ବେଆଇନ୍ ଭାବେ ହେଉଥିଲା ଗୋରୁ ଚାଲାଣ, କାବୁ ଥାନାରେ ଜିମା ଦେଲେ ଲୋକେ
ବ୍ରହ୍ମପୁର ୧୭।୧୦ : ବେଆଇନ୍ ଗୋରୁ ଚାଲାଣର ପର୍ଦ୍ଦାଫାଶ । ଫାଷ୍ଟ ଗେଟ୍ ନିକଟରୁ ଗାଡିକୁ ଅଟକ ରଖି ଥାନାରେ ଜିମା ଦେଇଛନ୍ତି ବଜରଙ୍ଗ ଦଳ ଓ କିଛି ପଶୁପ୍ରେମୀ ଯୁବକ । ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖାଦେଇଛି । ଖବର ଅନୁଯାୟୀ, ୫ଟି ପିକ୍ଅପ୍ ଭ୍ୟାନ୍ରେ ବାହାର ଜାଗାକୁ ଗାଇ ଚାଲାଣ ହେଉଥିବା ନେଇ ସୂଚନା ମିଳିଥିଲା । ଏହାପରେ ଉକ୍ତ ପିକ୍ଅପ୍ ଭ୍ୟାନ୍କୁ ଅଟକ ରଖିଥିଲେ କିଛି ଲୋକ । ଚୋରା ଚାଲାଣରେ ସାମିଲ […]
