ମାମୁଁଙ୍କ ସହିତ ବାଇକ୍ରେ କଲେଜ ଆସୁଥିଲେ, ହେଲେ ଅଧାରହିଗଲା ପାଠପଢା
ବ୍ରହ୍ମଗିରି ୨୩।୦୮: ଟ୍ରକ ଚାପାରେ ଛାତ୍ରଙ୍କ ମୃତ୍ୟୁ । ମୃତକ ଗଜପତି ଜିଲ୍ଲା ଅବାସିଂ ଗାଁରୁ ଅଜୁ ଭୂୟାଁ ବୋଲି ଜଣାପଡିଛି । ମାମୁଁଙ୍କ ସହ ବାଇକରେ ଅଜୁ ଗଜପତିରୁ ପୁରୀ ଆସିଥିଲେ । ଖବର ଅନୁଯାୟୀ, ଅଜୁ ପୁରୀ ଏସ୍ସିଏସ୍ କଲେଜକୁ ନିଜ ମାମୁଁଙ୍କ ସହିତ ବାଇକ ଯୋଗେ ଗଜପତିରୁ ଆସୁଥିଲେ । ହେଲ ବ୍ରହ୍ମଗିରି ବଜାରରେ ଏକ ଦଶଚକିଆ ଟ୍ରକ ତାଙ୍କ ବାଇକ୍କୁ ଧକ୍କା ଦେଇଥିଲା । ଯାହାଫଳରେ ଉଭୟ ତଳେ ପଡିଯାଇଥିଲେ । […]