ପତ୍ନୀ ସେୟାର କଲେ ଏମିତି ଭିଡିଓ, ୭୦୦ କିମି ଦୂରରୁ ଆସି ହତ୍ୟା କଲେ ସ୍ୱାମୀ
ନୂଆଦିଲ୍ଲୀ ୨୭/୦୭; ବିବାହ ଭିଡିଓ ସେୟାର କଲେ ମହିଳା। ୭୦୦ କିଲୋମିଟର ଦୂରରୁ ଆସି ପତ୍ନୀ ଙ୍କୁ ହତ୍ୟା କଲେ ସ୍ବାମୀ। ଘଟଣାଟି ଘଟିଛି ଆମେରିକାର ଇଲିନୋଇସ୍ ଷ୍ଟେଟ୍ରେ । ପାକିସ୍ତାନୀ ମୂଳ ବାସିନ୍ଦା ୨୯ ବର୍ଷର ସାନିଆ ଖାନଙ୍କୁ ହତ୍ୟା କରିଛନ୍ତି ସ୍ବାମୀ ରାହିଲ ଅହମ୍ମଦ। ସାନିଆ ଜଣେ ଟିକଟକର ଏବଂ ବୃତ୍ତି ଅନୁଯାୟୀ ଫଟୋଗ୍ରାଫର ଥିଲେ । ବର୍ଷେ ହେବ ପାରିବାରିକ ସମସ୍ୟା ନେଇ ସେ ବିବାହ ବିଚ୍ଛେଦ କରିଥିଲେ। ସ୍ୱାମୀ ରାହୁଲ ଅହମ୍ମଦ […]