୯ ବର୍ଷ ହେଲା ଦାଖଲ କରୁ ନାହାନ୍ତି ସତ୍ୟପାଠ: ୨୫ ହଜାର ଟଙ୍କା ଜମା କରିବେ ରାଜ୍ୟ ସରକାର
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. କଟକ : ୨୦୧୩ମସିହାର ଏକ ଜନସ୍ବାର୍ଥ ମାମଲାରେ ରାଜ୍ୟ ସରକାର ସତ୍ୟପାଠ ଦାଖଲ ନକରି ବାରମ୍ବାର ସମୟ ନେଉଥିବାରୁ ହାଇକୋର୍ଟ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏଭଳି ଆଭିମୁଖ୍ୟ ପାଇଁ ହାଇକୋର୍ଟ ବାର ଆସୋସିଏସନ୍ ୱେଲ୍ଫେୟାର୍ ପାଣ୍ଠିରେ ୨୫ ହଜାର ଟଙ୍କା […]









