ହୋଟେଲ୍ରେ ବିଷ ପିଇଲେ ପ୍ରେମୀଯୁଗଳ, ପ୍ରେମିକ କଟକ ସ୍ଥାନାନ୍ତର
ପୁରୀ ୧୮।୧୦ : ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା ଉଦ୍ୟମ । ପୁରୀର ଏକ ହୋଟେଲରେ ଏମିତି କିଛି ଘଟଣା ଦେଖିବାକୁ ମିଳିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ, ପୁରୀ ସିଟି ରୋଡ଼ ସ୍ଥିତ ଏକ ଘରୋଇ ହୋଟେଲରେ ଘଟିଛି ଏଭଳି ଘଟଣା। ଉଭୟ ବିଷ ପାନ କରି ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ଉଭୟଙ୍କୁ ହୋଟେଲ କର୍ତ୍ତୃପକ୍ଷ ଉଦ୍ଧାର କରି ଚିକିତ୍ସା ଲାଗି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି […]
