ରାଜ୍ୟଗୋଷ୍ଠୀ କ୍ରୀଡାରୁ ନୀରଜ ଚୋପ୍ରା ବାଦ୍, ଭାରତ ହରାଇବ ନିଶ୍ଚିତ ସ୍ୱର୍ଣ୍ଣ ପଦକ !
ନୂଆଦିଲ୍ଲୀ ୨୬/୦୭: ଭାରତକୁ ଝଟକା । ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ ଆରମ୍ଭ ହେବାର ଠିକ୍ ପୂର୍ବରୁ ଭାରତକୁ ବଡ ଝଟକା ଲାଗିଛି। ଟୋକିଓ ଅଲମ୍ପିକରେ ସ୍ୱର୍ଣ୍ଣ ପଦକ ଜିତିଥିବା ଜାଭେଲିନ୍ ଥ୍ରୋ ଖେଳାଳି ତଥା ସୁନା ପୁଅ ନୀରଜ ଚୋପ୍ରା କମନଓ୍ବେଲଥ୍ ଗେମ୍ସରୁ ଓହରି ଯାଇଛନ୍ତି। ଆହତ ଜନିତ କାରଣରୁ ସେ ଏହି ଟୁର୍ଣ୍ଣାମେଣ୍ଟରୁ ଓହରିଥିବା ସୂଚନା ମିଳିଛି । ତେବେ କିଛି ଦିନ ପୂର୍ବରୁ ଓ୍ବାର୍ଲ୍ଡ ଆଥଲେଟିକ୍ଦରେ ରୌପ୍ୟ ପଦକ ଜିତିଥିଲେ ନୀରଜ । ଏବେ […]