ବୟସ ତୁଳନାରେ ଉଚ୍ଚତା ବଢ଼ୁନି, ବଞ୍ଚିବାକୁ ସଂଘର୍ଷ କରୁଛି ରାଜସ୍ମିତା
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ଭଞ୍ଜନଗର : ବୟସ ବଢ଼ୁଛି। କିନ୍ତୁ ବୟସ ତୁଳନାରେ ଉଚ୍ଚତା ବଢ଼ୁନି। ଜନ୍ମରୁ ଶରୀର ଦୁର୍ବଳ ଥିବା ସହ ହାତଗୋଡ଼ ବଙ୍କା ହୋଇଯାଇଥିବାରୁ ବଞ୍ଚିବାକୁ ରାଜସ୍ମିତା ସଂଘର୍ଷ କରୁଛି। କିନ୍ତୁ ଏହି ଅଜଣା ରୋଗର ଚିକିତ୍ସା ପାଇଁ ବାପାମାଆଙ୍କ ପାଖରେ ଟଙ୍କାଟିଏ […]









