ଏଡ୍ସ: ଏବେ ବି ଗଞ୍ଜାମ ନଂ.୧
ବ୍ରହ୍ମପୁର : ଏଡ୍ସ ଜାଲରେ ଛନ୍ଦି ହୋଇଛି ଗଞ୍ଜାମ ଜିଲ୍ଲା। ପ୍ରତିବର୍ଷ ସାରାରାଜ୍ୟରୁ ଚିହ୍ନଟ ହେଉଥିବା ରୋଗୀଙ୍କ ମଧ୍ୟରୁ ସର୍ବାଧିକ ୩୦ ପ୍ରତିଶତ ରୋଗୀ ଗଞ୍ଜାମ ଜିଲ୍ଲାର ବୋଲି ରେକର୍ଡ଼ କହୁଛି। ପୂର୍ବରୁ ଏହି ସଂଖ୍ୟା ୩୫ ପ୍ରତିଶତ ରହିଥିଲା। ରୋଗୀ ଚିହ୍ନଟ ସଂଖ୍ୟା ହ୍ରାସ ପାଇଥିଲେ ସୁଦ୍ଧା ଗଞ୍ଜାମ ଜିଲ୍ଲା ଏଚ୍ଆଇଭି ପଜିଟିଭ୍ କ୍ଷେତ୍ରରେ ଏବେ ବି ୧ନମ୍ବର ଜିଲ୍ଲା ହେବାର ଦୁର୍ନାମ ମୁଣ୍ଡାଇଛି। ଆଜି ହେଉଛି ବିଶ୍ବ ଏଡ୍ସ ଦିବସ। ଏହି ଦିବସରେ ରାଲି, […]









