ମଙ୍ଗୁଳି ଟୋଲ୍ଗେଟ୍ରେ ଫାସ୍ ଟ୍ୟାଗ୍ ଅଚଳ
କଟକ : ୧୬ନମ୍ବର ଜାତୀୟ ରାଜପଥର ମଙ୍ଗୁଳି (ଟାଙ୍ଗୀ)ସ୍ଥିତ ଟୋଲ୍ଗେଟ୍ରେ ଫାସ୍ ଟ୍ୟାଗ୍ ବ୍ୟବସ୍ଥା ଓ ବିଲିଂ କାଉଣ୍ଟର୍ ଅଚଳ ହୋଇପଡ଼ିଛି। ଫଳରେ, ରବିବାର ଅପରାହ୍ନରୁ ପ୍ରବଳ ଭିଡ଼ ଲାଗି ରହିଛି। ଭିଡ଼ ଯୋଗୁ ଦମକଳ ଗାଡ଼ି ବି ଦୀର୍ଘ ସମୟ ଫସିକି ରହିଛି। ଏ ନେଇ କର୍ତ୍ତୃପକ୍ଷଙ୍କଠାରୁ ଭିନ୍ନ ଭିନ୍ନ ଉତ୍ତର ମିଳିଥିବା ବେଳେ ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ସବୁ ଫାଟକ ଖୋଲିପାରି ନଥିବା ଜଣାପଡ଼ିଛି। ୧୬ ନମ୍ବର ଜାତୀୟ ରାଜପଥ ମଙ୍ଗୁଳି(ଟାଙ୍ଗୀ)ସ୍ଥିତ ଟୋଲ୍ଗେଟ୍ରେ ସମୁଦାୟ […]









