ରାଜ୍ୟ ସ୍ପେଶାଲ ରିପୋର୍ଟ

ହାଟଡିହି ତହସିଲରେ ଜାଲ ରସିଦରେ ଅର୍ଥ ହଡ଼ପ ଘଟଣା: ଏକାଧିକ ବ୍ୟକ୍ତିଙ୍କୁ ଜାଲ୍‌ ରସିଦ ଦେଇ ଜରିମାନା ଅର୍ଥ ହଡ଼ପ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ହାଟଡିହି ତହସିଲରେ ଜାଲ୍ ରସିଦ ଦେଇ ଅର୍ଥ ହଡ଼ପ ଘଟଣାରେ ଲୋକାୟୁକ୍ତଙ୍କ ନିର୍ଦେଶରେ ଭିଜିଲାନ୍ସ ପକ୍ଷରୁ ତଦନ୍ତ କରାଯାଇଥିଲା। ଭିଜିଲାନ୍ସ ତଦନ୍ତ ବେଳେ ଜାଲିଆତି ହୋଇଥିବା ସ୍ପଷ୍ଟ ହୋଇଛି। କେବଳ ଜଣେ ନୁହେଁ ଏକାଧିକ ଲୋକଙ୍କୁ ଜାଲ୍‌ ରସିଦ ଦିଆଯାଇ ସେମାନଙ୍କ ଠାରୁ ଆଦାୟ ହୋଇଥିବା ଜରିମାନା ରାଶି ସରକାରଙ୍କ ତହବିଲ ଜମା କରାଯିବା ପ‌ରିବର୍ତ୍ତେ ହଡ଼ପ କରାଯାଇଥିବା ଜଣାପଡ଼ିଛି। ଏନେଇ ଭିଜିଲାନ୍ସ ପକ୍ଷରୁ ୨୫୬ ପୃଷ୍ଠାର ଏକ ବିସ୍ତୃତ ରିପୋର୍ଟ […]

ଅପରାଧ ରାଜ୍ୟ

ବ୍ରହ୍ମପୁରରେ ପୁଣି ରାଗିଂ ଅଭିଯୋଗ, ଘରୋଇ ସ୍କୁଲରେ ଜୁନିୟରଙ୍କୁ ପିଟିଲେ ସିନିୟର

ବ୍ରହ୍ମପୁର ୨୬/୧୧: ବ୍ରହ୍ମପୁରରେ ଥମୁନି ରାଗିଂ । ଏତର କିନ୍ତୁ କୌଣସି କଲେଜ ନୁହେଁ । ଏଥର ରାଗିଂ ହୋଇଛି ଘରୋଇ ସ୍କୁଲରୁ । ଘରୋଇ ସ୍କୁଲରୁ ରାଗିଂ ହୋଇଥିବା ହୋଇଛି ଅଭିଯୋଗ । ଏକ ଘରୋଇ ସ୍କୁଲର ଷଷ୍ଠ ଶ୍ରେଣୀ ଛାତ୍ରଙ୍କୁ କେତେକ ସିନିୟର ଛାତ୍ର ମାଡ଼ ମାରିଥିବା ଅଭିଯୋଗ ହୋଇଛି । ପରିବାରବର୍ଗଙ୍କ ପକ୍ଷରୁ ଗୋଶାଣୀ ନୂଆ ଗାଁ ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ୍ ଏ ଘଟଣାର ଅଧିକ ତଦନ୍ତ କରୁଛି । […]

ରାଜ୍ୟ ସ୍ପେଶାଲ ରିପୋର୍ଟ

କଟକ ବଡ଼ ମେଡିକାଲରେ ଅଭାବନୀୟ ଦୃଶ୍ୟ: ଷ୍ଟ୍ରେଚର୍‌ରେ ସିଲିଣ୍ଡର, କାନ୍ଧରେ ରୋଗୀ

କଟକ : କଟକ ବଡ଼ ମେଡିକାଲ (ଏସ୍‌ସିବି)ରେ ଦୁଇଟି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୋଟିଏପଟେ ଷ୍ଟ୍ରେଚର୍‌ରେ ସାଲାଇନ୍, ଅକ୍ସିଜେନ ସିଲିଣ୍ଡର ଆଉ ଔଷଧ ବୁହାଯାଉଥିବା ଦେଖିବାକୁ ମିଳିଥିବା ବେଳେ ଅନ୍ୟପଟେ ରୋଗୀଙ୍କୁ ତାଙ୍କ ସଂପର୍କୀୟମାନେ କୋଳେଇ, କାଖେଇ ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ନେଉଛନ୍ତି। ଶୁକ୍ରବାର ଦିନ ଏସ୍‌ସିବିର କାଜୁଆଲିଟିରେ ଜଣେ ଗୁରୁତର ମହିଳାଙ୍କୁ ତାଙ୍କ ସ୍ବାମୀ ଆଉ ଝିଅକୁ ବାପା ବୋହି ନେଉଥିବାର ଦେଖିବାକୁ ମିଳିଛି। ଏହି ଦୃଶ୍ୟ ବଡ଼ ମେଡିକାଲ ପରିସରରେ ଜନମାନସକୁ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ସେଲ୍ ଭିତରେ ଜନତା ଦରବାର, ପୁଣି ଭାଇରାଲ ହେଲା ସତ୍ଯେନ୍ଦ୍ର ଜୈନଙ୍କ ଭିଡିଓ

ନୂଆଦିଲ୍ଲୀ: ବିବାଦ ଓ ସତ୍ଯେନ୍ଦ୍ର ଜୈନ୍ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ବ । ଆମ୍ ଆଦମୀ ପାର୍ଟିର ମନ୍ତ୍ରୀ ସତ୍ଯେନ୍ଦ୍ର ଜୈନଙ୍କ ପିଛା ଛାଡ଼ୁନି ବିବାଦ । ତିହାର ଜେଲ୍ ଭିତରର ପୁଣି ଏକ ଭିଡିଓ ଭାଇରାଲ ହୋଇଛି । ସତ୍ଯେନ୍ଦ୍ର ଜୈନ୍ ସେଲ୍ ଭିତରେ ପୂର୍ବ ଜେଲ୍ ଅଧିକ୍ଷକ ଅଜିତ୍ କୁମାରଙ୍କ ସହିତ ବୈଠକ କରୁଥିବାର ଭିଡିଓ ସାମ୍ନାକୁ ଆସିଛି । ଏହି ଭିଡିଓ ସେପ୍ଟେମ୍ବର 10 ତାରିଖର । ସେହି ସମୟରେ ଅଜିତ୍ କୁମାର […]

ରାଜ୍ୟ

ବାଇକ୍‌-ସ୍କୁଟି ମୁହାଁମହିଁ ଧକ୍କା, ୨ ଶିକ୍ଷୟତ୍ରୀ ମୃତ

ଜି. ଉଦୟଗିରି ୨୬।୧୧ : ବାଇକ୍‌-ସ୍କୁଟି ମୁହାଁମହିଁ ଧକ୍କା । ଚାଲିଗଲା ଦୁଇ ଶିକ୍ଷୟତ୍ରୀଙ୍କ ଜୀବନ ।କନ୍ଧମାଳ ଜିଲ୍ଲା ଜି. ଉଦୟଗିରି ଥାନା ନିଲୁଙ୍ଗିଆ ଗାଁ ନିକଟରେ ଘଟିଛି ଏହି ଦୁର୍ଘଟଣା । ଖବର ଅନୁଯାୟୀ, ଶନିବାର ସକାଳ ସମୟରେ ଦୁଇ ଜଣ ଶିକ୍ଷୟତ୍ରୀ ନିଜ ସ୍କୁଟି ଯୋଗେ ସ୍କୁଲକୁ ଯାଇଥିଲେ । ଏହି ସମୟରେ ନିଲୁଙ୍ଗିଆ ଗାଁ ନିକଟରେ ଏକ ବାଇକ୍‌ ସହ ସ୍କୁଟିର ମୁହାଁମୁହିଁ ଧକ୍କା ହୋଇଥିଲା । ଯାହାଫଳରେ ଦୁଇ ଜଣ ଶିକ୍ଷୟତ୍ରୀଙ୍କ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ବିବାଦରେ ମାଟ୍ରିକ୍‌ ପରୀକ୍ଷା ପରିଚାଳନା ବ୍ୟବସ୍ଥା: ନିୟମ ନ ଥାଇ ବିଦ୍ୟାଳୟରେ ସେଲ୍‌ଫ ସେଣ୍ଟର

କଟକ : ମାଟ୍ରିକ୍ ପରୀକ୍ଷାକୁ ସ୍ବଚ୍ଛ ଓ ଶୃଙ୍ଖଳିତ କରିବା ପାଇଁ ଛାତ୍ରଛାତ୍ରୀ ନିଜ ସ୍କୁଲ୍‌ରେ ପରୀକ୍ଷା ଦେବା ନିୟମକୁ ଉଚ୍ଛେଦ କରିଥିଲେ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) କର୍ତ୍ତୃପକ୍ଷ। କିନ୍ତୁ, ପୁରୀ ଜିଲ୍ଲା କାକଟପୁର ବ୍ଲକ୍ ବନ୍ଦିସାହି-ମୁଟୁଣିଆସ୍ଥିତ ୟୁଜିଏମ୍‌ଏସ୍ ବିଦ୍ୟାପୀଠ ସେଲ୍‌ଫ ସେଣ୍ଟର ହୋଇଥିବାରୁ ଦଶମ ଛାତ୍ରଛାତ୍ରୀ ନିଜ ସ୍କୁଲ୍‌ରେ ପ୍ରଥମ ସମ୍ମେଟିଭ୍ ଆସେସ୍‌ମେଣ୍ଟ(ଏସ୍ଏ-୧) ପରୀକ୍ଷା ଦେଉଛନ୍ତି। ତିନି ଦିନ ପରୀକ୍ଷା ଚାଲିଥିଲେ ମଧ୍ୟ ଏ ବିଷୟରେ ବୋର୍ଡ ପାଖରେ ଖବର ନାହିଁ। ଏଭଳି ପରୀକ୍ଷା କେନ୍ଦ୍ର […]

ଦେଶ ବିଦେଶ ମନୋରଞ୍ଜନ

କ’ଣ ବିଗିଡିଗଲା କି ଦକ୍ଷିଣୀ ସୁନ୍ଦରୀଙ୍କ ସ୍ୱାସ୍ଥ୍ୟାବସ୍ଥା? ହସ୍ପିଟାଲ ଫଟୋ ଭାଇରାଲ

ମୁମ୍ୱାଇ ୨୬/୧୧: ହସ୍ପିଟାଲରେ ଭର୍ତ୍ତି ହେଲେ ଅଭିନେତ୍ରୀ ସାମନ୍ଥା ଋଥୁ ପ୍ରଭୁ । ସୋସିଆଲ ମିଡିଆରେ ଭାଇରାଲ ହେଉଛି ଫଟୋ । ଯାହା ଦେଖିବା ପରେ ଫ୍ୟାନ୍ସଙ୍କୁ ଲାଗିଛି ଝଟକା । ସୂଚନା ଥାଉକି ଗତ କିଛିଦିନ ତଳେ ସାମନ୍ଥା ସୋସିଆଲ ମିଡିଆରେ ଫଟୋ ସେୟାର କରିଥିଲେ ଯେଉଁଥିରେ ସେ ଲେଖିଥିଲେ ତାଙ୍କୁ କିଛି ରୋଗ ହୋଇଛି । ଯାହାର ଚିକିତ୍ସା ପାଇଁ ସେ କିଛି ମାସ ହେବ ଡାଇଗ୍ନୋସିସ ରେ ଅଛନ୍ତି । ଏବେ ପୁଣିଥରେ […]

ଅପରାଧ ରାଜ୍ୟ

ରାଣୀ ପଣ୍ଡାଙ୍କ କାର୍‌ ଦୁର୍ଘଟଣା; ଜଣେ ମୃତ

ଆଠଗଡ଼ : ଆଠଗଡ଼ ଥାନା ରାଜନଗର ନିକଟ ଡାଳଖାଇ ଠାକୁରାଣୀ ମନ୍ଦିର ନିକଟରେ ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍‌ ଓ ଏକ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଦୁର୍ଘଟଣାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ ଘଟିଥିବା ପୁଲିସ ସୂଚନା ଦେଇଛି। ଏହି ଘଟଣା ପରେ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ସୂଚନା ମୁତାବକ, ଶୁକ୍ରବାର ରାତିରେ ରାଣୀ ପଣ୍ଡା ଅନୁଗୁଳରୁ ଏକ ବିବାହ ଭୋଜି ସାରି ଭୁବନେଶ୍ୱର ଫେରୁଥିଲେ। ରାତି ପ୍ରାୟ ସାଢ଼େ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ପୁରୀରେ 5T ସଚିବ, ମହାପ୍ରଭୁଙ୍କ ଦର୍ଶନ ସହ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟର କଲେ ତଦାରଖ

ପୁରୀ ୨୬/୧୧: ପୁରୀରେ 5T ସଚିବ ଭି. କେ ପାଣ୍ଡିଆନ୍ । ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବା ସହ ଆଶିଷ ଲାଭ କଲେ କଲେ 5T ସଚିବ । ଏହାସହ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟର ତଦାରଖ କଲେ । ରାଜ୍ୟ ସରକାରଙ୍କ ପକ୍ଷରୁ ପୁରୀରେ ଉନ୍ନତି ମୂଳକ ପ୍ରକଳ୍ପ ମଧ୍ୟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରମୁଖ ପ୍ରକଳ୍ପ ହୋଇଥିବା ବେଳେ, କାର୍ଯ୍ୟର ଅଗ୍ରଗତି ନେଇ ନିର୍ମାଣକାରୀ ସଂସ୍ଥାର ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଚର୍ଚ୍ଚାରେ ରାଗିଂ: ଜିଲ୍ଲାପାଳ, ଏସ୍‌ପିଙ୍କୁ ରିପୋର୍ଟ ମାଗିଲେ ଏନ୍‌ଏଚ୍‌ଆର୍‌ଆସି

ବ୍ରହ୍ମପୁର : ବ୍ରହ୍ମପୁର ଆଙ୍କୋଲି ବାଇପାସ୍‌ ଜାତୀୟ ରାଜପଥ କଡ଼ରେ ଥିବା ଏକ ଘରୋଇ ଶିକ୍ଷାନୁଷ୍ଠାନର ଛାତ୍ରୀ ଦୀପ୍ତିଲତା ଦାସଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା ରହସ୍ୟର ଉନ୍ମୋଚନ ହୋଇପାରୁ ନାହିଁ। ଏ ନେଇ ଏକ ପିଟିସନ୍‌ର ଶୁଣାଣି କରି ୪ସପ୍ତାହ ମଧ୍ୟରେ ଆକ୍ସନ୍‌ ଟେକେନ୍‌ ରିପୋର୍ଟ(ଏଟିଆର୍‌) ଦାଖଲ କରିବାକୁ ଜାତୀୟ ମାନବାଧିକାର କମିସନ୍‌(ଏନ୍‌ଏଚ୍‌ଆର୍‌ସି) ଗଞ୍ଜାମ ଜିଲ୍ଲାପାଳ ଓ ବ୍ରହ୍ମପୁର ଏସ୍‌.ପି.ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଲୋଚାପଡ଼ା ଗ୍ରାମର ଲକ୍ଷ୍ମୀଚରଣ ଦାସଙ୍କ ଝିଅ […]