ଏଚ୍ଏସ୍ଆର୍ପିରେ ନୂଆ ସମସ୍ୟା: ବୁକିଂ ହେଉନି ବନ୍ଦ କମ୍ପାନିର ଗାଡ଼ି ନମ୍ବର
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ଭୁବନେଶ୍ବର : ହାଇ-ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ (ଏଚ୍ଏସ୍ଆର୍ପି)କୁ ନେଇ ଏବେ ଏକ ନୂଆ ସମସ୍ୟା ପଦାକୁ ଆସିଛି। ଦେଶରୁ ବ୍ୟବସାୟ ବନ୍ଦ କରିଦେଇଥିବା କିଛି ବାହାର କମ୍ପାନି ଗାଡ଼ି ପାଇଁ ଏହି ନମ୍ବର ପ୍ଲେଟ୍ ବୁକିଂ ହୋଇପାରୁନାହିଁ। ଗାଡ଼ି ମାଲିକ ଆର୍ଟିଓଠାରୁ […]









