ଧଳାଜହର ହବ୍ ପାଲଟିଛି ଶ୍ରୀକ୍ଷେତ୍ର, ଦ୍ୱିନ ଦ୍ୱିପ୍ରହରରେ ବେଧଡକ ବିକ୍ରି ହେଉଛି ବ୍ରାଉନସୁଗର
ପୁରୀ ୨୦/୦୭: ଧଳାଜହର ବ୍ୟବସାୟୀଙ୍କ ହବ୍ ପାଲଟିଛି ଶ୍ରୀକ୍ଷେତ୍ର। ଦିନ ଦ୍ବିପ୍ରହରରେ ବିକ୍ରି ହେଉଛି ଲକ୍ଷ ଲକ୍ଷ ଟଙ୍କାର ବ୍ରାଉନ ସୁଗାର । ପୁରୀ ବାସେଳୀ ସାହି ଥାନା ମିଶ୍ର ନୋଳିଆ ସାହିରେ କିଛି ଅସାଧୁ ବ୍ୟକ୍ତି ନିଜ ଘରେ ଏହି ବ୍ୟବସାୟ କରୁଛନ୍ତି । ପ୍ରତିଦିନ ସେଠାରେ ନିଶାଡିଙ୍କ ଭିଡ ଜମୁଥିବା ଦେଖିବାକୁ ମିଳିଛି। ନିଶାଡି ମାନେ ହାତରେ ପୁଳା ପୁଳା ଟଙ୍କା ଧରି ଘର ଭିତରକୁ ବଢାଉଛନ୍ତି । ଏହା ପରେ ଘର ଭିତରୁ […]