ICC ରାଙ୍କିଂରେ ପାକିସ୍ତାନ କ୍ୟାପ୍ଟେନଙ୍କ ସଫଳତା: ଟେଷ୍ଟରେ ନମ୍ବର ୩ରେ ବାବର ଆଜମ
ମୁମ୍ବାଇ: ICC ରାଙ୍କିଂରେ ପାକିସ୍ତାନୀ କ୍ରିକେଟର ବାବର ଆଜମଙ୍କର କମାଲ। କ୍ରିକେଟର ତିନୋଟି ଯାକ ଫର୍ମାଟ୍ରେ ଟପ୍ ୩ ଭିତରେ ରହିଚି ତାଙ୍କ ନାଁ। ବିଶ୍ୱ କ୍ରିକେଟର ସେ ଜଣିଏ ମାତ୍ର ବ୍ୟାଟର ଭାବେ ତିନୋଟିଯାକ ଫର୍ମାଟ୍ର ଟପ୍ ୩ ଭିତରେ ରହିଛନ୍ତି ବାବର। ପୂର୍ବରୁ ଟି-୨୦ ଓ ଦିନିକିଆରେ ସେ ୧ ନମ୍ବର ସ୍ଥାନରେ ଥିବା ବେଳେ ଆଜି ଟେଷ୍ଟରେ ମଧ୍ୟ ୩ ନମ୍ବର ସ୍ଥାନକୁ ଉତ୍ତୀର୍ଣ୍ଣ ହୋଇଛନ୍ତି। ବୁଧବାର ଜୁଲାଇ ୨୭ ତାରିଖ ICC […]