ପୂର୍ବତଟ ରେଳପଥରେ ରେଳ ଷ୍ଟେସନ ବିକାଶ ଏମିତି: ଆବଣ୍ଟିତ ଅର୍ଥ ଖର୍ଚ୍ଚ ହେଉନି
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ଭୁବନେଶ୍ବର : କେନ୍ଦ୍ର ରେଳ ମନ୍ତ୍ରଣାଳୟ ପକ୍ଷରୁ ଅମୃତ ଭାରତ ଷ୍ଟେସନ ଯୋଜନାରେ ପୂର୍ବତଟ ରେଳପଥକୁ ଯେତିକି ଅର୍ଥ ଆବଣ୍ଟନ ହେଉଛି, ତାହା ଖର୍ଚ୍ଚ ହେଉ ନାହିଁ। ୨୦୨୧-୨୨ ଆର୍ଥିକ ବର୍ଷରେ ପୂର୍ବତଟ ରେଳପଥ ଅଧୀନ ଷ୍ଟେସନଗୁଡ଼ିକର ଉନ୍ନତୀକରଣ ଲାଗି ୮୯.୦୩ […]









