ଏସ୍ଟିଏଫ୍ ଟିମ୍କୁ ୧୫ ରାଉଣ୍ଡ ଗୁଳି
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. କେନ୍ଦୁଝର : ବେଆଇନ ଭାବେ ଚାଲାଣ ହେଉଥିବା ଗୋରୁଗାଡ଼ିକୁ ଧରିବା ପାଇଁ ଗୋଡ଼ାଉଥିବା ଏସ୍ଟିଏଫ୍ ଟିମ୍ ଉପରେ ବୁଧବାର ଦିନ ଆଖିବୁଜା ଗୁଳିଚାଳନା କରିଛନ୍ତି ଗୋରୁମାଫିଆ। ୧୫ ରାଉଣ୍ଡ ଗୁଳି ଫୁଟାଇ ୩ଟି ଗୋରୁ ଗାଡ଼ିକୁ ଛଡ଼ାଇ ନେବାରେ ସକ୍ଷମ ହୋଇଛନ୍ତି। […]









