କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
ଚାନ୍ଦବାଲି ୨୬/୧୧: ଚାନ୍ଦବାଲି ବ୍ଲକ ଧାମରା କଇଥଖୋଲା ବଜାରରେ ଅଗ୍ନିକାଣ୍ଡ । ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୧୦ରୁ ଉର୍ଦ୍ଧ୍ୱ ଦୋକାନ ଘର ସମ୍ପୂର୍ଣ ଜଳି ପାଉଁଶ ହୋଇ ଯାଇଛି l ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥବା ବେଳେ ଗ୍ରାମବାସୀମାନେ ବହୁ ଚେଷ୍ଟା କରି ମଧ୍ୟ ନିଆଁକୁ ଆୟତ କରିପାରିନଥିଲେ । ନିଆଁ ଲାଗିବାର ୨୦ ମିନଟ ମଧ୍ୟରେ ଦୋକାନ ଘର ଗୁଡିକ ପୋଡି ସମ୍ପୂର୍ଣ ପାଉଁଶ ହୋଇଯାଇଛି । କୌଣସି ଦୋକାନୀ ନିଜ ଦୋକାନ ମଧ୍ୟରୁ […]









