ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଛାତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ଧ୍ୟାନ ଦେଲେନି ୱାଡେନ୍‌; ଗଣେଷ ପୂଜା ଭୋଗ ଖାଇ ୧୨ ଛାତ୍ରୀ ଅସୁସ୍ଥ

ଉଦଳା ୦୧/୦୯: ଗତକାଲି ଗଣେଷ ପୂଜାରେ ହୋଇଥିବା ଭୋଗ ଖାଇ ୧୨ ଛାତ୍ରୀ ଅସୁସ୍ଥ। ଏହି ଅସୁସ୍ଥ ୧୨ ଛାତ୍ରୀ ହଷ୍ଟେଲ ଅନ୍ତେବାସିନୀ ହୋଇଥିବା ଜଣାଯାଇଛି। ଖୁଣ୍ଟା ବ୍ଲକ ଧାନଘେରା ଏକଲବ୍ୟ ମଡେଲ ବିଦ୍ୟାଳୟରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଗତକାଲି ବିଦ୍ୟାଳୟରେ ଗଣେଷ ପୂଜା ହୋଇଥିବା ବେଳେ ଛାତ୍ରୀମାନେ ପୂଜା ଭୋଗ ଖାଇଥିଲେ। ପରେ ନାଚି ଥିଲେ। ତେବେ ଆଜି ହଠାତ ୧୨ ଅନ୍ତେବାସିନୀଙ୍କ ଶରୀର ଅସୁସ୍ଥ ହେବା ସହିତ ମୁଣ୍ଡ ବୁଲାଇଥିଲା ଓ ବାନ୍ତି […]

ଅପରାଧ ରାଜ୍ୟ

ମାସେ ହେବ ଅନ୍ଧାରରେ କଲୋନୀ ବାସିନ୍ଦା, OHPC କାର୍ଯ୍ୟାଳୟ ସମ୍ମୁଖରେ ଦେଲେ ଧାରଣା

ମାଲକାନଗିରି ୩୦।୮: ମାଲକାନଗିରି ଜିଲ୍ଲା ନୀଳାକାମ୍ବେରୁ ପଞ୍ଚାୟତ ସଦରର କଲୋନୀ ବାସିନ୍ଦା ଆଜିକୁ ୪୦ଦିନ ହେବ ବିଦ୍ୟୁତ ସଂଯୋଗ ନପାଇ ଅନ୍ଧାରରେ ରହି ଆସୁଥିବା ଅଭିଯୋଗ । ଏ ନେଇ ବାଲିମେଳା ସ୍ଥିତ ପୋଟେରୁ ଜଳ ସେଚନ ପ୍ରକଳ୍ପର ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ କଲୋନୀ ବାସିନ୍ଦା ଧାରଣାରେ ବସିଛନ୍ତି ।ତେବେ ଧାରଣାରତ କଲୋନୀ ବାସିନ୍ଦାଙ୍କ ଅଭିଯୋଗ ଅନୁଯାୟୀ ଆଜିକୁ ଦୀର୍ଘ ବର୍ଷ ହେବ ସେମାନେ ପିଆଇପି ବିଭାଗ କ୍ବାର୍ଟର ଘରେ ରହି ଆସୁଥିଲେ ଏବଂ ସେମାନଙ୍କୁ ଜଳ […]

ଅପରାଧ ରାଜ୍ୟ

ମୁଣ୍ଡଳୀ ବ୍ରିଜ୍‌ରେ ପୁଣି ଅଘଟଣ, ସ୍କୁଟି ରଖି ନଦୀକୁ ଡେଇଁଲେ ଯୁବକ !

ଆଠଗଡ଼ ୩୦।୦୮: ମହାନଦୀ ମୁଣ୍ଡଳୀ ବ୍ରିଜ୍‌ରେ ପୁଣି ଅଘଟଣ। ବ୍ରିଜ୍‌ ଉପରେ ସ୍କୁଟି ରଖି କେହି ଜଣେ ନଦୀକୁ ଡେଇଁ ପଡିଥିବା ସନ୍ଦେହ କରାଯାଉଛି। ବ୍ରିଜ୍‌ ଉପରେ ଏକ ସ୍କୁଟି ଓ ଚପଲ ରଖାଯାଇଛି। ଚପଲଟି ଜଣେ ପୁରୁଷ ବ୍ୟକ୍ତିଙ୍କ ହୋଇଥିବାରୁ ଜଣେ ଯୁବକ ଡେଇଁ ପଡ଼ିଥିବା ସନ୍ଦେହ କରାଯାଉଛି। ପ୍ରେମ ବ୍ୟାପାରକୁ ନେଇ ଏଭଳି ହୋଇଥାଇପାରେ ବୋଲି ସ୍ଥାନୀୟ ଲୋକଙ୍କ ସୂଚନା । ତେବେ ରାତି ପ୍ରାୟ ସାଢେ ଗୋଟାଏ ସମୟରୁ ଏହି ସ୍କୁଟିଟି ରହିଥିବା […]

ଅପରାଧ ରାଜ୍ୟ

ମହାନଦୀରେ ଭାସୁଛି ଅଜଣା ମୃତଦେହ, ପୋଲ ତଳୁ ଠାବ କଲା ପୋଲିସ

ବୌଦ୍ଧ ୩୦।୦୮: ମହାନଦୀରେ ଭାସୁଛି ଅଜଣା ଶବ । ବୌଦ୍ଧ ସହର ମର୍ଯାକୁଦ ପୋଲ ନିକଟରେ ଏକ ଅଜଣା ଶବ ଭାସୁଥିବାର ଦେଖିବାକୁ ମିଳିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ, ମଙ୍ଗଳବାର ସକାଳ ସମୟରେ ସହରର କିଛି ଲୋକେ ପ୍ରାତଃ ଭ୍ରମଣ କରୁଥିବା ବେଳେ ପୋଲ ତଳେ ଏକ ମୃତଦେହ ଭାସୁଥିବା ଦେଖିଥିଲେ । ଏହାପରେ ତୁରନ୍ତ ବୌଦ୍ଧ ପୋଲିସକୁ ଖବର ଦେଇଥିଲେ । ବୌଦ୍ଧ ପୋଲିସ ଘଟଣାସ୍ଥଳରେ […]

ଦେଶ ବିଦେଶ

ଏହି ସବୁ ଖାଦ୍ୟଠୁ ରୁହନ୍ତୁ ଦୂରରେ, ନଚେତ୍‌ ବଢିପାରେ କୋଲେଷ୍ଟ୍ରୋଲ୍‌

ନୂଆଦିଲ୍ଳୀ ୨୯।୦୮: ଶରୀରରେ କୋଲେଷ୍ଟ୍ରଲକୁ ନିୟନ୍ତ୍ରଣ କରିବା ଅତ୍ୟନ୍ତ ଜରୁରୀ । ଯଦି ଆପଣଙ୍କ ଶରୀରରେ ଖରାପ ଏବଂ ଭଲ କୋଲେଷ୍ଟ୍ରଲ ସ୍ତର ନିୟନ୍ତ୍ରଣରେ ନରୁହେ ତେବେ ବଢିପାରେ ସମସ୍ୟା। ସମସ୍ତେ ଜାଣଛନ୍ତି ଯେ କୋଲେଷ୍ଟ୍ରଲ ନିୟନ୍ତ୍ରଣରେ ନରହିଲେ ହୃଦଘାତର ସମ୍ଭାବନା ଅଧିକ ବଢିଯାଏ । ଏଭଳି ସ୍ଥିତିରେ ଆପଣଙ୍କୁ ଆପଣଙ୍କର ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନ ଦେବାକୁ ହେବ । ନଚେତ ହୃଦଘାତ ହେବାର ଆଶଙ୍କା ଦେଖାଦେଇପାରେ । ଏମିତି କିଛି ଖାଦ୍ୟ ଅଛି ଯାହା […]

ଖେଳ ଦେଶ ବିଦେଶ

ଏସିଆ କପ୍‌-୨୦୨୨ : ସୋମବାର ପରସ୍ପରକୁ ଭେଟିବେ ଆଫଗାନିସ୍ତାନ ଓ ବାଂଲାଦେଶ

ସାର୍‌ଜା ୨୯।୦୮: ଚଳିତ ଏସିଆ କପ୍‌ର ତୃତୀୟ ଲିଗ୍‌ ମୁକାବିଲାରେ ଆଫଗାନିସ୍ତାନ ଓ ବାଂଲାଦେଶ ପରସ୍ପରକୁ ଭେଟିବେ । ବାଂଲାଦେଶ ଅଭିଯାନ ଆରମ୍ଭ କରିବାକୁ ଯାଉଥିବାରୁ ପ୍ରଥମ ମ୍ୟାଚ୍‌ରେ ବିଜୟ ପାଇଁ ଆଶାବାଦୀ । ଅନ୍ୟ ପଟରେ ଆଫଗାନିସ୍ତାନ ପ୍ରଥମ ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ହରାଇ ୨ ପଏଣ୍ଟ ଅକ୍ତିଆର କରିସାରିଛି । ଗ୍ରୁପ୍‌ ବି’ରେ ଆଫଗାନିସ୍ତାନ ଶୀର୍ଷରେ ରହିଛି । ସୋମବାର ବିଜୟ ସହ ଆଫଗାନିସ୍ତାନ ପରବର୍ତ୍ତୀ ରାଉଣ୍ଡରେ ପ୍ରବେଶ କରିବାକୁ ଲକ୍ଷ୍ୟ ରଖିଛି । ଫର୍ମାଟ୍‌ […]

ଖେଳ ଦେଶ ବିଦେଶ

ବିରାଟ ଓ ହାର୍ଦ୍ଦିକଙ୍କୁ ଭେଟିଲେ ମୋମିମ୍‌ ସାକିବ୍‌, ‘ଓ ଭାଇ ମାରୋ ମୁଝେ ମାରୋ’ କହି ହୋଇଥିଲେ ଭାଇରାଲ୍‌

ଦୁବାଇ ୨୯।୦୮: ବିରାଟ କୋହଲି ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଭେଟିଲେ ଭାଇରାଲ୍‌ ବୟ ମୋମିମ୍‌ ସାକିବ୍‌ । ଉଭୟଙ୍କ ସାକ୍ଷାତରେ ପରେ ମୋମିମ୍‌ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ଭିଡିଓ ସେୟାର କରିଛନ୍ତି । ଆଉ ସେଥିରେ ଲେଖିଛନ୍ତି ଯେ, ବିରାଟ ଜଣେ ମହାନ କ୍ରୀଡାବିତ୍‌ ଏବଂ ନମ୍ର ବ୍ୟକ୍ତିତ୍ୱ । ତାଙ୍କୁ ଭଲ ଫର୍ମରେ ଦେଖିବାକୁ ଇଛା । ଆଜିର ମ୍ୟାଚ୍‌ ବେଶେ ରୋମାଞ୍ଚକର ଥିଲା । ସେହିପରି ପାଣ୍ଡ୍ୟାଙ୍କ ବିଷୟରେ ଲେଖିଛନ୍ତି ଯେ, ହାର୍ଦ୍ଦିକ ଜଣେ ଯୁବ […]

ଅପରାଧ ରାଜ୍ୟ

ବ୍ୟାଗ୍‌ରୁ ମିଳିଲା ଶିଶୁକନ୍ୟାର ମୃତଦେହ, ବାପାଙ୍କୁ ଅଟକ ରଖିଲେ ଗାଁଲୋକେ

ଭୁବନେଶ୍ୱର ୨୯।୦୮: ବ୍ୟାଗ୍‌ରୁ ଶିଶୁକନ୍ୟା ମୃତଦେହ ଠାବ । ଭୁବନେଶ୍ୱର ଖଣ୍ଡଗିରି ଥାନା ଅଞ୍ଚଳରେ ଶିଶୁକନ୍ୟାର ମୃତଦେହକୁ ଠାବ କରାଯାଇଛି । ବାପାକୁ ଅଟକ ରଖିଲେ ଗ୍ରାମବାସୀ । ଖବର ଅନୁଯାୟୀ, ଆଇଗିଣିଆର ଏକ ବସ୍ତିରେ ରୁହନ୍ତ ସନ୍ତୋଷ ସାହୁ ଓ ତାଙ୍କ ପରିବାର । ସୋମବାର ସନ୍ତୋଷଙ୍କ ଶିଶୁକନ୍ୟା କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ହେଲେ ସେଠାରେ ଶିଶୁକନ୍ୟାଟିର ମୃତ୍ୟୁ ହୋଇଯାଇଥିଲା । ତେବେ କ୍ୟାପିଟାଲ ହସ୍ପିଟାଲରୁ ଏକ ବ୍ୟାଗ୍‌ ଯୋଗେ ଘରକୁ ଆଣୁଥିଲେ […]

ଅପରାଧ ରାଜ୍ୟ

ଜେଲ୍‌ରେ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଆକ୍ରମଣ, ତଣ୍ଟି କାଟି ଦେଲେ ଦୁର୍ବୃତ୍ତ

ପୁରୀ ୨୯।୦୮: ଜେଲ୍‌ ଭିତରେ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ମରଣାନ୍ତକ ଆକ୍ରମଣ । ଅପରାଧୀ ଧୀରେନ୍ଦ୍ରନାଥ ଓରଫ ପପୁ ବରାଳଙ୍କୁ ତଣ୍ଟି କାଟି ହତ୍ୟା ଉଦ୍ୟମ । ଗୁରୁତର ଅବସ୍ଥାରେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଖବର ଅନୁଯାୟୀ, ଗତ୨୩ ତାରିଖରେ ଦାଦାବଟି ଆଦାୟ ମାମଲାରେ ସମୁଦ୍ରକୂଳ ଥାନା ପୋଲିସ ଦ୍ବାରା ଗିରଫ ହୋଇ ଜେଲ ଯାଇଥିଲା ଧୀରେନ୍ଦ୍ରନାଥ ଓରଫ ପପୁ ବରାଳ। ହେଲେ ଏବେ ତାଙ୍କୁ ହଠାତ୍‌ ଜେଲ୍‌ ଭିତରେ ମରଣାନ୍ତକ ଆକ୍ରମଣ […]

ଅପରାଧ ରାଜ୍ୟ

ମୁଣ୍ଡଳୀ ବ୍ରିଜ୍‌ରୁ ଡେଇଁ ଯୁବକଙ୍କ ନିଖୋଜ ଘଟଣା, ଦୁଇ ଦିନ ପରେ ମିଳିଲା ମୃତଦେହ

ଆଠଗଡ଼ ୨୯।୦୮: ମୁଣ୍ଡଳୀ ବ୍ରିଜରେ ସ୍କୁଟି ରଖି ମହାନଦୀକୁ ଡେଇଁ ଆତ୍ମହତ୍ୟା ଘଟଣା । ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଠାବ । ଆଠଗଡ଼ ଗୁରୁଡିଝାଟିଆ ଥାନା ଲିଙ୍ଗାପଦା ନିକଟ ମହାନଦୀ କୂଳରୁ ମୃତଦେହ ଠାବ ହୋଇଛି । ପୋଲିସ ଘଟଣାସ୍ଥଳର ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ, କିଛି ଦିନ ତଳେ ମୁଣ୍ଡଳୀ ବ୍ରିଜ୍‌ ଉପରେ ଜଣେ ବ୍ୟକ୍ତି ସ୍କୁଟି ରଖି ମହାନଦୀକୁ ଡେଇଁପଡିଥିଲେ । ବହୁ ଖୋଜାଖୋଜି ପରେ ବି ତାଙ୍କର କୌଣସି […]