ଅର୍ଚ୍ଚନା ନାଗ୍ଙ୍କୁ ମିଳିଲାନି ଜାମିନ, ଆବେଦନକୁ ଗ୍ରହଣ କଲେନି ଭୁବନେଶ୍ୱର SDJM
ଭୁବନେଶ୍ୱର ୧୭/୧୦: ବ୍ଲାକମେଲିଂ କୁଇନ ଅର୍ଚ୍ଚନା ନାଗ୍ ଗିରଫ ମାମଲା । ଅର୍ଚ୍ଚନା ନାଗ୍ ଜାମିନ ଆବେଦନ ଖାରଜ । ଜାମିନ ଖାରଜ କଲେ ଭୁବନେଶ୍ୱର SDJM । ଗତ ଶୁକ୍ରବାର ଅର୍ଚ୍ଚନାଙ୍କ ଜାମିନ ଆବେଦନ କରିଥିଲେ ତାଙ୍କ ଓକିଲ ଦେବାଶିଷ ମହାପାତ୍ର । ତେବେ ଏବେ ତାଙ୍କୁ ବେଲ୍ ମିଳିଲାନି ଫଳରେ ପୁଣିଥରେ ସେ ଜେଲକୁ ଫେରିବେ ବୋଲି ଶୁଣିବାକୁ ମିଳିଛି । ସେପଟେ ଅର୍ଚ୍ଚନାଙ୍କ କଳା ସାମ୍ରାଜ୍ୟ ଉପରୁ ପରଦା ହଟାଇବାକୁ ୫ ଦିନିଆ […]