ମୁମ୍ବାଇର ୩ ବଡ ଷ୍ଟେସନକୁ ଉଡାଇଦେବାକୁ ଧମକ । ପୋଲିସ ହାତରେ ଧରାପଡିଲା ସନ୍ଦିଗ୍ଧ
ବ୍ୟରୋ ରିପୋର୍ଟ: ମହରାଷ୍ଟ୍ରରୁ ବଡ ଖବର । ଜଣେ ଅଜ୍ଞାତ ବ୍ୟକ୍ତି ନବୀ ମୁମ୍ବାଇର ପୋଲିସ କଣ୍ଟ୍ରୋଲ ରୁମକୁ ଫୋନ୍ କରି ଦାଦର, କୁର୍ଲା, ସିଏସଏମଟି ପରି ୩ଟି ବଡ ଷ୍ଟେସନରେ ବିସ୍ଫୋରଣ କରିବାକୁ ଧମକ ଦେବା ପରେ ପୋଲିସର ଚିନ୍ତା ବଢିଯାଇଥିଲା । ହେଲେ ପୋଲିସର ତନାଘନା ପରେ ଫୋନ କରି ଧମକ ଦେଇଥିବା ବ୍ୟକ୍ତିକୁ ଗିରଫ କରିଛି ପୋଲିସ । ଫୋନ କରି ବ୍ୟକ୍ତି ଜଣକ ପୋଲିସକୁ କହିଥିଲା ଯେ, ପୋରବନ୍ଦରରୁ କିଛି ଲୋକ […]









