ବିପଦପୂର୍ଣ୍ଣ ସାଜିଛି ପୁରୀ-ଭୁବନେଶ୍ୱର ରାସ୍ତାରେ ବସଯାତ୍ରା: କେହି ମାନୁନାହାନ୍ତି ନିୟମ, ପ୍ରତିଯୋଗିତା ନେଉଛି ଯାତ୍ରୀଙ୍କ ମୁଣ୍ଡ
ପୁରୀ : ବିପଦପୂର୍ଣ୍ଣ ସାଜିଛି ପୁରୀ-ଭୁବନେଶ୍ବର ରାସ୍ତାରେ ବସଯାତ୍ରା। ପ୍ରତି ମୁହୂର୍ତ୍ତରେ ରହୁଛି ଜୀବନ ପ୍ରତି ବିପଦ। ଲଗାତର କିଛି ମାସ ଧରି ପୁରୀ-ଭୁବନେଶ୍ବର ଜାତୀୟ ରାଜପଥରେ ବସ ଦୁର୍ଘଟଣାର ଶିକାର ହେବା ଓ ଏଥିରେ ଯାତ୍ରୀଙ୍କ ମୃତାହତ ହେବା, ଯାତ୍ରୀଙ୍କ ମନରେ ଏଭଳି କିଛି ଭୟ ସଂଚାର କରିଛି। ସେପଟେ ବିଭିନ୍ନ ଷ୍ଟପେଜ୍ରୁ ଯାତ୍ରୀଙ୍କୁ ଉଠାଇବା ପାଇଁ ବସ୍ଗୁଡ଼ିକ ଭିତରେ ପ୍ରତିଯୋଗିତା ଅଦିନରେ ଯାତ୍ରୀଙ୍କ ମୁଣ୍ଡ ଗଡ଼ାଉଛି ବୋଲି ଯାତ୍ରୀମାନେ ସିଧାସଳଖ ଅଭିଯୋଗ କରିଛନ୍ତି। ଏହା […]