ପିଏଫଆଇକୁ ଝଟକା, ପ୍ରତିବନ୍ଧକ ଚ୍ୟାଲେଞ୍ଜ ଆବେଦନ ଖାରଜ କଲେ କର୍ଣ୍ଣାଟକ ହାଇକୋର୍ଟ
ବେଙ୍ଗାଳୁରୁ: ପପୁଲାର ଫଣ୍ଟ୍ ଅଫ ଇଣ୍ଡିଆର ପ୍ରତିବନ୍ଧକ ଚ୍ୟାଲେଞ୍ଜ ଆଦବେନ ଖାରଜ । କର୍ଣ୍ଣାଟକ ହାଇକୋର୍ଟ ମାମଲାର ଶୁଣାଣି କରି ଦାୟର ହୋଇଥିଲା ଆବେଦନକୁ ଖାରଜ କରିଛନ୍ତି । ପିଏଫଆଇ ସଦସ୍ୟ ନାସିର ପାସାଙ୍କ ଦ୍ବାରା ଉଚ୍ଚ ଅଦାଲତରେ ଦାୟର ହୋଇଥିଲା ଯାଚିକା। ଜଷ୍ଟିସ୍ ଏମ୍ ନଗପ୍ରସନ୍ନା ମାମଲାର ଶୁଣାଣି କରି ନିଷ୍ପତ୍ତି ଶୁଣାଇଛନ୍ତି । ସୂଚନା ଅନୁଯାୟୀ, ପପୁଲାର ଫଣ୍ଟ୍ ଅଫ ଇଣ୍ଡିଆର ସଦସ୍ୟ ଆତଙ୍କବାଦୀ ଗତିବିଧିରେ ସାମିଲ ଥିବା ନେଇ ଅଭିଯୋଗ ପରେ କେନ୍ଦ୍ର […]









