କାର୍ ସହ ଦେଢ କୁଇଣ୍ଟାଲ ଗଞ୍ଜେଇ ଜବତ, ୨ ମାଫିଆ ଗିରଫ
ମୁନିଗୁଡା ୧୪/୧୦: ରାୟଗଡା ଜିଲ୍ଲା ବିଷମ କଟକ ପୋଲିସ୍କୁ ବଡ଼ ସଫଳତା । ଓଡବା ଠାରୁ ମହାରାଷ୍ଟ୍ରକୁ ଯାଉଥିବା ଗଞ୍ଜେଇ ବୋଝେଇ କାର ସହ ୨ ଗଞ୍ଜେଇ ମାଫିଆଙ୍କୁ ଗିରଫ କରିଛି ବିଷମ କଟକ ପୋଲିସ । ସ୍ଥାନୀୟ ଖ୍ରୀଷ୍ଟିଆନ ହସ୍ପିଟାଲ ଛକରେ ବିଷମ କଟକ ପୋଲିସର ଚେକିଂ ଚାଲିଥିବା ବେଳେ ଏକ ମାରୁତି ସୁଇଫଟ୍ କାରକୁ ଅଟକାଇ ଥିବା ବେଳେ ଗାଡିଟି ନଅଟକି ଦ୍ରୁତଗତିରେ ଚାଲିଯାଇଥିଲା । ପୋଲିସ୍ ଏହାକୁ ସନ୍ଦେହ କରି କାରକୁ ଗୋଡାଇ […]