ଘରେ ରଖିଥିଲେ ୧୨ଲକ୍ଷ ଟଙ୍କାର ଗଞ୍ଜେଇ, ଚଢାଉ କରି ସିଜ୍ କଲା ପୋଲିସ
ଲମତାପୁଟ ୨୪।୦୮ : ଘରେ ରଖିଥିବା ୧୨ଲକ୍ଷ ଟଙ୍କାର ଗଞ୍ଜେଇ ଜବତ ସହ ଅଭିଯୁକ୍ତ ଗିରଫ । ଗଞ୍ଜେଇ ବିରୋଧୀ ଅଭିଯାନରେ କୋରାପୁଟ ଲମତାପୁଟ ପୋଲିସ୍କୁ ବଡ଼ ସଫଳତା ମିଳିଛି । ତେବେ ସାନସଗର ଗାଁରେ ନିଜ ଘରେ ପ୍ରାୟ ୧ କ୍ବିଣ୍ଟାଲ ୨୫କିଲୋ ଗଞ୍ଜେଇ ରଖିଥିବା ଦେବ ମାଣ୍ଡିକୁ ପୋଲିସ ଗିରଫ କରିଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୨ ଲକ୍ଷ ଟଙ୍କା ହେବ। ଏହି ଗଞ୍ଜେଇ ରାଜ୍ୟ ବାହାରକୁ ଚାଲାଣ ପାଇଁ ରଖାଯାଇଥିଲା ବୋଲି […]