ଭିଜିଲାନ୍ସ ଚକ୍ରବ୍ୟୂହରେ ଅଭିମନ୍ୟୁ: ୬ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଠାବ
ଭୁବନେଶ୍ବର : ରାଜଧାନୀର ପ୍ରମୁଖ ଅଞ୍ଚଳରେ ୭ଟି ପ୍ଲଟ୍, ଦେଢ଼ କୋଟି ମୂଲ୍ୟର ୪ ମହଲା କୋଠା ସାଙ୍ଗକୁ ପୁଳାପୁଳା ସୁନାଗହଣା, ୭୮ଲକ୍ଷ ଟଙ୍କାର ବ୍ୟାଙ୍କ ଡିପୋଜିଟ୍, ୩ ଦାମୀ ବାଇକ୍ ସହ ଆହୁରି କେତେ କ’ଣ। ତେବେ ଏହା କୌଣସି ବ୍ୟବସାୟୀ କିମ୍ବା ଉପରିସ୍ଥ ସରକାରୀ ବାବୁଙ୍କର ନୁହେଁ, କନେଷ୍ଟବଳରୁ ଚାକିରି ଆରମ୍ଭ କରି ଏସ୍ଆଇ ପର୍ଯ୍ୟନ୍ତ ଯାଇଥିବା ଅଭିମନ୍ୟୁ ଚୌଧୁରୀଙ୍କ ଆଖି ଖୋସି ହୋଇଗଲା ଭଳି ସଂପତ୍ତି ତାଲିକା। ସଂପତ୍ତି ଏତେ ଯେ ହିସାବ […]









