ଗିରଫ ହେଲେ ହେମନ୍ତ ସୋରେନଙ୍କ ଘନିଷ୍ଠ ପ୍ରେମ୍ ପ୍ରକାଶ : ଘରୁ ମିଳିଥିଲା ଏକେ-୪୭ ରାଇଫଲ
ନୂଆଦିଲ୍ଲୀ, ୨୫|୦୮: ଝାଡଖଣ୍ଡରେ ବେଆଇନ ଖନନ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପ୍ରେମପ୍ରକାଶଙ୍କୁ ଗିରଫ କରିଛି । ଇଡି ମନିଲଣ୍ଡରି ମାମଲାରେ ଏହି କାର୍ଯ୍ୟାନୁଷ୍ଠାନ ନେଇଛି । ଏହାପୂର୍ବରୁ ବୁଧବାର ତାଙ୍କ ଘରେ ରେଡ୍ ହୋଇଥିଲା । ଯେଉଁଥିରେ ଦୁଇଟି ଏକେ-୪୭ ରାଇଫଲ୍ ଜବତ କରାଯାଇଥିଲା । ତେବେ ପ୍ରେମଙ୍କୁ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଘନିଷ୍ଠ ବୋଲି କୁହାଯାଏ । କଣ ପୁରା ଘଟଣା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଝାଡ଼ଖଣ୍ଡ ଅବୈଧ ଖନନ ସମ୍ପର୍କିତ ମନିଲଣ୍ଡ୍ରିଂ ମାମଲାର […]