ଗର୍ଭବତୀ ହେଲେ ଦୁଇ ମହିଳା କଏଦୀ, ଜେଲ୍ କର୍ତ୍ତୃପକ୍ଷଙ୍କ ଚିନ୍ତା ବଢିଲା
ନୂଆଦିଲ୍ଲୀ: ଜେଲ୍ରେ ସଜା କାଟୁଥିବା ଦୁଇ ମହିଳା ଗର୍ଭବତୀ ହୋଇଛନ୍ତି। ଆଉ ଏହି ମହିଳାଙ୍କୁ ଗର୍ଭବତୀ କରିଛନ୍ତି ଜଣେ କିନ୍ନର କଏଦୀ। ମାମଲା ସାମ୍ନାକୁ ଆସିବା ପରେ କିନ୍ନରଙ୍କୁ ମହିଳା ଜେଲ୍ରୁ ହଟାଇ ପୁରୁଷ ଜେଲ୍କୁ ସ୍ଥାନାନ୍ତର କରାଯାଇଛି। ଏବେ ଉକ୍ତ କିନ୍ନର କଏଦୀ ନୂତନ ଜେଲ୍ରେ ତାଙ୍କ ପ୍ରତି ଯୌନ ନିର୍ଯ୍ୟାତନା ହେଉଥିବା ଅଭିଯୋଗ କରିଛନ୍ତି। ଏହି ଘଟଣା ଜେଲ୍ରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ମାମଲା ଜେଲ୍ କର୍ତ୍ତୃପକ୍ଷଙ୍କ ଚିନ୍ତା ବଢାଇ ଦେଇଛି। ଏହି ମାମଲା […]