ରାଜ୍ୟ ସ୍ପେଶାଲ ରିପୋର୍ଟ

ଦାଦନ ଛାଡ଼ି ସ୍ବାବଲମ୍ବୀ ହେଲେ ଆଦିବାସୀ ଯୁବକ: ସରକାରୀ ସହାୟତାରେ ନିଜେ ଖୋଲିଲେ ୱେଲଡିଂ ଦୋକାନ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ପାତ୍ରପୁର : ପାଖରେ ଉଚ୍ଚଶିକ୍ଷାଗତ ଯୋଗ୍ୟତା ନଥିଲେ ବି ଦୃଢ଼ ଇଚ୍ଛାଶକ୍ତି ଓ ଅଧ୍ୟବସାୟ ବଳରେ ନିଜର ବୁଦ୍ଧି ଖଟାଇ ଅସାଧ୍ୟକୁ ସାଧ୍ୟ କରିହୁଏ। ଅନ୍ୟ ଉପରେ ନିର୍ଭର ନକରି ସ୍ବାବଲମ୍ବୀ ହେବା ପାଇଁ ବାଟ ଫିଟିଥାଏ। ଏହାକୁ ସତ ପ୍ରମାଣିତ […]

ଦେଶ ବିଦେଶ ରାଜନୀତି

ହିମାଚଳରେ ବିଜୟ ମୁହାଁ କଂଗ୍ରେସ ! କିଏ ହେବେ ରାଜ୍ୟର ଆଗାମୀ ମୁଖ୍ୟମନ୍ତ୍ରୀ? କଂଗ୍ରେସ ଅଧ୍ୟକ୍ଷ କହିଲେ…

ବ୍ୟୁରୋ: ହିମାଚଳରେ ପୁଣି ଫେରୁଛି କଂଗ୍ରେସ ରାଜ୍ ! ବର୍ତ୍ତମାନର ଟ୍ରେଣ୍ଡକୁ ଲକ୍ଷ୍ୟ କଲେ କଂଗ୍ରେସ ହିମାଚଳ ପ୍ରଦେଶରେ ସରକାର ଗଢୁଥିବା ଭଳି ମନେ ହେଉଛି । ୬୮ ବିଧାନସଭା ସିଟ୍ ବିଶିଷ୍ଟ ଏହି ରାଜ୍ୟରେ ସରକାର ଗଢିବାକୁ ୩୯ ବିଧାୟକ ଆବଶ୍ୟକ । ଯାହାକି ଏଥର ନିର୍ବାଚନରେ କଂଗ୍ରେସ ହାତେଇଲା ଭଳି ଅନୁମାନ କରାଯାଉଛି । ତେବେ ହିମାଚଳ ପ୍ରଦେଶରେ ଯଦି କଂଗ୍ରେସ ଜିତାପଟ ହାସଲ କରେ, ତେବେ କିଏ ହେବ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ? […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଜାନୁଆରି ୨୫ରେ ଶ୍ରୀଜିଉଙ୍କ ପଦ୍ମବେଶ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ପୁରୀ : ଜାନୁଆରି ୨୫ରେ ଶ୍ରୀଜିଉଙ୍କ ପଦ୍ମବେଶ ଅନୁଷ୍ଠିତ ହେବ। ପଦ୍ମଫୁଲରେ ସଜ୍ଜିତ ହେବେ ବଡଠାକୁର ଶ୍ରୀବଳଭଦ୍ର, ମା’ ସୁଭଦ୍ରା ଓ ମହାପ୍ରଭୁ ଶ୍ରୀଜଗନ୍ନାଥ।। ଏଥିପାଇଁ ବେଶ ପ୍ରସ୍ତୁତି ପୂର୍ବରୁ ଆଜି ବଡ଼ଛତା ମଠରେ ଅନୁକୂଳ କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି। ମଠ […]

ଦେଶ ବିଦେଶ ରାଜନୀତି

ଗୁଜରାଟରେ ପରାଜୟ ପରେ ବି ଖୁସି ଅଛନ୍ତି କେଜ୍ରିୱାଲ, ଜାଣନ୍ତୁ କାରଣ

ବ୍ୟୁରୋ : ଗୁଜରାଟ ଓ ହିମାଚଳ ପ୍ରଦେଶରେ ହୋଇଥିବା ନିର୍ବାଚନ ଫଳାଫଳ ଆସି ସାରିଛି । ଗୁଜରାଟରେ ସପ୍ତମଥର ପାଇଁ ବିଜେପି ସରକାର ଗଠନ କରିବାକୁ ଯାଉଛି । ସେପଟେ ହିମାଚଳରେ ଚିରାଚରିତ ଢଙ୍ଗରେ ଏଥର ପାରି ବଦଳି କ୍ଷମତା କଂଗ୍ରେସ ହାତକୁ ଯାଇଛି । ହେଲେ ଗୁଜରାଟ ନିର୍ବାଚନରେ ଆମ୍ ଆଦମୀ ପାର୍ଟିର ସୂଚନୀୟ ପରାଜୟ ହୋଇଛି । ଆପ୍,ର ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ସମେତ ଦଳର ଅନେକ ବରିଷ୍ଠ ନେତା ଗୁଜରାଟରେ ସରକାର ଗଠନ କରିବାକୁ […]

ରାଜ୍ୟ

ସାପ ଆତଙ୍କ; ଘଣ୍ଟାଏ ନାକେଦମ୍‌ ହେଲେ ଏସ୍‌ସିବି କର୍ତ୍ତୃପକ୍ଷ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. କଟକ : ସାପ ପାଇଁ ନାକେଦମ୍‌ ହେଲେ ଏସ୍‌ସିବି କର୍ତ୍ତୃପକ୍ଷ। ତଥାପି ସ୍ଥିତି ନିୟନ୍ତ୍ରଣକୁ ନ ଆସିବାରୁ ସ୍ନେକ୍‌ ହେଲ୍ପଲାଇନ୍‌ ସଦସ୍ୟ ଆସିଲେ। ବିଦ୍ୟୁତ୍‌ ବିଭାଗ ଓ ଏସି ମେକାନିକ୍‌ଙ୍କୁ ଡକାଯାଇ ଏସି ଖୋଲାଗଲା। ଘଣ୍ଟାଏ ଧରି ସାପ ପାଇଁ ଚାଲିଲା […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

କିଛି ସମୟ ପରେ ଦକ୍ଷିଣ ଭାରତରେ ସ୍ଥଳଭାଗ ଛୁଇଁବ ବାତ୍ୟା ମାଣ୍ଡୁସ। ଉପକୂଳବର୍ତ୍ତୀ ଅଞ୍ଚଳରେ ହାଇଆଲର୍ଟ

ବ୍ୟୁରୋ: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ମାଣ୍ଡୁସ ମଧ୍ୟରାତ୍ରୀରେ ଆନ୍ଧ୍ରପ୍ରଦେଶ ଓ ପୁଡୁଚେରୀ ମଧ୍ୟରେ ସ୍ଥଳଭାଗ ଛୁଇଁବ । ଏହାକୁ ନଜରରେ ରଖି ତାମିଲନାଡୁର ଅନେକ ଅଞ୍ଚଳରେ ପ୍ରବଳ ବର୍ଷା ଜାରିରହିଛି । ଆଇଏମଡିର ସୂଚନା ଅନୁସାରେ ଗୁରୁବାର ମଧ୍ୟରାତ୍ରୀରେ ଏହା ଉତ୍ତର ତାମିଲନାଡୁ, ପୁଡୁଚେରୀ, ଶ୍ରୀହରିକୋଟା ମଧ୍ୟରେ ଦକ୍ଷିଣ ଆନ୍ଧ୍ରପ୍ରଦେଶର ଉପକୂଳରେ ସ୍ଥଳଭାଗ ଛୁଇଁବ । ଏଥିପାଇଁ ଏହି ସବୁ ଅଞ୍ଚଳରେ ହାଇଆଲର୍ଟ ଜାରି ରହିଛି । ବଙ୍ଗୋପସାଗରର ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଡିପ ଡିପ୍ରେସନରେ […]

ରାଜ୍ୟ

ଅପହଞ୍ଚ ଅଞ୍ଚଳ ଦେବଭୂଇଁ: ୧୫ କିମି ଚାଲିଚାଲି ଗଲେ ହିନ୍ଦୋଳ ଘାଟିରେ ମିଳୁଛି ନେଟ୍‌ୱାର୍କ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ନରସିଂହପୁର : ଗ୍ରାମାଞ୍ଚଳରେ ଲୋକଙ୍କ ଉନ୍ନତି ପାଇଁ ସରକାର ବିଭିନ୍ନ ଯୋଜନାରେ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ପ୍ରତ୍ୟେକ ହିତାଧିକାରୀଙ୍କୁ ଘର ନିକଟରେ ରାସନ ସାମଗ୍ରୀ ଯୋଗାଇ ଦେବାର ମଧ୍ୟ ବ୍ୟବସ୍ଥା କରାଯାଇଛି। ହେଲେ, ନରସିଂହପୁର ବ୍ଲକ୍‌ର ଉପାନ୍ତ ଅଞ୍ଚଳ ଦେବଭୂଇଁ […]

ଅପରାଧ ରାଜ୍ୟ

ଥାନା ଭିତରେ ପ୍ରଚଣ୍ଡ ବିସ୍ଫୋରଣ, ୧ କିମି ଦୂର ପର୍ଯ୍ୟନ୍ତ ଶୁଭିଲା ଶବ୍ଦ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ଜଳେଶ୍ୱର : ବାଲେଶ୍ବର ଜିଲ୍ଲା ଜଳେଶ୍ୱର ଥାନାର ଏକ ପରିତ୍ୟକ୍ତ ପାଇଖାନା ଘରେ ଭୟଙ୍କର ବିସ୍ଫୋରଣ ଘଟିଛି। ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ, ଏହାର ଶବ୍ଦ ୧ କିମି ଅଞ୍ଚଳ ଯାଏ ଅନୁଭୂତ ହୋଇଥିଲା। ବି‌ସ୍ଫୋରଣ ପ୍ରଭାବରେ ପାଇଖାନାର କବାଟ […]

ଖେଳ ଦେଶ ବିଦେଶ

ଟିମ୍ ଇଣ୍ଡିଆରେ ବଢିଛି ଆହତ ଖେଳାଳୀଙ୍କ ସଂଖ୍ୟା । ଦଳରୁ ବାଦ ପଡିଛନ୍ତି ରୋହିତ ଓ ଦୀପକ ଚହର

ବ୍ୟୁରୋ : ବଡ ଟୁର୍ଣ୍ଣାମେଣ୍ଟରେ ବିଫଳତା ପରେ ଟିମ୍ ଇଣ୍ଡିଆକୁ ଘାରିଛି ଆହତ ଖେଳାଳୀଙ୍କ ସମସ୍ୟା । ଭାରତୟୀ କ୍ରିକେଟ ଦଳରେ ବଢିବାରେ ଲାଗିଛି ଆହତ ଖେଳାଳୀଙ୍କ ସଂଖ୍ୟା । ଭାରତୟୀ ଦଳ ଚଳିତ ବର୍ଷ ଏସିଆ କପ୍, ଟି-୨୦ ବିଶ୍ୱକପ ଭଳି ବଡ ବଡ ଟୁର୍ଣ୍ଣାମେଂଟ ଖେଳିଥିବା ବେଳେ ବର୍ଷ ତମାମ ଦଳରେ ଆହତ ସମସ୍ୟା ଲାଗି ରହିଛି । ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା, ଫାଷ୍ଟ ବୋଲର ଯଶପ୍ରୀତ ବୁମରା ଆହତ ହୋଇ ଟି-୨୦ ବିଶ୍ୱକପ୍ […]

ଅପରାଧ ରାଜ୍ୟ

ଫାର୍ମ କର୍ମଚାରୀଙ୍କୁ ଅପହରଣ, ହାତବନ୍ଧା ଅବସ୍ଥାରେ ଜଙ୍ଗଲରୁ ଅପହୃତ ଉଦ୍ଧାର

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ଖୁଣ୍ଟୁଣୀ : ଦୁଇ ଲକ୍ଷ ଟଙ୍କା ପାଇଁ ଜଣେ ଫାର୍ମ କର୍ମଚାରୀଙ୍କୁ ଅପହରଣ। କଟକ ଜିଲ୍ଲା ଗୁରୁଡ଼ିଝାଟିଆ ଥାନା ଅଞ୍ଚଳରେ ଏହିଭଳି ଏକ ଘଟଣା ଘଟିଛି। ପୁଲିସ ଚଢ଼ାଉ କରି ବଣିଆବନ୍ଧ ସଂରକ୍ଷିତ ଜଙ୍ଗଲରୁ ତାଙ୍କୁ ଉଦ୍ଧାର କରିଛି। ତେବେ ଅପହରଣକାରୀମାନେ […]