ଏସ୍ଟିଏଫ୍ର ଆକ୍ସନ : ବାଜ୍ୟାପ୍ତି ହେଲା ନିଶା ବେପାରୀଙ୍କ ସମ୍ପତ୍ତି, ରହିଛି ୫ କୋଠା- ୮ଟି ଜମି
ଭୁବନେଶ୍ୱର ୨୮।୦୭ : ନିଶା ବେପାରୀଙ୍କ ସମ୍ପତ୍ତି ବାଜ୍ୟାପ୍ତି । ବନମାଳୀ ପ୍ରଧାନ ଓ ଅରୁଣ ପ୍ରଧାନଙ୍କ ୩ କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତି କଲା ଏସଟିଏଫ । ଜବତ ହୋଇଥିବା ସମ୍ପତ୍ତି ଭିତରେ ରହିଛି ୫ ଟି କୋଠା , ୮ ଟି ଜମି , ୧୯ଟି ବ୍ୟାଙ୍କ ଆକାଉଣ୍ଟରେ ଥିବା ଟଙ୍କା ଦୁଇଟି ଦାମୀ କାର ଓ ଲକରରୁ ମିଳିଥିବା ୫୯୫ ଗ୍ରାମ ସୁନା ଅଳଙ୍କାର ବାଜ୍ୟାପ୍ତି କରିଛି ଏସ ଟି ଏଫ । […]