ଦେଶ କେନ୍ଦ୍ରୀୟ ଶାସନ ଆଡ଼କୁ ଗତି କରୁଛି : ତୁଷାର ଗାନ୍ଧୀ
ସମ୍ବଲପୁର : ସଂଘୀୟ ବ୍ୟବସ୍ଥା ଏବେ ଲୁପ୍ତ ହେବାକୁ ଯାଉଛି। ଦେଶ ଏବେ କେନ୍ଦ୍ରୀୟ ଶାସନ ଆଡ଼କୁ ଗତି କରୁଛି। ଆସାମ ଭଳି ରାଜ୍ୟରେ ଲୋକଙ୍କୁ ନାଗରିକତା ପାଇଁ ନିଜର ପୂର୍ବଜ ଭାରତରେ ନାଗରିକ ଥିଲେ ବୋଲି ପ୍ରମାଣ ଦେବାକୁ ପଡ଼ୁଛି। ଯାହା ଉପରୁ ଲଦି ଦିଆଯାଉଛି ତାହା ଗ୍ରହଣ କରିବାକୁ ବାଧ୍ୟ କରାଯାଉଛି। ଆମେ ବି ବିନା ପ୍ରତିବାଦରେ ତାହା ଗ୍ରହଣ କରିନେଉଛୁ। ଆଜି ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟରେ ‘ସେତୁ ପକ୍ଷରୁ ଆୟୋଜିତ ଘନଶ୍ୟାମ ଦାଶ […]









