ଦେଶ ବିଦେଶ ମନୋରଞ୍ଜନ

ଫିଲ୍ମ ବୟକଟ୍ ପରେ ଅମୀର ଖାନ୍‌ଙ୍କ ବିରୋଧରେ ଥାନାରେ ମାମଲା ରୁଜୁ

ମୁମ୍ବାଇ: ଲୋକପ୍ରିୟ ଅଭିନେତା ଅମୀର ଖାନ୍‌ଙ୍କୁ ହିନ୍ଦୁ ବିଦ୍ୱେଶୀ ଭାବରେ ଆଖ୍ୟାୟିତ କରି ତାଙ୍କ ଫିଲ୍ମ ଲାଲ ସିଂହ ଚଡ୍ଡାକୁ ବୟକଟ କରିବା ପାଇଁ ନାରା ଲଗାଇଛନ୍ତି କିଛି ଗୋଷ୍ଠୀ। ସୋସିଆଓଲ୍ ମିଡିଆରେ ଲାଲ୍ ସିଂହ ଚଡ୍ଡା ବୟକଟ ଟ୍ରେଣ୍ଡ କରୁଛି। ହେଲେ ଏହି ବିରୋଧ ଭିତରେ କିନ୍ତୁ ଭଲ ଆୟ କରୁଛି ଅମୀରଙ୍କ ଫିଲ୍ମ ଲାଲ୍‌ ସିଂହ ଚଡ୍ଡା। କିଛି ଲୋକ ଫିଲ୍ମ ଦେଖି ପ୍ରଶଂସା କରୁଥିବା ବେଳେ କିଛି ନାପନ୍ଦ କରୁଛନ୍ତି। ତେବେ ଏସବୁ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ରାଜଧାନୀକୁ ଘାରିଲା କରୋନା ଚିନ୍ତା: ଧୀରେ ଧୀରେ ପୁଣି ଘାତକ ହେଲାଣି ମହାମାରୀ; ଆଜି ପୁଣି ବଢ଼ିଲା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ଦିଲ୍ଲୀରେ ଧୀରେ ଧୀରେ ଘାତ ହେଲାଣି କରୋନା। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ମୃତ୍ୟୁ ସଂଖ୍ୟା ବି ଭୟଙ୍କର ରୂପ ନେବାକୁ ବସିଲାଣି। ଗତ ୨୪ ଘଣ୍ଟାରେ ଦିଲ୍ଲୀରେ ୧୦ ଜଣ କରୋନା ରୋଗୀଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସ୍ୱାସ୍ଥ୍ୟ ବିଭାଗ ଦେଇଥିବା ସୂଚନା ଅନୁସାରେ, ଦିନକରେ ଦିଲ୍ଲୀରେ ୨,୧୩୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୦ ଜଣଙ୍କର ଜୀବନ ଯାଇଛି। ନୂଆ ଆକ୍ରାନ୍ତଙ୍କ ମିଶାଇ ଦେଶରେ କରୋନା ସକ୍ରିୟ […]

ଅପରାଧ ଦେଶ ବିଦେଶ

ପାରିବାରିକ ବିବାଦରୁ ଭୟଙ୍କର ଅଘଟଣ : ୧୧ ଜଣଙ୍କୁ ଗୁଳିକରି ହତ୍ୟା କଲା ଯୁବକ

ନୂଆଦିଲ୍ଲୀ, ୧୩|୦୮: ପାରିବାରିକ ବିବାଦରୁ ଭୟଙ୍କର ଅଘଟଣ । ୟୁରୋପର ମୋଣ୍ଟେନେଗ୍ରୋରେ ପାରିବାରିକ ବିବାଦରୁ ଗୁଳିକାଣ୍ଡ ଘଟିଛି । କଳହରେ ଅଧୈର୍ଯ୍ୟ ହୋଇ ଜଣେ ଯୁବକ ମନଇଚ୍ଛା ଗୁଳିମାଡ କରିଥିଲେ । ଯେଉଁଥିରେ ୧୧ଜଣଙ୍କ ମୃତ୍ୟୁ ହୋଇଛି । ଏହାସହ ଅନେକ ଆହତ ହୋଇଛନ୍ତି । ଆରଟିସିଜି ଟିଭି ଅନୁସାରେ, ଅଭିଯୁକ୍ତ ଘର ଗଳିରେ ଶିଶୁଙ୍କ ସମେତ ଅନ୍ୟମାନଙ୍କୁ ଗୁଳି ଚଳାଇଥିଲା । ଯେଉଁଥିରେ ଅନେକ ମୃତାହତ ହୋଇଥିଲେ । କଣ ପାଇଁ ପରିବାର ବିବାଦ ପୋଲିସର […]

ଅପରାଧ ଦେଶ ବିଦେଶ

ରସଦିଙ୍କୁ ଆକ୍ରମଣ ଘଟଣା : ମିଳିଲା ଆତତାୟୀର ପରିଚୟ, ନଷ୍ଟ ହୋଇପାରେ ଲେଖକଙ୍କ ଆଖି

ନୂଆଦିଲ୍ଲୀ, ୧୩|୦୮:ଭାରତୀୟ ବଂଶୋଦ୍ଭବ ତଥା ବ୍ରିଟିଶ-ଆମେରିକୀୟ ଲେଖକ ସଲମାନ ରସଦିଙ୍କୁ ପଶ୍ଚିମ ନ୍ୟୁୟର୍କରେ ମରଣାନ୍ତକ ଆକ୍ରମଣ ହୋଇଛି। ଶୁକ୍ରବାର ସକାଳ ୧୧ଟା ବେଳେ ବୁକର୍ ପୁରସ୍କାର ଜିତିଥିବା ରୁସଦି ନ୍ୟୁୟର୍କର ଚୌତୌକ୍ବା ଇନଷ୍ଟିଚ୍ୟୁଟରେ ଭାଷଣ ଦେଉଥିଲେ । ଏତିକି ବେଳେ ଜଣେ ବ୍ୟକ୍ତି ମଞ୍ଚରେ ଚଢ଼ି ତାଙ୍କୁ ଛୁରି ଭୁସିଥିଲା। ସଲମାନ ରସଦି ଏବଂ ତାଙ୍କ ସାକ୍ଷାତକାର ନେଉଥିବା ବ୍ୟକ୍ତିଙ୍କୁ ଚାକୁରେ ଆକ୍ରମଣ କରିଥିଲା। ଏଥିରେ ରସଦିଙ୍କ ବେକରେ ଗଭୀର ଆଘାତ ଲାଗିଥିଲା । ତେବେ ତାଙ୍କୁ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଦେଶରେ ଉପରତଳ କରୋନା ଗ୍ରାଫ୍, ୨୪ ଘଣ୍ଟାରେ ବାହାରିଲେ ୧୫୮୧୫ କରୋନା ପଜିଟିଭ୍

ନୂଆଦିଲ୍ଲୀ, ୧୩|୦୮: ଉପରତଳ କରୋନା ଗ୍ରାଫ୍। ଦେଶରେ ମାମଲା ସାମୟିକ କମିଲା ପରେ ପୁଣି ବଢିବା ଆରମ୍ଭ କରିଛି। ଏବେ କରୋନା ସଂକ୍ରମଣ ବଢିଛି। ମୃତ୍ୟୁସଂଖ୍ୟାରେ ବି ଲାଗୁନି ବ୍ରେକ୍ । ୪ ଲକ୍ଷ ଟ୍ରେଣ୍ଡ୍ ପରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ଓ ଏବେ ୧୫ ହଜାର ଟପିଛି । ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୫୦୦୦ରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ, […]

ଅପରାଧ ଦେଶ ବିଦେଶ

ରେଳ ଧାରଣାରୁ ମିଳିଲା ମନ୍ତ୍ରୀଙ୍କ ଭଣଜାଙ୍କ ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?

ନୂଆଦିଲ୍ଲୀ, ୧୩|୦୮: ରେଳ ଧାରଣାରୁ ମିଳିଲା ମନ୍ତ୍ରୀଙ୍କ ଭଣଜାର ମୃତଦେହ । ଏପରି ଘଟଣା ସାମ୍ନାକୁ ଆସିଛି ଛତିଶଗଡରେ । ଏଠାକର ମନ୍ତ୍ରୀ ଟିଏସ ସିଂହଦେବଙ୍କ ଭଣଜାରଙ୍କ ମୃତଦେହ ଏକ ରେଳ ଲାଇନରୁ ଉଦ୍ଧାର ହୋଇଛି । ସୂଚନାନୁସାରେ, ମନ୍ତୀଙ୍କ ଭଣଜା ବୀରଭଦ୍ର ପ୍ରତାପ ସିଂ ଓରଫ ସଚିନ କେଉଁ ଆଡେ ନିଖୋଜ ହୋଇଯାଇଥିଲେ । ବହୁ ଖୋଜାଖୋଜି ପରେ ପୋଲିସକୁ ସୂଚନା ଦିଆଯାଇଥିଲା । ତେବେ ସଚିନଙ୍କ ମୃତଦେହ ବିଳାସପୁରର ବେଲଗହନା ଷ୍ଟେସନ ନିକଟ ରେଳଧାରଣରେ […]

ଅପରାଧ ରାଜ୍ୟ

ଷଣ୍ଢ ସହ ବାଇକ୍‌ର ଧକ୍କା, ଦୁର୍ଘଟଣାରେ ଚାଲିଗଲା କନିଷ୍ଠ ଯନ୍ତ୍ରୀଙ୍କ ଜୀବନ

ଆନନ୍ଦପୁର ୧୩।୦୮: ସଡ଼କ ଦୁର୍ଘଟଣାରେ ଗ୍ରାମ୍ୟ ଉନ୍ନୟମ ବିଭାଗର କନିଷ୍ଠ ଯନ୍ତ୍ରୀ ମୃତ । କେନ୍ଦୁଝର ଜିଲ୍ଲା ଘଷିପୁର ଥାନା ନାରଙ୍ଗପୁର ଛକ ନିକଟରେ ଏଭଳି ଦୁର୍ଘଟଣା ଘଟିଛି । ମୃତ କନିଷ୍ଠ ଯନ୍ତ୍ରୀଙ୍କ ନାମ ରାମଚନ୍ଦ୍ର ମାରାଣ୍ଡି ବୋଲି ଜଣାପଡିଛି । ଖବର ଅନୁଯାୟୀ, ରାମଚନ୍ଦ୍ର ବାଇକ ଯୋଗେ ନିଜ ଘର ହରିଚନ୍ଦପୁର ବ୍ଲକ ଟାଙ୍ଗିରିଆପାଳ ଅଞ୍ଚଳରୁ ଫେରୁଥିଲେ । ଠିକ ଏହି ସମୟରେ ଏକ ଷଣ୍ଢ ସହିତ ତାଙ୍କ ବାଇକ୍‌ର ଧକ୍କା ହୋଇଥିଲା । […]

ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ସରିଲା ଜେଇଇ ଆଡଭାନ୍ସଡ୍‌ ଆବେଦନ, ୨୮ରେ ପରୀକ୍ଷା

ଭୁବନେଶ୍ୱର ୧୩।୦୮: ଦେଶର ବିଭିନ୍ନ ଇଣ୍ଡିଆନ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି(ଆଇଆଇଟି)ରେ ନାମଲେଖା ପାଇଁ ଜେଇଇ ଆଡଭାନ୍ସଡ୍‌ ଅଗଷ୍ଟ ୨୮ ତାରିଖରେ ହେବ । ଏଥିପାଇଁ ଶୁକ୍ରବାର ଆବେଦନ ପ୍ରକ୍ରିୟା ସରିଛି । ଶନିବାର ରାତି ୮ଟା ସୁଦ୍ଧା ଛାତ୍ରଛାତ୍ରୀମାନେ ଫି’ ଦାଖଲ କରିବେ । ତେବେ ସେପ୍ଟେମ୍ୱର ୩ରେ ପ୍ରବେଶିକା ଉତ୍ତର ସାରଣୀ ପ୍ରକାଶ ପାଇବାକୁ ଥିବା ବେଳେ ୧୧ ତାରିଖରେ ଜେଇଇ ଆଡଭାନ୍ସଡ୍‌ ରେଜଲ୍ଟ ପ୍ରକାଶ ପାଇବ । ପ୍ରବେଶିକା ପରୀକ୍ଷା ୨୮ ତାରିଖ ଦିନ […]

ଅପରାଧ ରାଜ୍ୟ

ବାଙ୍ଗର ଜେଲରେ କଏଦୀ ଆତ୍ମହତ୍ୟା ଘଟଣା, ପୁଅକୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଲେ ପରିବାର

ପୁରୀ ୧୩/୦୮: ପୁରୀ ବ୍ରହ୍ମଗିରି ବାଙ୍ଗର ଜେଲରେ କଏଦୀ ବିଶ୍ବନାଥର ଆତ୍ମହତ୍ୟାକୁ ନେଇ ହସ୍ପିଟାଲରେ ଉତ୍ତେଜନା । ଜେଲ୍ ଭିତରେ ପୁଅକୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦିଆଯାଇଥିବା ଅଭିଯୋଗ କରିଛନ୍ତି ମୃତ ବିଶ୍ବନାଥଙ୍କ ମାଆ । ତେବେ ମୃତଦେହ ବ୍ୟବଚ୍ଛେଦ ପାଇଁ ସଦର ମୁଖ୍ୟ ଚିକିତ୍ସାଳୟରେ ମୃତଦେହ ଭର୍ତ୍ତି କରାଯାଇଥିବା ବେଳେ ପରିବାର ଲୋକେ ସେଠାରେ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି କରିଥିଲେ। ମୃତଦେହକୁ ହସ୍ପିଟାଲ ଆଉଟଡୋରରେ ରଖି ପରିବାର ଲୋକେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ […]

ଅପରାଧ ରାଜ୍ୟ

ନିଶାନିବାରଣ କେନ୍ଦ୍ରର ଫିଟୁଛି ଗୁମର: ଆଉ ଏକ ମାଡ଼ ଭିଡିଓ ଭାଇରାଲ୍‌, ଅନ୍ତେବାସୀ ଘରକୁ ଯିବା ପରେ ସିଲ୍ ହେବ କେନ୍ଦ୍ର

ବାରିପଦା: ବାରିପଦା ସହର କାଳିକାନଗରସ୍ଥିତ ପ୍ରତିଜ୍ଞା ନିଶା ନିବାରଣ କେନ୍ଦ୍ର ଭିତରେ ଚାଲିଥିବା ବେଆଇନ କାର୍ଯ୍ୟର ଗୁମର ଫିଟୁଛି। ଏଠାରେ ନିଶାସକ୍ତମାନଙ୍କୁ କୁଅଭ୍ୟାସରୁ ଦୂରେଇବା ପାଇଁ ଭରସାରେ ଛାଡ଼ିଥିଲେ ପରିବାର ଲୋକ। ଏଥିପାଇଁ ମାସକୁ ମାସ ଟଙ୍କା ଗଣୁଥିଲେ। ହେଲେ କେନ୍ଦ୍ର ପରିଚାଳକ ଅବନୀ ପତି ଓ ତାଙ୍କର ସହଯୋଗୀମାନେ ଅନ୍ତେବାସୀଙ୍କୁ ନିଶାମୁକ୍ତି ନାଁରେ ଅକଥନୀୟ ନିର୍ଯାତନା ଦେଉଥିଲେ। କେହି ପାଟି ଖୋଲିଲେ ମାଡ଼ ମାରି ଲହୁଲୁହାଣ କରିବାକୁ ପଛାଉ ନଥିଲେ। ଜଣେ ଦିବ୍ୟାଙ୍ଗ ଅନ୍ତେବାସୀଙ୍କୁ ମାଡ଼ […]