‌ର ପରାଜୟ ବରଣ କରିଛି । ଏହି ସିଜନରେ ମୁମ୍ବାଇର କ୍ରମାଗତ ପଞ୍ଚମ ପରାଜୟ । ତେବେ […]