ନଡ଼ିଆ ଗଛରେ ଅଜଣା ରୋଗ
ପିପିଲି : ନଡ଼ିଆ ଗଛରେ ଅଜଣା ରୋଗ। ଛୋଟ ଛୋଟ ଧଳା ଉଡ଼ା ପୋକ ନଡ଼ିଆପତ୍ରକୁ ଖାଇବା ଫଳରେ ପ୍ରଥମେ ଗଛର ପତ୍ର ଧଳା ଓ ପରେ କଳା ପଡ଼ି ରୁଗ୍ଣ ହୋଇଯାଉଛି। ଏପରିକି ଏହି ପୋକ ଯୋଗୁ ନଡ଼ିଆ ଗଛଗୁଡ଼ିକ ମରିଯିବା ଆଶଙ୍କା ଦେଖାଯାଇଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳର ନଡ଼ିଆ ଚାଷୀଙ୍କ ମଧ୍ୟରେ ଚିନ୍ତା ବଢ଼ିଯାଇଛି। କିଛିଦିନ ତଳେ ପିମ୍ପୁଡ଼ି ଆତଙ୍କରେ ଲୋକେ ଗାଁ ଛାଡ଼ିବା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ଏବେ ନଡ଼ିଆ […]









