ପାରାଦୀପ ବନ୍ଦର ଆମ ଅର୍ଥନୀତିର ଜୀବନରେଖା: ମୁଖ୍ୟମନ୍ତ୍ରୀ
ଜଗତସିଂହପୁର ଟାଉନ୍ : ଜଗତସିଂହପୁର ଜିଲ୍ଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଦିନ ୨୦୯ କୋଟି ୫୪ ଲକ୍ଷ ଟଙ୍କାର ପ୍ରକଳ୍ପ ଭେଟି ଦେଇଛନ୍ତି। ବହୁ ପ୍ରତୀକ୍ଷିତ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୧୦ ଶଯ୍ୟା ବିଶିଷ୍ଟ ଆଇସିୟୁ ଲୋକାର୍ପିତ କରିବା ସହ ଜଗତସିଂହପୁର, ବାଲିକୁଦା, ରଘୁନାଥପୁର ଓ ତିର୍ତ୍ତୋଲ ବ୍ଲକ୍ ମିସନ ଶକ୍ତି ଗୃହକୁ ମୁଖ୍ୟମନ୍ତ୍ରୀ ଭର୍ଚୁଆଲରେ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ, ସାଧାରଣ ଲୋକଙ୍କ ଆସ୍ଥା ଓ […]









