ମଦ ଦୋକାନ କର୍ମଚାରୀଙ୍କୁ ଗୁଳିମାଡ଼ କରି ଟଙ୍କା ଲୁଟ୍, ମେଡିକାଲରେ ଭର୍ତ୍ତି
ଅନୁଗୁଳ ୨୯।୦୮: ଗୁଳିମାଡ଼ କରି ମଦ ଦୋକାନ କର୍ମଚାରୀଙ୍କଠୁ ଲୁଟ୍ । ଗୁରୁତର ଅବସ୍ଥାରେ କର୍ମଚାରୀଙ୍କୁ ଚିକିତ୍ସା ନିମନ୍ତେ ମେଡିକାଲରେ ଭର୍ତ୍ତି କରାଯାଇଛି । ଅନୁଗୁଳ କୁରୁଡୋଲ ନିକଟରେ ଘଟିଛି ଏହି ଘଟଣା । ଖବର ଅନୁଯାୟୀ, ତାଳଚେର ଶର୍ମା ଛକରୁ ଏକ ମଦ ଦୋକାନରୁ ଟଙ୍କା ନେଇ ଅନୁଗୁଳ ଆସୁଥିଲେ । ଠିକ୍ ଏହି ସମୟରେ ଦୁର୍ବୁତ୍ତଙ୍କ ଆକ୍ରମଣର ଶିକାର ହେଲେ ମଦ ଦୋକାନ କର୍ମଚାରୀ ଶେଷନାଥ ଗୁପ୍ତା । ଗୁଳିଚାଳନା କରି ଟଙ୍କା ଲୁଟିନେଲେ […]