ଲୁଟିଲେ ୫୦ ଲକ୍ଷ ଟଙ୍କା, ୧୦ କୋଟିର ସୁନା
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ଚନ୍ଦନେଶ୍ୱର: ବାଲେଶ୍ବରରେ ବଡ଼ଧରଣର ବ୍ୟାଙ୍କ ଲୁଟ୍ କରିଛନ୍ତି ସଶସ୍ତ୍ର ଦୁର୍ବୃତ୍ତ। ଭୋଗରାଇ ବ୍ଲକ୍ ଚନ୍ଦନେଶ୍ୱରସ୍ଥିତ ୟୁନିୟନ୍ ବ୍ୟାଙ୍କ ଶାଖାରୁ ନଗଦ ୫୦ ଲକ୍ଷ ଟଙ୍କା ଓ ବ୍ୟାଙ୍କ ଲକର୍ରେ ବନ୍ଧକ ଥିବା ୧୦ କୋଟି ଟଙ୍କାର ସୁନାଗହଣା ଲୁଟି ନେଇଛନ୍ତି। ବୁଧବାର […]









